ମାନସିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯିବା ଉଚିତ: କିମ୍ସ ବିଶେଷଜ୍ଞ : OmmTv
Community-based mental health care should be a top priority: KIMS experts
World Mental Health Day – 2022 : OmmTv
Community-based mental health care should be a top priority: KIMS experts
Bhubaneswar, October 10: It is rightly said that even if you own an unaccountable fortune, without good mental health you cannot enjoy it and so, despite of everything, a person needs to have a sound mind for a peaceful living. As we celebrate World Mental Health Day on October 10, the day comes with a theme by the World Health Organisation to ``make mental health and well-being a global priority’’.
COVID pandemic has exposed all of us to a lot of vulnerabilities relating to our mental well-being. In the post-pandemic situation, the incidence of anxiety and mood disorders, stress-related disorders, suicidal and self-harm behavior, addictive disorders and sleep-related disorders continue to rise across the globe.
Prof. Dr Rama Chandra Das, senior psychiatrist and Medical Superintendent of Kalinga Institute of Medical Sciences (KIMS) feels “Social and economic inequalities, prolonged conflicts among countries, wars, rise in violence and public health emergencies have become the primary cause of large-scale migration in different regions of the world. All these factors threaten our progress towards improved physical and psychological well-being as a civil society.’’
Neuropsychiatry illnesses and mental health issues have a disproportionately large impact on developing countries like India but are rarely recognized or adequately funded. Many now acknowledge that the mental health care system and staff are inadequate. A fair public health policy requires addressing the ethical implications of mental health inequalities for people and nations. We need to improve mental health care so that a community-based system that meets the full range of mental health needs is readily available.
Stigma, prejudice and misconceptions for mental illnesses continue to be barriers in seeking treatment for people suffering from mental illnesses. Discrimination and stigma prevent access to the proper care and social inclusion for all patients. We hope to see a society where everyone's mental health is respected, nurtured, and safeguarded; where everyone has the chance to experience and appreciate mental health and the freedom to access to the mental health care they require.
Dr Udit Panda, Assistant Professor of Psychiatry, KIMS says “we can all do our lot to raise awareness about mental well-being in our state, and World Mental Health Day is a great opportunity to do just that.’’
Dr Panda adds ``people with mental health conditions, caregivers, mental health professionals, policymakers, bureaucracy and all other stakeholders should all come forward to raise awareness about positive mental health, mental illnesses, capacity building in mental health care and progressive policy changes for integrating mental health services into primary health care.’’
Stigma and discrimination based on factors such as age, gender, caste, religion, and ethnicity should end to reduce a disproportionate impact on the mental health of minority communities.
ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ
ମାନସିକ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯିବା ଉଚିତ: କିମ୍ସ ବିଶେଷଜ୍ଞ : OmmTv
ଭୁବନେଶ୍ୱର,୧୦ା୯: ମହାମାରୀ ପରବର୍ତ୍ତୀ ସ୍ଥିତିରେ ଚିନ୍ତା ଏବଂ ମାନସିକ ବିକୃତି, ଚାପ ସମ୍ବନ୍ଧୀୟ ବ୍ୟାଧି, ଆତ୍ମହତ୍ୟା ପ୍ରବୃତ୍ତି ଏବଂ ନିଶା ଜନିତ ରୋଗ, ଶୋଇବାରେ ବ୍ୟାଘାତ ଜନିତ ସମସ୍ୟା ସମଗ୍ର ବିଶ୍ୱରେ ବୃଦ୍ଧି ପାଇବାରେ ଲାଗିଛି । ଦେଶ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ, ଯୁଦ୍ଧ ଏବଂ ବଢୁଥିବା ହିଂସା, ବିଶ୍ୱର ବିଭିନ୍ନ ଅଞ୍ଚଳରେ ବଡ଼ ଧରଣର ସ୍ଥାନାନ୍ତରଣ ଏବଂ ଉପୁଜୁଥିବା ଜନସ୍ୱାସ୍ଥ୍ୟ ଆପାତକାଳୀନ ପରିସ୍ଥିତି କାରଣରୁ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପ୍ରଗତି ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ଦେଖା ଦେଇଛି । ଅକ୍ଟୋବର ୧୦ ତାରିଖରେ ବିଶ୍ୱ ମାସନିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ କିମ୍ସ ଭୁବନେଶ୍ୱରର ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ତଥା ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ରାମ ଚନ୍ଦ୍ର ଦାସ ଏହି ସୂଚନା କହିଛନ୍ତି । ଚଳିତବର୍ଷ ଏହି ଦିବସକୁ ପାଳନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ରଖା ଯାଇଥିବା ବିଷୟ ବସ୍ତୁ ହେଲା ‘ମେକ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ୱେଲ ବିଙ୍ଗ୍ ଏ ଗ୍ଲୋବାଲ ପ୍ରାୟୋରିଟି’, ଅର୍ଥାତ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ ବିଶ୍ୱସ୍ତରରେ ପ୍ରାଥମିକତା ଦେବା । କରୋନା ମହାମାରୀ ଯୋଗୁଁ କିଛି ଲୋକ ମାନସିକ ଭାବେ ଦୁର୍ବଳ ହୋଇପଡ଼ିଛନ୍ତି । ଏଥି ସକାଶେ ଜନସାଧାରଣ ଏବଂ ଦେଶପାଇଁ ମାନସିକ ସ୍ୱାସ୍ଥ୍ୟ ଅସମାନତାର ନୈତିକ ପ୍ରଭାବକୁ ସମାଧାନ କରିବା ଲାଗି ଏକ ନିଷ୍ପକ୍ଷ ଜନସ୍ୱାସ୍ଥ୍ୟ ନୀତି ଅଣାଯିବା ଉଚିତ । ଆମକୁ ମାନସିକ ସ୍ୱାସ୍ଥ୍ୟ ଚିକିତ୍ସାରେ ଉନ୍ନତି ଆଣିବାକୁ ପଡ଼ିବ । ମାନସିକ ରୋଗଙ୍କୁ ନେଇ ଲୋକମାନଙ୍କ ମଧ୍ୟରେ ଥିବା କୁସଂସ୍କାର ଏବଂ ଭୁଲ ଧାରଣା ଯୋଗୁଁ ମାନସିକ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ । ଭେଦଭାବ କାରଣରୁ ମାନସିକ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଡା. ଦାସ କହିଛନ୍ତି । ଏଥି ପ୍ରତି ଧ୍ୟାନ ଦିଆଯିବା ଉଚିତ । ସେହିପରି କିମ୍ସ-ଭୁବନେଶ୍ୱର ମାନସିକ ରୋଗ ବିଭାଗ ସହକାରୀ ପ୍ରଫେସର ଡା. ଉଦିତ ପଣ୍ଡା କହିଛନ୍ତି, ଆମ ରାଜ୍ୟରେ ମାନସିକ ସୁସ୍ଥତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ବହୁତ କିଛି କରିପାରିବା । ମାନସିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ପ୍ରଗତିଶୀଳ ନୀତି ପରିବର୍ତ୍ତନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଗକୁ ଆସିବା ଉଚିତ୍ ବୋଲି ଡା. ପଣ୍ଡା କହିଛନ୍ତି।