KIIT Conferred Rashtriya Khel Protsahan Puruskar 2022 The award was received by Founder of KIIT & KISS Dr Achyuta Samanta from Hon’ble President Draupadi Murmu : Ommtv
Kalinga Institute of Industrial Technology (KIIT) on Wednesday was conferred the Rashtriya Khel Protsahan Puruskar 2022. The award was given away by President Draupadi Murmu to the Founder of KIIT and KISS Dr Achyuta Samanta. Expressing his gratitude t
KIIT Conferred Rashtriya Khel Protsahan Puruskar 2022
The award was received by Founder of KIIT & KISS Dr Achyuta Samanta from Hon’ble President Draupadi Murmu : Ommtv
Bhubaneswar, Nov 30: Kalinga Institute of Industrial Technology (KIIT) on Wednesday was conferred the Rashtriya Khel Protsahan Puruskar 2022. The award was given away by President Draupadi Murmu to the Founder of KIIT and KISS Dr Achyuta Samanta.Expressing his gratitude to the President and Govt of India for bestowing KIIT with the honour, Dr Samanta said the award has been given in recognition of KIIT’s sustained focus towards the development of sports since its inception.“Along with education, we have strengthened sports and sports-related infrastructure. The encouragement and support of Odisha Chief Minister Naveen Patnaik towards sports have also inspired KIIT to develop and take sports to the next level in Odisha,” said Dr Samanta in his comments, adding the moment is a matter of pride and joy for KIIT. He also dedicated the award to all students and staff members of KIIT.KIIT has been at the forefront of the promotion of sports for over 20 years. It has established a distinct identity for itself across the globe due to its state-of-the-art sports infrastructure and for grooming Olympians. The University has sponsored the education and training of hundreds of sportspersons over the years. KIIT has produced many elite athletes including Olympians such as Dutee Chand (Arjuna Awardee), Olympian CA Bhavani Devi (Arjuna Awardee), Olympian Shivpal Singh, Olympian Amit Rohidas (Arjuna Awardee).The entire KIIT family welcomed the award presentation by the Ministry of Youth Affairs and Sports with joy and celebration.
ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨, କିଟ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି : Ommtv
ଭୁବନେଶ୍ୱର,୩୦ ।୧୧: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା କର୍ପୋରେଟ୍, ବିଭିନ୍ନ ସ୍ପୋର୍ଟସ କଣ୍ଟ୍ରୋଲ୍ ବୋର୍ଡ, ଏନ୍ଜିଓଙ୍କ ସମେତ ରାଜ୍ୟ ଓ ଜାତୀୟସ୍ତରରେ ଥିବା କ୍ରୀଡ଼ା ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଖୁସି ବ୍ୟକ୍ତ କରିବା ସହ ଅତୀତର ସ୍ମୃତିଚାରଣ କରି ଶ୍ରୀ ସାମନ୍ତ କହିଲେ କିଟ୍ ଆରମ୍ଭ ହେବା ଦିନଠାରୁ କ୍ରୀଡ଼ା ପ୍ରତି ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଆଜିର ଏହି ଜାତୀୟସ୍ତରର ପୁରସ୍କାର ମିଳିଛି । ଶିକ୍ଷା ସହ କ୍ରୀଡ଼ା, କ୍ରୀଡ଼ାବିତ୍ ଓ କ୍ରୀଡ଼ା ଭିତ୍ତିଭୂମିକୁ ଆମେ ସୁଦୃଢ଼ କରିଆସୁଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବା ଫଳରେ କିଟ୍ ମଧ୍ୟ ଏଥିରେ ଉତ୍ସାହିତ ହୋଇ କ୍ରୀଡ଼ାକୁ ଆହୁରି ଆଗେଇ ନେବା ପାଇଁ ଚେଷ୍ଟା କରୁଛି । ଏହି ପୁରସ୍କାର କିଟ୍ ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଏହି ପୁରସ୍କାରକୁ ସେ କିଟ୍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗ କରିଛନ୍ତି । ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍ କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିଆସୁଛି । ଫଳରେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ଶିବପାଲ ସିଂହ, ଅମିତ ରୋହିଦାସ ଓ ଅଶି ଚାଳକ ଭବାନୀ ଦେବୀଙ୍କ ଭଳି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ସୃଷ୍ଟି ହୋଇପାରିଛନ୍ତି । ଅତ୍ୟାଧୁନିକ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ଅଲିମ୍ପିଆନ୍ ସୃଷ୍ଟି କରି କିଟ୍ ସମଗ୍ର ବିଶ୍ୱରେ ନାଁ କମେଇ ପାରିଛି । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କିଟ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଥିବାରୁ କିଟ୍ର ସମସ୍ତ ଛାତ୍ରଛାତ୍ରୀ, ଖେଳାଳି ଓ କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି ।