କଲେଇତୁମ୍ବାରେ ହାତୀ ଭାଙ୍ଗିଲା ଘର:Ommtv Kalingavikas

କଲେଇତୁମ୍ବାରେ ହାତୀ ଭାଙ୍ଗିଲା ଘର:Ommtv Kalingavikas

କଲେଇତୁମ୍ବାରେ ହାତୀ ଭାଙ୍ଗିଲା ଘର:Ommtv Kalingavikas

କଲେଇତୁମ୍ବାରେ ହାତୀ ଭାଙ୍ଗିଲା ଘର:Ommtv Kalingavikas

ଯଶିପୁର ବ୍ଲକ ଅନ୍ତର୍ଗତ ଏକତାଳୀ ପଂଚାୟତ ଅଧିନରେ ଥିବା କଲେଇତୁମ୍ବା ଗାଁର ବାଳେଡିହି ସାହିର ସୁରେନ୍ଦ୍ରନାଥ ଟୁଡୁଙ୍କ ଘର ଭାଙ୍ଗି ଦେଇଛି ହାତୀ। ଗତକାଲି ଜଙ୍ଗଲରେ ବୁଲୁଥିବା ହାତୀ ଆସି ଘରର କାନ୍ଥ ଭାଙ୍ଗି ଧାନ ଖାଇବାକୁ ଚେଷ୍ଟା କରୁଥିଲା।କ୍ଷୟକ୍ଷତି ହୋଇଥିବା ପରିବାରକୁ ସରକାରଙ୍କ ତରଫରୁ ଅନୁକମ୍ପା ରାଶି ପ୍ରଦାନ କରାଯାଉ ବୋଲି ସ୍ଥାନୀୟ ସରପଞ୍ଚ ସୁରାୟ ମାଝୀ ଓ ସମିତିସଭ୍ୟ ରମେଶ ଚନ୍ଦ୍ର ନାଏକ ସ୍ଥିତି ନିରୀକ୍ଷଣ କରି ଦାବି କରିଛନ୍ତି। ଜଙ୍ଗଲ ବିଭାଗ ମଧ୍ୟ ଏହା କ୍ଷୟକ୍ଷତି ଆକଳନ କରି ଅନୁକମ୍ପା ରାଶି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି।

ମୟୂରଭଞ୍ଜ ଯଶିପୁରରୁ ନୀହାର ରଂଜନ ମହାନ୍ତଙ୍କ ରିପୋର୍ଟ ଓମ୍‌ଟିଭି/କଳିଙ୍ଗ ବିକାଶ ନ୍ୟୁଜ୍‌