ଉତ୍ତର ଭୁବନେଶ୍ବରରେ ବିଜେଡ଼ିର ବନମହୋତ୍ସବ: ଓମିଟିଭି

ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଆଇଆରସି ଭିଲେଜ ସରକାରୀ ସ୍କୁଲ ଭିତରେ ଆୟୋଜିତ 'ବନ ମହୋତ୍ସବ'

ଉତ୍ତର ଭୁବନେଶ୍ବରରେ ବିଜେଡ଼ିର ବନମହୋତ୍ସବ: ଓମିଟିଭି

ଉତ୍ତର ଭୁବନେଶ୍ବରରେ ବିଜେଡ଼ିର ବନମହୋତ୍ସବ: ଓମିଟିଭି

ଭୁବନେଶ୍ବର, ୭.୭.୨୨(ଓମ): ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀର ଆଇଆରସି ଭିଲେଜ ସରକାରୀ ସ୍କୁଲ ଭିତରେ ଆୟୋଜିତ 'ବନ ମହୋତ୍ସବ' ଅନୁଷ୍ଠିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା , ମାନ୍ୟବର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା , ମାନ୍ୟବର ଉତ୍ତର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ଯୁବ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଭୁବନେଶ୍ବର ମହାନଗର ନିଗମ ର ମେୟର ଶ୍ରୀମତୀ ସୁଲୋଚନା ଦାସ , ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର ,  ଭୁବନେଶ୍ବର ମହାନଗର ନିଗମ ର ସମସ୍ତ କର୍ପୋରେଟର ମାନଙ୍କ ସହ ୧୨ନଂ ଓ୍ବାର୍ଡ ର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ ଙ୍କ ଯୋଗଦାନ ଦେଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାକରିଥିଲେ। ବୃକ୍ଷ ଓ ତାର ଉପକାରିତା ନେଇ ସ୍ଥାନୀୟ ଲୋକଙ୍କୁ ବୁଝାଇବା ଓ ଗଛ ଲଗାଇବାପାଇଁ ଉତ୍ସାହିତ କରିବା ନେଇ ଶ୍ରୀମତୀ ଜୟନ୍ତୀ ସାହୁ ସକ୍ରିୟ ଭୁମିକା ଗ୍ରହଣ କରିଥିଲେ। (ରିପୋର୍ଟ: ଅନୁପ୍ରିୟା ସାହୁ)