Diagnosed With Congenital Glaucoma : Ommtv
Diagnosed With Congenital Glaucoma
Diagnosed With Congenital Glaucoma : Ommtv
Bhubaneswar, Nov 2: In a significant medical achievement, doctors at Kalinga Institute of Medical Sciences (KIMS) have saved a 9-month-old baby boy from losing vision in his right eye after he was diagnosed with congenital glaucoma.The advanced glaucoma surgery, a combination of trabeculotomy and trabeculectomy, was performed at KIMS, positioning the institute as a pioneer in Odisha for such a procedure on a young patient.The baby boy, who hails from the city, had developed congenital glaucoma in his right eye and underwent complex surgical procedures on November 1. The surgery was conducted by Assistant Professor of the Department of Ophthalmology, Dr. Saswati Sen, under the supervision of the Head of the Department, Dr. Matuli Das. The medical team's efforts were instrumental in preventing the child from facing a life of partial or complete blindness. He is recovering well and is set to be discharged soon.The cost of the treatment at KIMS was significantly lower than other hospitals in the state, making it accessible to a broader section of the population. The parents had visited other hospitals before deciding to avail the treatment from KIMS.Congenital glaucoma is a condition that occurs in approximately 1 out of 10,000 cases, making early diagnosis and intervention crucial for successful treatment. Dr. Sen emphasized the importance of prompt medical attention, stating, "The baby had developed the condition in four months. Such conditions happen in 1 out of 10,000 cases. The earlier you treat the eye, the better. He will regain useful vision for the rest of his life."
କିମ୍ସ ଡାକ୍ତରଙ୍କ ସଫଳତା
୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର
ଭୁବନେଶ୍ୱର, ୨ ।୧୧: କନ୍ଜେନିଟାଲ୍ ଗ୍ଲୁକୋମା ଥିବା ଜଣେ ୯ମାସ ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍ସ ଡାକ୍ତରମାନେ ସଫଳତା ପାଇଛନ୍ତି । ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି । ଟ୍ରାବେକ୍ୟୁଲୋଟୋମି ଓ ଟ୍ରାବେକ୍ୟୁଲେକ୍ଟୋମି ଭଳି ଅତ୍ୟାଧୁନିକ ପଦ୍ଧତିରେ ଏତେ କମ୍ ବୟସର ଜଣେ ଶିଶୁର ଏହି ଗ୍ଲୁକୋମା ଅସ୍ତ୍ରୋପଚାର ସଫଳତା ମିଳିଛି । କିମ୍ସ ଚକ୍ଷୁରୋଗ ବିଭାଗ ମୁଖ୍ୟ ଡା. ମାତୁଲି ଦାସଙ୍କ ତତ୍ୱାବଧାନରେ ବିଭାଗର ସହକାରୀ ପ୍ରଫେସର ଡା. ଶାଶ୍ୱତୀ ସେନ୍ ଓ ତାଙ୍କ ଟିମ ଏହି ଅସ୍ତ୍ରୋପଚାର ସଫଳତାର ସହ କରିଛନ୍ତ୍ି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱଳ୍ପ ଖର୍ଚ୍ଚରେ କିମ୍ସରେ ଏଭଳି ଅସ୍ତ୍ରୋପଚାର ହୋଇପାରୁଥିବା ଡା. ସେନ୍ ପ୍ରକାଶ କରିଛନ୍ତି ।
କନ୍ଜେନିଟାଲ୍ ଗ୍ଲୁକୋମା ଏଭଳି ଏକ ଅବସ୍ଥା ଯେଉଁଥିରେ ରୋଗୀର ଆଖି ୧୦ହଜାର ଭାଗରୁ ମାତ୍ର ୧ଭାଗ ଦେଖି ପାରିଥାଏ । ଏହି ଶିଶୁ କ୍ଷେତ୍ରରେ ମାତ୍ର ୪ ମାସରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ତେବେ ୧୦ହଜାର ରୋଗୀଙ୍କ ମଧ୍ୟରୁ ଜଣକୁ ଏଭଳି ରୋଗ ହୋଇଥାଏ ବୋଲି ଡା. ସେନ୍ ସୂଚନା ଦେଇଛନ୍ତି । ଏଭଳି ବିଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରୀଙ୍କ ପରାମର୍ଶ ଓ ଚିକିତ୍ସା କରାଇଲେ ଏହା ମାରାତ୍ମକ ହୋଇ ନ ଥାଏ ବୋଲି ସେ କହିଛନ୍ତି । ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।