New Branch of RBL Bank in Cuttack : Ommtv

New Branch of RBL Bank in Cuttack

New Branch of RBL Bank in Cuttack : Ommtv
କଟକରେ ଆରବିଏଲ ବ୍ୟାଙ୍କର ନୂଆ ଶାଖା
ଗ୍ରାହକଙ୍କୁ ମିଳିବ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା
ଭୁବନେଶ୍ୱର : କଟକ ଦୋଳମୁଣ୍ଡାଇରେ ଆରବିଏଲ୍ ବ୍ୟାଙ୍କର ନୂତନ ଶାଖା ଆରମ୍ଭ ହୋଇଛି । ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି । ଆରବିଏଲ୍ ବ୍ୟାଙ୍କର ପାନ୍ ଇଣ୍ଡିଆରେ ୫୨୦ଟି ଶାଖା ରହିଥିବା ବେଳେ ପୂର୍ବ ଭାରତରେ ୫୬ଟି ରହିଛି । ସେହିପରି ଏହି ଶାଖାକୁ ମିଶାଇ ଓଡ଼ିଶାରେ ଆରବିଏଲ୍ ବ୍ୟାଙ୍କର ୬ଟି ଶାଖା ରହିଛି । ପୂର୍ବରୁ ଭୁବନେଶ୍ୱରରୁ ୩ଟି, ସମ୍ବଲପୁର ଏବଂ ଯାଜପୁରରେ ୧ଟି ଲେଖାଏଁ ଶାଖା ରହିଛି । ପ୍ରଥମ ଥର ପାଇଁ କଟକରେ ଏହାର ନୂତନ ଶାଖା ଆରମ୍ଭ ହୋଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବ୍ୟାଙ୍କର ଭିପି ତଥା କ୍ଲଷ୍ଟର ମୁଖ୍ୟ ସନ୍ଦୀପ ପାଉଲ ଓ ଏସ୍‌ଭିପି ତଥା ପୂର୍ବ ଜୋର୍ନାଲ ମୁଖ୍ୟ ସୁଦୀପ ଚାଟାର୍ଜୀ ଓ ଶାଖା ପରିଚାଳକ ସମ୍ବିତ ଚୌଧୁରୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ଚାର୍ଟାଜୀ କହିଛନ୍ତି ଯେ ଓଡ଼ିଶାରେ ଆମ ବ୍ୟାଙ୍କ ଶାଖାକୁ ସମ୍ପ୍ରସାରଣ କରାଯାଇଛି । ରାଜ୍ୟର ପ୍ରତ୍ୟେକ କୋଣର ଗ୍ରାହକଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ୍ ସେବା ପହଞ୍ଚାଇବା ପାଇଁ ଆମେ ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ଓଡ଼ିଶାର ଅନ୍ୟ ସହର ଏବଂ ଗ୍ରାମରେ ନୂଆ ଶାଖା ଖୋଲିବାକୁ ଯୋଜନା ରଖାଯାଇଛି. #Ommtv #Omtv #Kalingacinearts #NBPC #BidyadharBarik #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos

New Branch of RBL Bank in Cuttack

  Quality banking services available to customers
 Bhubaneswar: A new branch of RBL Bank has started in Cuttack. MLA Sauvik Biswal attended as the chief guest and inaugurated it. RBL Bank has 520 branches in Pan India and 56 in Eastern India. Similarly, including this branch, there are 6 branches of RBL Bank in Odisha. Already there are 3 branches from Bhubaneswar, 1 each in Sambalpur and Jajpur. For the first time, its new branch has started in Cuttack. The bank's VP and cluster head Sandeep Paul and SVP and East -Zornal head Sudeep Chatterjee and branch manager Sambit Chaudhury were present in the inaugural programme. On this occasion Mr. Chartterjee said that our bank branch has been expanded in Odisha. We are committed to deliver quality banking services to customers in every corner of the state. It is planned to open new branches in other cities and villages of Odisha in the coming days.