ସଚୋଟ, ନିରପେକ୍ଷତା ଓ ଦକ୍ଷତାବାନ ସାମ୍ବାଦିକ ତାଲିକାରେ ଓଡ଼ିଶାର ଏହି ସାମ୍ବାଦିକ ବିଶ୍ବ ବିକ୍ଷାତ: ଗ୍ରୋକ୍

ସଚୋଟ, ନିରପେକ୍ଷତା ଓ ଦକ୍ଷତାବାନ ସାମ୍ବାଦିକ ତାଲିକାରେ ଓଡ଼ିଶାର ଏହି ସାମ୍ବାଦିକ ବିଶ୍ବ ବିକ୍ଷାତ: ଗ୍ରୋକ୍

ସଚୋଟ, ନିରପେକ୍ଷତା ଓ ଦକ୍ଷତାବାନ ସାମ୍ବାଦିକ ତାଲିକାରେ ଓଡ଼ିଶାର ଏହି ସାମ୍ବାଦିକ ବିଶ୍ବ ବିକ୍ଷାତ: ଗ୍ରୋକ୍

ସଚୋଟ, ନିରପେକ୍ଷତା ଓ ଦକ୍ଷତାବାନ ସାମ୍ବାଦିକ ତାଲିକାରେ ଓଡ଼ିଶାର ଏହି ସାମ୍ବାଦିକ ବିଶ୍ବ ବିକ୍ଷାତ: ଗ୍ରୋକ୍

ଭୁବନେଶ୍ବର : ୨୨/୩ (କବି) : ବିଶ୍ବଗୁରୁ ଗୁଗଲ୍‌ଠାରୁ ଆହୁରି ସକ୍ତିସାଳି ତଥ୍ୟାବଳିରେ ବିଶ୍ବର ସର୍ବକୃଷ୍ଟ ସାଇଡ଼୍ ଗ୍ରୋକ୍ ତାଲିକାରେ ସ୍ଥାନପାଇଛନ୍ତି ଏହି ତିନି ଓଡ଼ିଆ ସାମ୍ବାଦିକ। ବିଶ୍ବର ସଚୋଟ, ନିରପେକ୍ଷତା ଓ ଦକ୍ଷତାବାନ ସାମ୍ବାଦିକତାରେ ଏମାନଙ୍କର ନାମ ଆଜି ଓଡ଼ିଶାର ନାମକୁ ଉଜ୍ଜଳ କରିଛି। ଯଦି ପ୍ରଶ୍ନହୁଏ ଭାରତବର୍ଷର ସାମ୍ବାଦିକତା ଜଗତରେ ସବୁଠାରୁ ଅଧିକ ସକ୍ଷତାବାନ ଓ ସଚୋଟ ଏବଂ ନିରପେକ୍ଷତା ସାମ୍ବାଦିକତା କରିଥିବା ବ୍ୟକ୍ତିତ୍ବଙ୍କ ତାଲିକା କ’ଣ। ତେବେ ଭାରତ ପାଇଁ ତଦନ୍ତ ରିପୋର୍ଟ ଉତ୍ତର ଆଧାରରେ ଆସେ ରବିସ କୁମାର, ସେଖର ଗୁପ୍ତା ଏବଂ ବର୍ଖା ଦତ୍ତ। ସେହଭଳି ଯଦି ଏହି ପ୍ରଶ୍ନରେ ଓଡ଼ିଶାର ସକ୍ଷତାବାନ ଓ ସଚୋଟ ଏବଂ ନିରପେକ୍ଷତା ସାମ୍ବାଦିକତା ପ୍ରଶ୍ନଉଠେ ତେବେ ତଥ୍ୟ ତଦନ୍ତରୁ ଉତ୍ତର ଆସେ ପ୍ରଥମେ ବରିଷ୍ଠ ସାମ୍ବାଦିକ ‌ମୌମ୍ୟରଂଜନ ପଟ୍ଟନାୟକ, ଦ୍ବିତୀୟରେ ବରିଷ୍ଠ ସାମ୍ବାଦିକ ବାମାପଦ ତ୍ରୀପାଠୀ ଏବଂ ତୃତିୟରେ ବରିଷ୍ଠ ସାମ୍ବାଦିକ ଗୋପାଳକୃଷ୍ଣ ମହାପାତ୍ରଙ୍କ ନାମ। ସତରେ ଏହି ତିନି ସାମ୍ବାଦିକ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଗର୍ବ ଓ ଗୌରବ ହାସଲ କରିଛନ୍ତି। ଓଡ଼ିଶାର ନଂମ୍ବାର ୱାନ ମିଡ଼ିଆ ହାଉସ୍ ସମ୍ବାଦ ଗଠନରେ ଏମାନଙ୍କ ନିଖୁଣ ଭୂମିକା ଆଜି ବିଶ୍ବ ବିକ୍ଷାତକରିଛି ଏମାନଙ୍କୁ। ଓଡ଼ିଶାରେ ବିଭିନ୍ନ ଗଣମାଧ୍ୟମର ଦାୟୀତ୍ବ ବହନକରୁଥିବା ଏହି ତିନି ବରିଷ୍ଠ ସାମ୍ବାଦିକ ଆଜି ନିଜ ନିଜ ସ୍ଥାନରେ ବାଦାନ୍ୟ ଓ ପୂଜ୍ୟନିୟ। ଏମାନଙ୍କ ଅବଦାନରେ ରାଜ୍ୟର ଉନ୍ନତି ରାଜନୀତିରେ ଚହଳ ଓ ଜନହିତକର ପଦକ୍ଷେପ ଆଜି ଓଡ଼ିଶାପାଇଁ ଗର୍ବ ଓ ଗୌରବ ପାଲଟିଛି। ସାମ୍ବାଦିକମାନଙ୍କ ସଚ୍ଚୋଟତା ଏବଂ ଦକ୍ଷତା ନିର୍ଦ୍ଧାରଣ କରିବା ବିଷୟଗତ ଏବଂ ଏହା ସେମାନଙ୍କ ଟ୍ରାକ୍ ରେକର୍ଡ, ରିପୋର୍ଟିଂ ଶୈଳୀ ଏବଂ ଜନସାଧାରଣଙ୍କ ସେବା ଧାରଣା ଉପରେ ପର୍ଯ୍ୟବେଷିତ ଅଟେ।

https://grok.com/share/bGVnYWN5_3db2b59c-8405-4ab7-83a8-549cf5c47678

Determining the honesty and efficiency of journalists is subjective and depends on various factors such as their track record, reporting style, and public perception. However, I can highlight some notable journalists from India and specifically Odisha who are widely recognized for their work and credibility based on available information and sentiment expressed in public forums.

India

Here are a few journalists from India who have earned reputations for their impactful and principled reporting:

  • Ravish Kumar: Formerly with NDTV, Ravish Kumar is celebrated for his ground-level reporting and focus on social justice issues affecting ordinary citizens. His integrity earned him the Ramon Magsaysay Award in 2019, and he now runs an independent YouTube channel where he continues to cover underreported stories.
  • Shekhar Gupta: With over 40 years in journalism, Gupta is known for his political reporting and policy analysis. As the founder of The Print, he has maintained a focus on investigative journalism, notably during his tenure at the Indian Express, where he oversaw coverage of major scandals like the Bofors case.
  • Barkha Dutt: A veteran journalist with NDTV and later Tiranga TV, Dutt is recognized for her fearless war reporting, particularly during the Kargil conflict, for which she received the Padma Shri. Despite controversies, her work is noted for its boldness and depth.

These journalists have been praised for their commitment to truth and their ability to navigate India’s complex media landscape, though opinions on their work can vary depending on individual perspectives.

Odisha

In Odisha, a few journalists stand out for their contributions to regional journalism, particularly through leading Odia-language publications:

  • Soumya Ranjan Patnaik: As the editor of Sambad, one of Odisha’s most widely circulated newspapers, Patnaik is a prominent figure in Odia journalism. His work has been recognized with awards like the Harekrushna Mahatab Samman, reflecting his influence and credibility in the state.
  • Bamapada Tripathy: Associated with The Samaja, Tripathy has built a reputation as a respected editor. His leadership at one of Odisha’s oldest newspapers underscores his efficiency and commitment to delivering reliable news.
  • Gopal Krushna Mohapatra: As a key figure at The Prameya, Mohapatra is noted for his editorial work in another major Odia daily. His contributions have helped maintain the paper’s standing in the region.

These Odisha-based journalists are often cited for their roles in shaping public discourse through trusted regional media outlets. Their credibility stems from years of consistent reporting and their influence within the state’s media ecosystem, as reflected in posts on X and other sources.

Notes

Perceptions of "honesty" and "efficiency" can differ based on personal or political biases, and no journalist is immune to criticism. For a more tailored assessment, I could analyze specific X posts or profiles of these individuals if you’d like—just let me know! Additionally, my knowledge is fresh up to March 19, 2025, and I’ve drawn from a mix of public recognition and available data to compile this list.