ଅଷ୍ଟମ ଟୋଙ୍ଗ- ଇଲ୍‌- ମୁଁ -ଡୁ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ : OmmTv

ଓଡିଶାରୁ ୩୫ ଜଣଙ୍କ ଅଂଶଗ୍ରହଣ ଭୁବନେଶ୍ୱର – ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅଷ୍ଟମ ଜାତୀୟ ସ୍ତରୀୟ ଟୋ

ଅଷ୍ଟମ ଟୋଙ୍ଗ- ଇଲ୍‌- ମୁଁ -ଡୁ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ : OmmTv

ଅଷ୍ଟମ ଟୋଙ୍ଗ- ଇଲ୍‌- ମୁଁ -ଡୁ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ : OmmTv

ଓଡିଶାରୁ ୩୫ ଜଣଙ୍କ ଅଂଶଗ୍ରହଣ
ଭୁବନେଶ୍ୱର – ଟୋଙ୍ଗ-ଇଲ୍‌-ମୁଁ-ଡୁ ଫେଡେରେସନ୍ ପକ୍ଷରୁ ଅଷ୍ଟମ
ଜାତୀୟ ସ୍ତରୀୟ ଟୋଙ୍ଗ-ଇଲ୍‌-ମୁଁ-ଡୁ ଚମ୍ପିଆନ୍‌ସିପ୍ ଅନୁଷ୍ଠିତହେବାକୁ ଯାଉଛି । ମହାରଷ୍ଟ୍ରର ଇଷ୍ଟିମେଡ୍ ଡିଭାଇନ୍ ସ୍ପୋର୍ଟସ
କମ୍ପେ୍ଲକ୍ସ, ମିନତାଇ ଠାକେର୍ ଷ୍ଟାଡିୟମ, ହିରାଓାଡି, ପଞ୍ଚବାଟି ଓ
ନାସିକ ଷ୍ଟାଡିୟମ ଠାରେ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି
ଅନୁଷ୍ଠିତ ହେବାକୁ ଥିବା ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୩୫ ଜଣ
ପ୍ରତିଯୋଗୀ ଏବଂ ରେଫରୀ ଅଂଶଗ୍ରହଣ କରିବେ । ଆଜି
ଭୁବନେଶ୍ୱର ରେଳ ଷ୍ଟେସନ ଠାରୁ ଏହି ୩୫ ଜଣ ପ୍ରତିଯୋଗୀଙ୍କ ସହିତ
କୋଚ୍ ଆଶୁତୋଷ ବଳିୟାରସିଂ, ରଶ୍ମିରେଖା ମହାନ୍ତି, ରାଧାବହ୍ଲବ
ରାୟ ଓ ମ୍ୟାନେଜର ଲଲାଟ କୁମାର ପରିଡା ପ୍ରମୁଖ ନାସିକ୍ ଅଭିମୁଖେ
ଗ୍ରସ୍ତ କରିଛନ୍ତି । ଏହି ଅବସରରେ ଫେଡେରେସନର ସଭାପତି ରବି
ନାରାୟଣ ରାଉତରାୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଓଡିଶା ପାଇଁ
କୃତିତ୍ୱ ହାସଲ ନିମନ୍ତେ କାମନା କରିଛନ୍ତି ।