Hindol Senior Citizens Forum :Ommtv

Senior Citizens

Hindol Senior Citizens Forum :Ommtv
Hindol Senior Citizens Forum :Ommtv
OMM TV (ଢେଙ୍କାନାଳରୁ ଶଶିକାନ୍ତ ଗଡନାୟକ): ଆଜି ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରାସୋଳ ଥାନା ଅନ୍ତର୍ଗତ ବାବନ୍ଧ ଠାରେ ଜୋନ୍ ସ୍ତରୀୟ ବୈଠକ ସଭାପତି ଶ୍ରୀନିବାସୀ ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମଞ୍ଚ ବରିଷ୍ଠ ଉପଦେଷ୍ଟା ଡଃ ଚୈତନ ସାହୁ, ସଂଗଠନ କାର୍ଯ୍ୟକାରି ସଭାପତି ଛବିରାଜ ବିଶ୍ଵାଳ, ସମ୍ପାଦକ ବ୍ରହ୍ମାନନ୍ଦ ପ୍ରଧାନ, ବରିଷ୍ଠ ସଂଗଠକ ତୁଷାରକାନ୍ତ ମିଶ୍ର, ମଞ୍ଚ ସଂଯୋଜକ ସମାଜସେବୀ ରତିକାନ୍ତ ଗଡନାୟକ, ବରିଷ୍ଠ ନାଗରିକ ରୋହିତ କୁମାର କରଣ ପ୍ରମୂଖ ଯୋଗ ଦେଇ ସାଙ୍ଗଠନିକ ସ୍ଥିତି କୁ ସୁଦୃଢ କରିବା ପାଇଁ ବିଭିନ୍ନ ମୂଲ୍ୟବାନ ମତାମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଞ୍ଚଳ ମଧ୍ୟରୁ ବହୁ ବରିଷ୍ଠ ନାଗରିକ ଯୋଗ ଦେଇ ମଞ୍ଚର ବିଭିନ୍ନ କାର୍ଯ୍ୟକ୍ରମ କୁ ପ୍ରସଂସା କରିବା ସହ ସଂଗଠନ କୁ ସୁଦୃଢ କରିବା ପାଇଁ ଦୃଢ଼ ସମର୍ଥନ ଜଣାଇଥିଲେ। ବରିଷ୍ଠ କର୍ମକର୍ତ୍ତା ବିନୟ କୁମାର ସାମଲ ସଭା ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା କାଲି ହାତୁରା ଜୋନ୍ ବୈଠକ ଶିବ ମନ୍ଦିର ପରିସରରେ ଅନୁସ୍ଠିତ ହେବାକୁ ସଭାପତି ସୂଚନା ଦେଇଥିଲେ।#Dhenkanal #baristhanagarika #OmmTv #OmTV #KalingaCineArts #odisha #India

OMM TV (Shashikant Gadanayak from Dhenkanal): Today Hindol Senior Citizens Forum held a zone level meeting at Babandha under Rasol Police Station under the chairmanship of President Srinivasi Mishra, Senior Advisor Dr. Chaitan Sahu, Organization Executive President Chabiraj Biswal, Editor Brahmananda Pradhan, Senior Organizer Tusharkant Mishra President Rohit Kumar Karan attended and gave various valuable opinions to strengthen the organizational situation. Many senior citizens from the region participated in the programme and appreciated various programs of the stage and expressed their strong support for strengthening the organisation. Senior worker Vinay Kumar Samal organized the meeting and thanked him. President informed that tomorrow Hatura zone meeting will be held in the premises of Shiva temple. #Dhenkanal #baristanagarika #OmmTv #OmTV #KalingaCineArts #odisha #India