Regional Audition for KIIT Nanhipari Little Miss India at Bhubaneswar : Ommtv

The regional auditions for the much-awaited KIIT Nanhipari Little Miss India Competition to be held at Bhubaneswar on 3rd December 2022 at its campus 7 premises. "Nanhipari" is a National level talent haunts competition amongst young girls between the age group of 15-17 years.

Regional Audition for KIIT Nanhipari Little Miss India at Bhubaneswar : Ommtv

Regional Audition for KIIT Nanhipari Little Miss India at Bhubaneswar : Ommtv

 

The regional auditions for the much-awaited KIIT Nanhipari Little Miss India Competition to be held at Bhubaneswar on 3rd December 2022 at its campus 7 premises. "Nanhipari" is a National level talent haunts competition amongst young girls between the age group of 15-17 years. It made a humble beginning in 2001 at Kendujhar, Odisha. Since then, the event has progressively taken rapid strides and has now become a national event of repute. Patronized by social activist and educationist, Prof. Achyuta Samanta, Founder, KIIT & KISS the event transformed into a national event in 2004. The entire management of the event was passed on to KIIT Group of Institutions and KIIT University in 2015. The goal, as set by the organizers, is to maintain the distinctness of this competition in the forthcoming years. We also aim at promoting this competition to such heights that the reigning “Nanhi Pari” can find herself on a pedestal to approach global fame and recognition, preparing her for the next frontier of Miss India, Miss World, or similar recognitions, pinning India as a prominent face on the world map. A host of attractive prizes have been introduced in the 20th edition of the competition this year as well. The Prize Money for the winner is Rs. 21 lakh - Rs. 3 lakh cash prize and 100% academic fee waiver subject to a maximum of Rs. 18 lakh for studying in any discipline in KIIT Deemed to be University. The 1st Runners Up would win Rs.10 lakh – Rs. 1 lakh cash prize and a maximum of Rs. 9 lakh for studying any discipline in KIIT Deemed to be University. Similarly, the 2nd Runners Up would get Rs. 9.5 lakh – Rs. 50,000/- Cash Prize and a maximum of Rs. 9 lakh for studying any discipline in KIIT Deemed to be University. There are various categories for the participants such as Miss Rapunzel - girl with the most beautiful hair, Miss Photogenic - girl with the best pose in the photoshoot round, Miss Selfie  - Maximum likes on Facebook page; Miss Fashion girl with the best costume in both rounds;  Miss Whizkid girl with highest marks in quiz round; Miss Cinderella having a graceful walk & pose and a positive attitude; Miss Urvasi with Best Talent, Miss Personality girl with sharp intelligence, confidence and communication skills; Miss Monalisa most beautiful girl with a most beautiful smile and Miss Active the most active girl in sports round. The Founder of KIIT & KISS and Chief patron of Dr Achyuta Samanta, has extended his best wishes to KIIT Nanhpari participants.  The GRAND FINALE will be held on December 29 at Bhubaneswar to crown the LITTLE MISS INDIA 2022.

୩ରେ କିଟ୍ ନହ୍ନିପରୀ ଆଞ୍ଚଳିକ ଅଡିସନ : Ommtv
ଭୁବନେଶ୍ୱର, ୧ ।୧୨: କିଟ୍ ନହ୍ନିପରୀ ଲିଟିଲ୍ ମିସ୍ ଇଣ୍ଡିଆର ବିଂଶତମ ସଂସ୍କରଣ ପାଇଁ ଆଞ୍ଚଳିକ ଅଡିସନ୍ ଡିସେମ୍ବର ୩ ତାରିଖରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ । କରୋନା ଯୋଗୁଁ ଦୁଇବର୍ଷ ଧରି ବନ୍ଦ ଥିବା ଏହି ପ୍ରତିଯୋଗିତା ପୁନର୍ବାର ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରତିେଯୋଗୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିବାକୁ ମିଳିଛି । କିଟ୍ କ୍ୟାମ୍ପସ୍‍ ୭ରେ ଅନୁଷ୍ଠିତ ହେବାକୁ ଥିବା ଏହି ଅଡ଼ିସନ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିବା ନିମନ୍ତେ ପଞ୍ଜୀକରଣ କରିଛନ୍ତି । ୧୫ ରୁ ୧୭ବର୍ଷ ବୟସର ବାଳିକାମାନେ ଏହି ଅଡିସନ୍‌ରେ ଅଂଶଗ୍ରହଣ କରିବେ ।
ସୂଚନାଯୋଗ୍ୟ, କିଟ୍ ନହ୍ନିପରୀ ବିଜେତାମାନଙ୍କ ପାଇଁ ମୋଟ ୪୧ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଛି । ନହ୍ନିପରୀ ଟାଇଟଲ୍‍ ବିଜେତାଙ୍କୁ ନଗଦ ୩ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ଆକାରରେ ପ୍ରଦାନ କରାଯିବାକୁ ଥିବା ବେଳେ ସେ କିଟ୍‌ରେ ପାଠ ପଢ଼ିଲେ ତାଙ୍କର ଶହେ ପ୍ରତିଶତ ଫି’ ଛାଡ଼ ଅର୍ଥାତ୍ ସର୍ବାଧିକ ୧୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ଛାଡ଼ ହେବ । ପ୍ରଥମ ରନର୍ସ ଅପ୍‌ଙ୍କୁ ନଗଦ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବା ସହ ଏବଂ ସେ କିଟ୍‌ରେ ପାଠ ପଢିଲେ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି’ ଛାଡ଼ କରାଯିବ । ଦ୍ୱିତୀୟ ରନର୍ସ ଅପ୍ ପାଇଁ ୫୦ ହଜାର ଟଙ୍କା ନଗଦ ଅର୍ଥରାଶି ସହ ସର୍ବାଧିକ ୯ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ପୁରସ୍କାର ପ୍ରଦାନ କରାଯିବ ।
ସେହିପରି ପ୍ରତିଯୋଗିତାର ମିସ୍ ରାପୁଞ୍ଜେଲ୍‌, ମିସ୍ ଫଟୋଜେନିକ୍‌, ମିସ୍ ସେଲ୍‌ଫି (ଫେସ୍‌ବୁକ୍‌ରେ ସର୍ବାଧିକ ଲାଇକ୍‌), ମିସ୍ ଫେସନ୍ ଗାର୍ଲ, ମିସ୍ ୱିଜ୍‌କିଡ଼୍‌, ମିସ୍ ସିଣ୍ଡ୍ରେଲା, ମିସ୍ ଉର୍ବଶୀ, ମିସ୍ କ୍ୟାଟ୍‌ୱାକ୍‌, ମିସ୍ ମୋନାଲିସା ଏବଂ ମିସ୍ ଆକ୍‌ଟିଭ୍ ଆଦି ବର୍ଗରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିଥିବା ପ୍ରତିଯୋଗୀଙ୍କ ପାଇଁ ମଧ୍ୟ ଅର୍ଥିକ ପୁରସ୍କାର ବ୍ୟବସ୍ଥା ରହିଛି । ୨୦୦୧ ମସିହାରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କିଟ୍ ନହ୍ନିପରୀ ପ୍ରତିଯୋଗିତା ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପୃଷ୍ଠପୋଷକତା ଓ ପରାମର୍ଶ କ୍ରମେ ଏବେ ସମଗ୍ର ଦେଶରେ ବେଶ୍ ପ୍ରସିଦ୍ଧି ଲାଭ କରିଛି ।