ସମ୍ବର୍ଦ୍ଧନା ଉତ୍ସବ : Ommtv

ସମ୍ବର୍ଦ୍ଧନା ଉତ୍ସବ

ସମ୍ବର୍ଦ୍ଧନା ଉତ୍ସବ : Ommtv

(Dhenkanal Shashikant Gadnayak) On behalf of Hindok Kalyan Organization Bhubaneswar, a promotion ceremony was held today at Hindok Mahavidyalaya Khajuriakota under Hindok Block under the coordination of the editor of the organization Iku Prabodh Kumar Pal under the chairmanship of President Retired District Judge Uma Charan Mishra.Fakir Mohan University Vice-Chancellor Prof. Kumar Das was the chief guest, Prof. Dr. Pramod Kumar Mishra was the main speaker, distinguished scientist Padmashri Aditya Kumar Das, Hindu College President Ashok Kumar Sahu Pramukh were the special guests. After this year, 17 Meredith students who have placed the highest number in Matric, 2, 3, All the staff, N, C, C, N, S, S, students of Hindho College participated in this program. Members of Hindub organization Vijay Kumar Sahu, Phillip Kumar Das, Badal Pal, Sushant Kumar Pati, Akshay Pal contributed to the main management. 

( ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ହିନ୍ଦୋଳ କଲ୍ଯାଣ ସଂଗଠନ ଭୁବନେଶ୍ବର ପକ୍ଷରୁ ଆଜି ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ସଂଗଠନ ସମ୍ପାଦକ ଇଁ ପ୍ରବୋଧ କୁମାର ପାଲ ଙ୍କ ସଂଯୋଜନାରେ ସଭାପତି ଅବସରପ୍ରାପ୍ତ ଜିଲ୍ଲା ଜଜ ଉମା ଚରଣ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଫକିର ମୋହନ ଇଉନିଭର୍ସିଟି ର ପ୍ରାକ୍ତନ କୁଳପତି ପ୍ରଫେସର କୁମର ଦାଶ, ମୁଖ୍ୟ ବକ୍ତାଭାବେ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ମିଶ୍ର, ସ୍ଵତନ୍ତ୍ର ଅତିଥି ଭାବେ ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ କୁମାର ଦାଶ, ହିନ୍ଦୋଳ କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାହୁ ପ୍ରମୂଖ ଯୋଗ ଦେଇଥିଲେ।ସଂଗଠନ ପକ୍ଷରୁ ସର୍ବ ପ୍ରଥମେ ପଦ୍ମଶ୍ରୀ ଆଦିତ୍ୟ କୁମାର ଦାଶ, ବିଶିଷ୍ଟ ପରିବେଶବିତ୍ ସମାଜସେବୀ ରତିକାନ୍ତ ଗଡନାୟକ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ସହ ଅତିଥି ମାନେ ସମ୍ବର୍ଦ୍ଧିତ କରିବା ପରେ ଚଳିତ ବର୍ଷ ମାଟ୍ରିକ୍, +2,+3 ରେ ସର୍ବୋଚ ନମ୍ବର ରଖିଥିବା ୧୭ ଜଣ ମେଧା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ କଲେଜ ସମସ୍ତ ଷ୍ଟାଫ, ଏନ୍, ସି, ସି, ଏନ୍, ଏସ୍, ଏସ୍, ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ। ହିନ୍ଦୋଳ ସଂଗଠନ ସଦସ୍ୟ ବିଜୟ କୁମାର ସାହୁ, ଦିଲ୍ଲୀପ କୁମାର ଦାସ, ବାଦଲ ପାଲ,ସୁଶାନ୍ତ କୁମାର ପତି, ଅକ୍ଷୟ ପାଲ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ। ଆର୍ଟ ଅଫ ଗିଭିଙ୍ଗ ଓ କନ୍ୟାକିରଣ..#Dhenkanal #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos