Inovaare inaugural ceremony : Ommtv

ଆମେରିକାର କାର୍ଲିଫନିଆରେ ଥିବା ସ୍ୱାସ୍ଥ୍ୟସେବା କ୍ଷେତ୍‌୍ରରେ ଏକ ଅଗ୍ରଣୀ ଉତ୍ପାଦ ବିକାଶ କମ୍ପାନୀ ଇନୋଭୋଏର କର୍ପୋରେସନ୍

Inovaare inaugural ceremony : Ommtv

ଇନୋଭେର୍ ଓଡିଶାର ଭୁବନେଶ୍ୱରରେ ଏହାର ମୁଖ୍ୟାଳୟର ଶୁଭାରମ୍ଭ ଷଘାଷଣା : Ommtv

ଭୁବନେଶ୍ୱର: ଆମେରିକାର କାର୍ଲିଫନିଆରେ ଥିବା ସ୍ୱାସ୍ଥ୍ୟସେବା କ୍ଷେତ୍‌୍ରରେ ଏକ ଅଗ୍ରଣୀ ଉତ୍ପାଦ ବିକାଶ କମ୍ପାନୀ ଇନୋଭୋଏର
କର୍ପୋରେସନ୍ ଏହାର ଭାରତ ମୁଖ୍ୟାଳୟକୁ ଭୁବନେଶ୍ୱରସ୍ଥ ଡିଏଲ୍‌ଏଫ୍ ସାଇବର୍ ସିଟିରେ ଆରମ୍ଭ କରିଛି । ଶ୍ରୀ ପ୍ରଭାତ ରାଉତ, ଲକ୍ଷ୍ମୀ
ନରସିଂହ ଏବଂ ମୋହର ମନୋହର ମିଶ୍ର ଏହି କମ୍ପାନୀର ସହ-ପ୍ରତିଷ୍ଠାତା ଅଟନ୍ତି ୨୦୦୯ରୁ କାର୍ଯ୍ୟାରମ୍ଭ କରି ନିଜର ସ୍ଥିତିକୁ ମଜବୁତ
କରିଥିବା ଏହି କମ୍ପାନୀ ଭୁବନେଶ୍ୱରରେ କିଛି ବର୍ଷ ମଧ୍ୟରେ ପ୍ରାୟ ୧୦୦୦ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ କମ୍ପାନୀ ଲକ୍ଷ୍ୟ ରଖିଛି ।
ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ମାନ୍ôୟବର ଇଲେକ୍ଟ୍ରୋନିକସ୍ ଏବଂ ଆଇଟି, କ୍ରୀଡା ଏବଂ ଯୁବ ସେବା ମବୀ ତୁଷାରକାନ୍ତି ବେହେରା,
ମୁଖ୍ୟ ଅତିଥି ଭାବରେ ଏବଂ ସ୧ାନିତ ଅତିଥି ଓଡିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ସଚିବ, ଆଇଆରଟିଏସ୍ ଅଧ୍ୟକ୍ଷ
ପ୍ରଶାସନିକ, ଓକାକ୍ ମନୋଜ କୁମାର ମିଶ୍ର ଯୋଗ ଦେଇଥେô ଲ । ଏହି ଅବସରରେ ଭାରତର ସଫ୍ଟେୱାର ଟେକ୍ନଲୋଜୀ ପାର୍କ,
ଭୁବନେଶ୍ୱରର ନିର୍ଦ୍ଦେଶକ ମାନସ ରଂଜନ ପଣ୍ଡା ଯୋଗ ଦେଇଥିଲେ ।
ଇନୋଭଏରର ସିଇଓ ପ୍ରଭାତ ରାଉତ କହିଛନ୍ତି, ଭୁବନେଶ୍ୱରରେ ଆମର ଭାରତ ମୁଖ୍ୟାଳୟ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ ।
ସହରଟି ଅତ୍ୟନ୍ତ ବିକଶିତ ହୋଇଛି ଏବଂ ବାସ୍ତବରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରଦାନ କରୁଛି । ଆମେ ଲୋକଙ୍କୁ ସର୍ବୋତମ ସୁବିଧା
ଯୋଗାଇବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ଏବଂ ମୁଁ ନି୧⁄୨ିତ ଯେ ଭୁବନେଶ୍ୱରର ଆମର ସୁବିଧା ଆମ କର୍ମଚାରୀଙ୍କ ପାଇଁ ଏକ ଆଦର୍ଶ
ପରିବେଶ ହେବ ।