ମହାମହିମ ରାଷ୍ଟ୍ରପତିଙ୍କ ଫୋଟକୁ ବିଜ୍ଞାପନରେ ସ୍ଥାନିତ କରିବା ନେଇ ବିବାଦ ଏବଂ ଥାନାରେ ମାମଲା : Ommtv

ମହାମହିମ ରାଷ୍ଟ୍ରପତିଙ୍କ ଫୋଟକୁ ବିଜ୍ଞାପନରେ ସ୍ଥାନିତ କରିବା ନେଇ ବିବାଦ ଏବଂ ଥାନାରେ ମାମଲା

ମହାମହିମ ରାଷ୍ଟ୍ରପତିଙ୍କ ଫୋଟକୁ ବିଜ୍ଞାପନରେ ସ୍ଥାନିତ କରିବା ନେଇ ବିବାଦ ଏବଂ ଥାନାରେ ମାମଲା : Ommtv

ମହାମହିମ ରାଷ୍ଟ୍ରପତିଙ୍କ ଫୋଟକୁ ବିଜ୍ଞାପନରେ ସ୍ଥାନିତ କରିବା ନେଇ ବିବାଦ ଏବଂ ଥାନାରେ ମାମଲା : Ommtv

(ରିପୋର୍ଟ: ନିହାରରଂଜନ ମହାନ୍ତ)
ୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ସହିତ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଫୋଟକୁ ବ୍ୟବହାର କରି ଏକ ସୋରିଷ ତେଲ କମ୍ପାନୀ ବଡ଼ ବ୍ୟାନର ଲାଗିଥିବା ଓ ମୟୁରଭଞ୍ଜ ମାଟିର କନ୍ୟା ତଥା ମହାମହିମ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ହାନି କରିଥିବାରୁ କମ୍ପାନୀର ବିତରକ ଓ କମ୍ପାନୀ ବିରୋଧରେ ଯୁବ ଓକିଲ ଝରଣା ପୃଷ୍ଟି କରଂଜିଆ ଥାନାରେ ଏତଲା ଦେଇଛନ୍ତି।ପ୍ରତ୍ୟେକ ଦିନ ସେ ଯିବାଆସିବା ସମୟରେ ଏହି ଫୋଟକୁ ଦେଖି ମହାମହିମ ରାଷ୍ଟ୍ରପତିଙ୍କ ସମ୍ମାନହାନୀ ହେଉଥିବା କଥାକୁ ସେ ସହ୍ୟ କରିବା ସମ୍ଭବ ହୋଇପାରିନାହିଁ।କମ୍ପାନୀ ବା ବିତରକ ମହାମହିମ ରାଷ୍ଟ୍ରପତିଙ୍କ ଫୋଟ ବ୍ୟବହାର ପାଈଁ କାହାଠୁ ଅନୁମତି ଆଣିଥିଲେ କି ଏବଂ କରଞ୍ଜିଆ ଏନଏସି କର୍ତ୍ତୃପକ୍ଷଙ୍କ ନିକଟରୁ ବ୍ୟାନର ଲଗେଇବାକୁ ଅନୁମତି ନେଇଛନ୍ତି କି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି କି?ରାଷ୍ଟ୍ରପତିଙ୍କ ଅବମାନନା ପାଈଁ ନିର୍ମାତା ଓ ରାନୀ ସୋରିଷ ତେଲ ବିତରକଙ୍କ ବିରୋଧରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଈଁ ଦାବୀ କରିଛନ୍ତି।
ମୟୁରଭଞ୍ଜ ଯଶିପୁରରୁ ନିହାର ରଞ୍ଜନ ମହାନ୍ତଙ୍କର ରିପୋର୍ଟ ଓମ୍‌ଟିଭି
#mayurbhanjanews #Ommtv #Omtv #dropadimurmuji #Kalingacinearts