Hindab Samandanda Sahitya Culture Parliament, the two sons-in-law of Odisha : Ommtv

Hindab Samandanda Sahitya Culture Parliament, the two sons-in-law of Odisha

Hindab Samandanda Sahitya Culture Parliament, the two sons-in-law of Odisha : Ommtv

ହିନ୍ଦୋଳ ସଦାନନ୍ଦ ସାହିତ୍ୟ ସଂସ୍କୃତି ସଂସଦ ପକ୍ଷରୁ ଓଡ଼ିଶାର ଦୁଇ ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳନ ସାତ ମାଇଲ ସ୍ଥିତ ହାଟ ପଡିଆରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଜଜ ଶ୍ରୀ ଦୂର୍ଗା ଚରଣ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ଢେଙ୍କାନାଳ ପାଇକ ମହାସଂଘ ସଭାପତି ରାଜୀବ ଲୋଚନ ସିଂହଦେଓ, ମୁଖ୍ୟ ବକ୍ତାଭାବେ ଡଃ ଚୈତନ ସାହୁ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ କଲ୍ଚରାଲ୍ ଆସୋସିଏସନ୍ ସଭ୍ଯ ତଥା ଅବସରପ୍ରାପ୍ତ ଓ, ଏ,ଏସ୍ ଅଧିକାରୀ ସଦାନନ୍ଦ ସେଠୀ, ଅନଗୁଳ ପାଇକ ମହାସଂଘ ସଭାପତି ରଞ୍ଜନ ବିଶୋୟୀ, ନୂଆବଗ ସରପଞ୍ଚ ମାନସ ଦେହୁରୀ ପ୍ରମୂଖ ଯୋଗ ଦେଇ ଦୁଇ ମହାପୁରୁଷଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ। ଏହି ସାଂସ୍କୃତିକ ରେ ପାଇକ ଆଖଡା ଓ ସଙ୍କୀର୍ତ୍ତନ ମଣ୍ଡଳୀ କଳାକାର ମାନେ କଳା ପ୍ରଦର୍ଶନ କରିଥିଲେ। କଳାକାର ମାନଙ୍କ ସମାବେଶ ସହ ବନ୍ଧୁ ମିଳନ ହୋଇଥିଲା। ହିନ୍ଦୋଳ ର ବିଶିଷ୍ଟ ସମାଜସେବୀ ତ୍ରିନାଥ ବେହେରା, ହିନ୍ଦୋଳ ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ରିନା ବେହେରା ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଂସଦ୍ ସଭାପତି ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ କର୍ମକର୍ତ୍ତା ହାପି ଗଡନାୟକ ଧନ୍ୟବାଦ ଅର୍ପଣ ଅର୍ପଣ କରିଥିଲେ।

Join New Bhubaneswar Press Club : 9439177630                                                     

Actress Wanted to Kalinga Cine Arts New Music Album : Contact - 8908070117

On behalf of the Hindab Samandanda Sahitya Culture Parliament, the two sons-in-law of Odisha, Netaji Subhash Chandra Bose and Veer Surendra Sai, have been raised in a grand ceremony at the Hat Mall at Seven Mile. Retired District Judge Shri Durga Charan Mishra joined as the chief guest and lit the lamp and formally inaugurated the event. Dhenkanal Paik Maha Sangha President Rajeev Lochan Singhdeo as Special Guest, Dr. Chetan Sahu as Keynote Speaker, Dhenkanal Cultural Association Civil and Retired OAS Officer Sadanan as Guest of Honour.