RASHTRIYA EKTA DIWAS CELEBRATED AT ECoR HQs: Ommtv

East Coast Railway Shri Sharad Kumar Srivastava administered oath to the Officers and employees of ECoR to dedicate themselves towards preserving the Unity, Integrity & Security of the Nation and act on the vision & actions of Sardar Vallabhbhai Patel on Rashtriya

RASHTRIYA EKTA DIWAS CELEBRATED AT ECoR HQs: Ommtv

RASHTRIYA EKTA DIWAS CELEBRATED AT ECoR HQs: Ommtv


            General Manager(I/C), East Coast Railway Shri Sharad Kumar Srivastava administered oath to the Officers and employees of ECoR to dedicate themselves towards preserving the Unity, Integrity & Security of the Nation and act on the vision & actions of Sardar Vallabhbhai Patel on Rashtriya Ekta Diwas. Later Shri Srivastava flagged off the Bike Rally for Run for Unity; where a large number of Railway Employees participated. All the Principal Heads of Departments of ECoR including Principal Chief Personnel Officer Shri Tushar Kanti Mandal participated in the Ekta Diwas. Chief Personnel Officer (Admin) Shri L.V.S.S Patrudu, co-ordinated the programme.

ପୂର୍ବତଟ ରେଳପଥ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ : Ommtv 

ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଆଜି ରେଳ ସଦନ ଠାରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଜାତିର ଏକତା, ଅଖଣ୍ଡତା ଏବଂ ସୁରକ୍ଷା ରକ୍ଷା ପାଇଁ ଉତ୍ସର୍ଗୀକୃତ ହେବା ଏବଂ ରାଷ୍ଟ୍ରିୟ ଏକତା ଦିବସରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦର୍ଶନ ଏବଂ କର୍ମ ଉପରେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରାଇଛନ୍ତି |  ଏହା ପରେ ଶ୍ରୀ ଶ୍ରୀବାସ୍ତବ ରେଳପଥର କର୍ମଚାରୀ ଓ ଅଧିକାରୀ ମାନଙ୍କ ଦ୍ୱାରା ଆୟୋଜିତ ମଟର ସାଇକେଲ ରାଲି "ରନ୍ ଫର୍ ୟୁନିଟି" କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ | ଏକତା ଦିବସ ସମାରୋହରେ ପ୍ରମୁଖ କାର୍ମିକ ଅଧିକାରୀ ଶ୍ରୀ ତୁଷାର କାନ୍ତୀ ମଣ୍ଡଳଙ୍କ ସହିତ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀମାନେ ଏବଂ ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ | ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ (ପ୍ରଶାସନ) ଶ୍ରୀ ଏଲଭିଏସଏସ ପାତୃଡୁ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ |