ଜନଆରୋଗ୍ଯ ସମିତିରବୈଠକ : ଓମଟିଭି
ଗଂଜାମଜିଲାଶେରଗଡବ୍ଳକରପିତଳ ନୂତନପିଏଚସିରଜନଆରୋଗ୍ଯସମିତି ନୂତନଭାବେଗଠିତହୋଇଛି।ପୂର୍ବରରୋଗୀକଲ୍ଯାଣସମିତରଏହାରୂପାନ୍ତରିତହୋଇଛି।ଜିଲାପରିଷଦସଭ୍ଯାମନୋରମାପଲେଇକଂଅଧ୍ଧକ୍ଷତାରେଅନୁଷ୍ଠିତବୈଠକରେଆୟୁଷଡାକ୍ତରଦେବାଶିଷଶତପଥୀସ୍ୱାଗତଭାଷଣସହବିବରଣୀଉପସ୍ତାପିତକରିଥିଲେ।
ଜନଆରୋଗ୍ଯ ସମିତିରବୈଠକ : ଓମଟିଭି
ଗଂଜାମ, ୯/୭/୨୨(ଓମ): ଗଂଜାମଜିଲାଶେରଗଡବ୍ଳକରପିତଳ ନୂତନପିଏଚସିରଜନଆରୋଗ୍ଯସମିତି ନୂତନଭାବେଗଠିତହୋଇଛି।ପୂର୍ବରରୋଗୀକଲ୍ଯାଣସମିତରଏହାରୂପାନ୍ତରିତହୋଇଛି।ଜିଲାପରିଷଦସଭ୍ଯାମନୋରମାପଲେଇକଂଅଧ୍ଧକ୍ଷତାରେଅନୁଷ୍ଠିତବୈଠକରେଆୟୁଷଡାକ୍ତରଦେବାଶିଷଶତପଥୀସ୍ୱାଗତଭାଷଣସହବିବରଣୀଉପସ୍ତାପିତକରିଥିଲେ।ଡାକ୍ତରଖାନାରପ୍ରାଚୀର(ବାଉଣ୍ଡରୀ)ନିର୍ମାଣ,ହସପିଟାଲନିକଟରୁମଦଦୋକାନଉଛେଦ,ପରିସରକୁପରିଷ୍କାରପରିଛନ୍ନରଖିବା,ରୋଗୀପିଇବାପାଣିଯୋଗାଣପାଇଁ ଏକ୍ୱାଗାର୍ଡସ୍ଥାପନ,ପାଇପପାଣିଯୋଗାଣ,ଯୋଗାସନଶିକ୍ଷାପାଇଁଶିକ୍ଷକନିଯୁକ୍ତିଓଡାକ୍ତରଖାନାପାଇଁଆବଶ୍ଯକସାମଗ୍ରିକିଣିବାପାଇଁବୈଠକରେଆଲୋଚନାହୋଇଥିଲା।ଯେଉଁମାନେସମିତିକୁ ୨୫ହଜାରଟଂକାଦାନକରିବେସେମାନକୁଂସମିତିରଏସୋସିଏଟଡସଭ୍ଯରୂପେଦୁଇବର୍ଷପାଇଁମନୋନୀତକରିବାକୁବୈଠକରେସ୍ଥିରହୋଇଛି।ଏହିନୂତନକମିଟିରେସ୍ଥାନୀୟସରପଂଚଓଶେରଗଡବିଡିଓକୁଂସଦସ୍ଯରୂପେଗ୍ରହଣକରାଯାଇଛି।ପରିଶେଷରେଶେରଗଡସିଏଚସିରଡାକ୍ତରଚନ୍ଦ୍ରଶେଖରପାତ୍ର ସମସ୍ତକୁଂଧନ୍ଯବାଦଅର୍ପଣକରିଥିଲେ।ବୈଠକରେଅନ୍ଯମାନକଂମଧ୍ଧରେଏନ୍ ଜିଓସଦସ୍ଯଡାକ୍ତରହୃଷୀକେଶମହାନ୍ତି।ପିତଳହସପିଟାଲଡାକ୍ତରହରେକୃଷ୍ଣସେଠୀ,ସିଆରସିସିରାଜେନ୍ଦ୍ରସାଇଁ,ପିହେଚଇଓକୁଂଜବିହାରୀନାୟକ,ଫାର୍ମାସିଷ୍ଟବି କେସୁବୁଦ୍ଧି,ବିପିଏମସୁନୀଲକୁମାରସାବତ,ଏସ୍ ଟିଏସପ୍ରଫୁଲକୁମାରମିଶ୍ର,ଓହେଚ ଏସପ୍ରବୋଧକୁମାରମିଶ୍ରପ୍ରମୁଖଯୋଗଦେଇଆଲୋଚନାରେଅଂଶଗ୍ରହଣକରିଥିଲେ। (ରିପୋର୍ଟ : ହୃଶିକେସ)