Sambad Sahityagarh :Ommtv

Sambad Sahityagarh

Sambad Sahityagarh :Ommtv

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ‘ସମ୍ବାଦ’ ମହାନଗର ଟିମ୍‌ ସହଯୋଗରେ ଶିଖରଚଣ୍ଡୀ ପାଦଦେଶରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶୈଳଶ୍ରୀବିହାର, ନୀଳାଦ୍ରିବିହାର, ପଟିଆ, ଚନ୍ଦ୍ରଶେଖରପୁର, ଦାରୁଠେଙ୍ଗ, ଅଳସୁଆ, ପଥରଗାଡ଼ିଆ, ପ୍ରଶାନ୍ତିବିହାର, କାନନବିହାର, ଡମଣା, ଈଶାନେଶ୍ବର ଓ ପଣ୍ଡାପାର୍କ ଅଞ୍ଚଳର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ, ଯୁବକ ଯୁବତୀମାନେ ସାମିଲ ହୋଇ ୨୦୦ରୁ ଅଧିକ ଚାରାରୋପଣ କରିଛନ୍ତି। ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଉତ୍ସାହିତ କରିଥିଲେ।

ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ସଭାପତି ତଥା ଉତ୍ତର ଭୁବନେଶ୍ବର ଭସାଣୀ କମିଟି ଉପଦେଷ୍ଟା ମଧୁମାଧବ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ ସାହିତ୍ୟଘର’ର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା ଯୋଗଦେଇ ଭାଷା, ସାହିତ୍ୟର ବିକାଶ ସହ ପରିବେଶ ସୁରକ୍ଷା ଦିଗରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ ‘ସମ୍ବାଦ’ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
‘ସମ୍ବାଦ’ ମୁଖ୍ୟମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସଙ୍କ ସମେତ ସାହିତ୍ୟିକ ଶରତ ନାୟକ, ମା’ ଶିଖରଚଣ୍ଡୀ ପରିଚାଳନା କମିଟି, ପ୍ରଶାନ୍ତି ବିହାର ‘ଦି କ୍ଲବ’, ସାଈଶକ୍ତି ଟ୍ରଷ୍ଟ ପଟିଆ, କଳିଙ୍ଗ ଯୁବ ସେନା, ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ଉପାଧ୍ୟକ୍ଷ କାର୍ତ୍ତିକ ସାହୁ, ଅନୁପମା ସାହୁ, ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ଓନର୍ସ ଆସୋସିଏସନ୍‌ ସାଧାରଣ ସମ୍ପାଦକ ସରୋଜକାନ୍ତ ମଲ୍ଲିକ, ଯୁଗ୍ମ ସମ୍ପାଦକ ଅଭୟ କୁମାର ନାୟକ, କାର୍ଯ୍ୟକାରୀ ସଦସ୍ୟ ରମେଶ ଚନ୍ଦ୍ର ବାରିକ, ଏଲ୍‌ପି ଟିମ୍‌ ଉପଦେଷ୍ଟା ସଦାନନ୍ଦ ଦାସ, ସଭାପତି ରମାକାନ୍ତ ସ୍ବାଇଁ, ସମ୍ପାଦକ ଅନିରୁଦ୍ଧ ଲେଙ୍କା, ପ୍ରୀତିନନ୍ଦା ଖିଲାର, ନବକିଶୋର ତ୍ରିପାଠୀ, ଡା. ସୁବାଶିଷ, ନ୍ୟୁ ଭୁବନେଶ୍ବର ପ୍ରେସ୍‌ କ୍ଲବ ସଭାପତି ସ୍ବରଜିତ୍‌ ଆର୍ଜ୍ୟ, ଉପଦେଷ୍ଠା ରଶ୍ମିତା ଖାଟୁଆ, ଆବାହକ ସୁକାନ୍ତ ରାଉତ, କଳିଙ୍ଗ ସିନେ ଆର୍ଟ୍ସ ଫାଉଣ୍ଡେସନ୍‌ ସଭାପତି ସୁଶାନ୍ତ ଦାସ, ସଭ୍ୟ ସୁମନ୍ତ ଭୋଇ, ବିନୋଦ ଭୋଇ, ଚଳଚ୍ଚିତ୍ର ନିର୍ଦ୍ଦେଶକ ରାକେଶ ସାମଲ, ‘କେୟାର ୱାଲଡ୍‌’ର ନବକିଶୋର ଚୌଧୁରୀ, ଯୁବନେତା କାଳୀଚରଣ ସିଂ, ମିଟୁ ରାଉତ ପ୍ରମୁଖ ଯୋଗଦେଇଥିଲେ।‘ସମ୍ବାଦ’ର ବରିଷ୍ଠ ସମ୍ବାଦିକ କେଶବ ପାଣି ଓ ବିଦ୍ୟାଧର ବାରିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. #Sambad #sambadsahityaghara #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos

On behalf of 'Sambad Sahityagarh', a tree planting program has been held today at Shikhar Chandi foothills with the support of 'Sambad' Mahanagar team. Many literati, intellectuals, educationists, social activists, young women and girls from Rakshribihar, Niladribihar, Patia, Chandrasekharpur, Darutheng, Alsua, Pathagadia, Prashantbihar, Kannbihar, Damna, Ishaneswar and Pandapark areas have planted more than 200 saplings.'Sambad' editor and MLA Soumyanranjan Patnaik joined as the chief guest and encouraged to take steps towards tree plantation and environment protection.
Odisha Senior Citizen Maha Sangh President and North Bhubaneswar Bhasani Committee Adviser Madhumadhav Jena presided over the program and State Coordinator of 'Sambad Sahitya Ghar' Shubhashree Lenka attended and highlighted the various programs being taken by 'Sambad Sahitya Ghar' in the field of language, literature development and environmental protection.Bhubaneswar Metropolitan Corporation (BMC) Ward No. 1 Corporation Mihir Kumar Raut appreciated such a program of 'Sambad' and thanked everyone.
'Sambad' Editor-in-Chief (News) Arvind Das including Literary Sharat Naik, Ma' Shikhar Chandi Management Committee, Prashanti Bihar 'The Club', Saishakti Trust Patia, Killing Youth Army, Odisha Parents Maha Sangh President Basudeb Bhatt, Vice President Karthik Sahu, Anupama Sahu, Chandrasekharpur District Owners Association General Editor Sarojkant Mallick, Joint Editor Abhay LP Team Adviser Sabananda Das, President Ramakant Swain, Editor Anirudh Lenka, Pretinanda Khilaar, Navkishore Tripathi, Dr. Subashish, New Bhubaneswar Press Club President Awajit Arjya, Speaker Rashmita Khatua, Host Sukant Raut, King Cine Arts Foundation President Sushant Das, Members Sumant Bhoi, Vinod Bhoi, Film Director Rakesh Samal, Care World's Navakishore Choudhury, Yuvneta Kalicharan Singh, Mithu Rau Keshav Mani, the senior correspondent of 'Sambad', Keshab pani and Bidyadha's Barik program were also present