ନବ ବିବାହିତା ଙ୍କୁ ଅତ୍ୟାଚାର ବର୍ଷା ରାତି ରେ ବୋହୂଙ୍କୁ ଘରୁ ବାହାର କଲେ ଧାରଣାରେ ପୀଡ଼ିତା . କଟକ ୪୨-ମୌଜା ରୁ ପଦ୍ମଲୋଚନ ସାହୁ ଙ୍କ ରିପୋର୍ଟ:Ommtv Kalinga Vikas

୪୨-ମୌଜା , ଦଧିବାମନପୁର ଗାଁ ର ଭୁଆସୁଣୀ କଲୋନୀରେ ଭଦ୍ରକ ଜିଲ୍ଲାରୁ ଆସି ରହୁଥିବା ଜନୈକା ନବବଧୂ କୁ ନିର୍ଯ୍ୟାତନା ଅଭିଯୋଗ। ସ୍ଥାନୀୟ ଲୋକଙ୍କୁ ଗୁହାରି କରିବା ପରେ ସ୍ୱାମୀ ଫେରାର୍। ବୋହୂ କୁ ଶାଶୁ ଶଶୁର ଘରେ ପୁରାଇ ଦେଉନଥିବାରୁ ଏବେବି ନବବଧୂ ଘର ବାହାରେ ବସିଛି ବୋଲି ଆଲୋଚନା ହେଉଛି। ୪୨-ମୌଜା ଥାନା କୁ ଖବର ଦିଆ ଯାଇଛି।

ବାହାଘର ଗୋଟେ ମାସ ପରେ ମୋ ସ୍ୱାମୀ ମୋତେ ପାଖରେ ରଖୁନି । ବର୍ଷା ରାତିରେ ସ୍ୱାମୀ ଘର ଆଗରେ ଧାରଣା ଦେଲେ ସ୍ତ୍ରୀ । ମୁଁ ମୋ ସ୍ୱାମୀକୁ ଡିଭୋର୍ସ ଦେଇପାରିବିନି ।*