ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ : OmmTv

୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା ଭୁବନେଶ୍ୱର, କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ : OmmTv

ରାଜ୍ୟ ସ୍ତରରେ ଚମ୍ପିଆନ୍ ହୋଇ ଜାତୀୟ ସ୍ତରକୁ ମନୋନୀତ : OmmTv
୧୪ ବର୍ଷରୁ କମ କବାଡି ପ୍ରତିଯୋଗୀତା
ଭୁବନେଶ୍ୱର, କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଓଡିଶା ଭୁବନେଶ୍ୱର
ରିଜନରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ୧୪ ବର୍ଷରୁ କମ୍ ମହିଳା କବାଡି
ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶାର
ପ୍ରତ୍ୟେକ କେନ୍ଦରୀୟ ବିଦ୍ୟାଳୟର ଟିମ୍ ଅଂଶଗ୍ରହଣ କରିଥିଲେ ।
ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ୨ ଟିମ୍ ଚମ୍ପିଆନ୍ ହୋଇ ସ୍ୱର୍ଣ୍ଣ
ପଦକ ଜିତିବା ସହିତ ଜାତୀୟ ସ୍ତରୀୟ ପ୍ରତିଯୋଗୀତା ପାଇଁ
ମନୋନୀତ ହୋଇଛି । ଓମ୍ ରାନୀ ପରିଡାଙ୍କ ନେତୃତ୍ୱରେ ଟିମ୍ ଖେଳି
ଆରମ୍ଭରୁ ଶେଷ ଯାଏ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା । ଏହି ଟିମ୍‌
ଆଗାମୀ ୧୫ ତାରିଖରେ ମଧ୍ୟପ୍ରଦେଶର ଗୋଆଲିଅର ଠାରେ
ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବା
ପାଇଁ ଆଜି ଭୁବନେଶ୍ୱରରୁ ଗୋଆଲିଅର ଅଭିମୁଖେ ଯାତ୍ରା
କରିଛନ୍ତି । ଏହି ୧୨ ଜଣିଆ ମହିଳା ଟିମ୍‌ରେ ଓମ୍ ରାନୀ ପରିଡା,
ଅକ୍ଷରା ଛେତ୍ରୀ, ରିତିକା ସାହୁ, ଅନ୍ୱେଶିତା ପଣ୍ଡା,ରେଶମା,
ଅଂଶିକା, ଅନନ୍ୟା, ସ୍ୱୟମ ସଂପୂର୍ଣ୍ଣା, ଆଦ୍ୟା, ସାଲିନୀ ଓ ଶ୍ୱସ୍ତିକା
ରହିଛନ୍ତି ।