Hindu Senior Citizens Forum : Ommtv

Hindu Senior Citizens Forum

Hindu Senior Citizens Forum : Ommtv

(Hindul Rathikant Gadnaik) - On behalf of Hindu Senior Citizens Forum, a meeting was held yesterday in Ganeswar Club in Rasool Banktia under the direction of the President of Dhenkanal Senior Citizens Council, retired District Judge Mr. Durga Charan Mishra, under the chairmanship and chairmanship of President Srinivas Mishra. The meeting was attended by Vice President Prithraj Vishwala, Editor Bina Kumar Samal, Treasurer Brahmanand Pradhan, Senior Member Lalit Dhar and gave various suggestions to improve the organization of Hindu Block Civic Forum.The meeting was held under the coordination of senior member Mayadhar Pal. A total of 35 Gram Panchayats of Hindul block and hundreds of senior members of Hindul N, AC attended. Ganeshwar Club Editor Rajendra Pal and all the club staff helped in the management

(ହିନ୍ଦୋଳ ରତିକାନ୍ତ ଗଡନାୟକ)-ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଗତକାଲି ରାସୋଳ ବାଙ୍କଟିଆ ସ୍ଥିତ ଗଣେଶ୍ଵର କ୍ଲବ ପରିସରରେ ଢେଙ୍କାନାଳ ବରିଷ୍ଠ ନାଗରିକ ପରିଷଦ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ସଭାପତି ଶ୍ରୀନିବାସ ମିଶ୍ର ଙ୍କ ଆବାହକତ୍ବ ଓ ସଭାପତିତ୍ବରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଉପ ସଭାପତି ଛବିରାଜ ବିଶ୍ଵାଳ, ସମ୍ପାଦକ ବିନୟ କୁମାର ସାମଲ, କୋଷାଧ୍ୟକ୍ଷ ବ୍ରହ୍ମାନନ୍ଦ ପ୍ରଧାନ, ବରିଷ୍ଠ ସଦସ୍ୟ ଲଲିତ ଧର ଯୋଗ ଦେଇ ହିନ୍ଦୋଳ ବ୍ଲକ୍ ନାଗରିକ ମଞ୍ଚ ର ସଂଗଠନ କୁ ସୁଦୃଢ କରିବା ପାଇଁ ବିଭିନ୍ନ ପରମର୍ଶ ପ୍ରଦାନ କରିଥିଲେ। ବରିଷ୍ଠ ସଦସ୍ୟ ମାୟାଧର ପାଳ ଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା। ହିନ୍ଦୋଳ ବ୍ଲକ୍ ର ସମୁଦାୟ ୩୫ ଗୋଟି ଗ୍ରାମ ପଞ୍ଚାୟତ ଓ ହିନ୍ଦୋଳ ଏନ୍, ଏ,ସି, ମଧ୍ୟରୁ ଶତାଧିକ ବରିଷ୍ଠ ସଦସ୍ୟ ଯୋଗ ଦେଇ ଥିଲେ। ଗଣେଶ୍ଵର କ୍ଲବ୍ ସମ୍ପାଦକ ରାଜେନ୍ଦ୍ର ପାଳ ଓ କ୍ଲବ ସମସ୍ତ କର୍ମୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ। #Dhenkanal #Ommtv #OmTV #trend #NBPC #viralpage #viralreel #KalingaCineArts #viralvideoreels #trendingreels #viralreels