Achyuta Samanta Hails Odisha CM for Extending Financial Assistance to Ifu Mallik : Ommtv
Lok Sabha MP from Kandhamal Dr Achyuta Samanta has expressed thanks and deepest gratitude to the Chief Minister Naveen Patnaik on behalf of the people of his constituency for extending financial assistance to MBBS student Ifu Mallik from Kandhamal district.Ifu, who
Achyuta Samanta Hails Odisha CM for Extending Financial Assistance to Ifu Mallik : Ommtv
Bhubaneswar, Sat 10: Lok Sabha MP from Kandhamal Dr Achyuta Samanta has expressed thanks and deepest gratitude to the Chief Minister Naveen Patnaik on behalf of the people of his constituency for extending financial assistance to MBBS student Ifu Mallik from Kandhamal district.Ifu, who cracked the NEET exam and secured admission at a medical college in Koraput, faced financial hurdles to pursue his studies. The State Government decided to step in and bear his entire education expenses. Dr Samanta said the warm gesture bears testimony to the Chief Minister’s affirmation that the “Odisha Mo Parivar”.Ifu met Dr Samanta early on Saturday after meeting the CM. During the meeting, Dr Samanta blessed him with a bright future and announced to support his miscellaneous expenses. The KISS Foundation already deposited an amount of Rs 60,000 in his account. His expenses will be borne by the Foundation till the completion of his medical programme.Dr Samanta also announced that both the brothers of Ifu will be offered employment at KISS which will further boost his morale and help him complete his medical education with confidence. Ifu expressed his deepest regards to Dr Samanta and KISS Foundation for the support extended to him and his brothers.
ଭୁବନେଶ୍ୱର,୧୦ ।୧୨: କନ୍ଧମାଳର ଗରିବ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତରୀ ନାମଲେଖା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବା ସହ ତାଙ୍କର ସମସ୍ତ ପଢ଼ା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମଗ୍ର କନ୍ଧମାଳ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ସାରା ଓଡ଼ିଶା ମୋ ପରିବାର ବକ୍ତବ୍ୟର ସାର୍ଥକତା ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଗତ କାଲି ଇଫୁ ମୁଖ୍ୟମନ୍ତ୍ରୀ ଭେଟିଥିବା ବେଳେ ଆଜି ସେ ସାଂସଦ ଶ୍ରୀ ସାମନ୍ତଙ୍କୁ ଭୁବନେଶ୍ୱରରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ଶ୍ରୀ ସାମନ୍ତ ଇଫୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଡାକ୍ତରୀ ପଢ଼ା ସମୟରେ ତାଙ୍କର ହାତ ଖର୍ଚ୍ଚ କିସ୍ ଫାଉଣ୍ଡେସନ୍ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇଫୁଙ୍କ ହାତ ଖର୍ଚ୍ଚ ବାବଦକୁ ମାସିକ ୫ ହଜାର ଟଙ୍କା ହିସାବରେ ତାଙ୍କ ଆକାଉଣ୍ଟରେ କିସ୍ ଫାଉଣ୍ଡେସନ୍ ପକ୍ଷରୁ ୬୦ ହଜାର ଟଙ୍କା ଜମା କରାଯାଇଛି । ଏହା ପରେ ଇଫୁ ଯେତେ ପର୍ଯ୍ୟନ୍ତ ପଢ଼ିବେ ସେ ପର୍ଯ୍ୟନ୍ତ କିସ୍ ଫାଉଣ୍ଡେସନ୍ର ସହାୟତା ଜାରି ରହିବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହା ସହ ଗାଁରେ ରହୁଥିବା ଇଫୁଙ୍କ ଦୁଇ ଭାଇଙ୍କୁ କିସ୍ରେ ସେମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦ୍ୱାରା ଇଫୁଙ୍କ ମନୋବଳ ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି। ଏହି ସହାୟତା ପାଇଁ ଶ୍ରୀ ସାମନ୍ତଙ୍କୁ ଇଫୁ କୃତଜ୍ଞତା ଜଣାଇବା ସହ କିସ୍ ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଇଛନ୍ତି।