ବାଙ୍କି ମହିଳା ପୁଲିସ୍ ଙ୍କର ମାନବିକତା : ଓମଟିଭି

ଆଖିରେ ନଦେଖିଲେ ବିଶ୍ଵାସ କରିବା ଅସମ୍ଭବ। ଆଜୀବି ବଞ୍ଚିଚି ମାନବିକତା । ସାଧାରଣ ଜନତା ଙ୍କୁ ପୋଲିସ୍ ର ବବ୍ୟହାର ନେଇକି ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣ ତ ପୋଲିସ୍ ସାଧାରଣ ଘଟଣା ଉପରେ ବିଶେଷ ଗୁରୁତ୍ବ ନଦେଇ ଫେରେଇ ଦେଇ ଥାଏ। କିନ୍ତୁ ଆମ କ୍ୟାମେରା ରେ କଏଦ ହୋଇ ଥିଲା ଏକ ଗୁରୁତତ୍ୱପୂର୍ଣ ଦୃଶ୍ୟ। ଜଣେ ବୃଦ୍ଧା ମା କୁ ବାଙ୍କୀ ଥାନା ରେ କାଯ୍ୟରତ୍ତ ଅଧିକାରିଣୀ ମଧୁସ୍ମି

ବାଙ୍କି ମହିଳା ପୁଲିସ୍ ଙ୍କର ମାନବିକତା : ଓମଟିଭି

ବାଙ୍କି ମହିଳା ପୁଲିସ୍ ଙ୍କର ମାନବିକତା : ଓମଟିଭି

ବାଙ୍କି,(ରିପୋର୍ଟ : ଅଜୟ): ଆଖିରେ ନଦେଖିଲେ ବିଶ୍ଵାସ କରିବା ଅସମ୍ଭବ। ଆଜୀବି ବଞ୍ଚିଚି ମାନବିକତା । ସାଧାରଣ ଜନତା ଙ୍କୁ ପୋଲିସ୍ ର ବବ୍ୟହାର ନେଇକି ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣ ତ ପୋଲିସ୍ ସାଧାରଣ ଘଟଣା ଉପରେ ବିଶେଷ ଗୁରୁତ୍ବ ନଦେଇ ଫେରେଇ ଦେଇ ଥାଏ। କିନ୍ତୁ ଆମ କ୍ୟାମେରା ରେ କଏଦ ହୋଇ ଥିଲା ଏକ ଗୁରୁତତ୍ୱପୂର୍ଣ ଦୃଶ୍ୟ। ଜଣେ ବୃଦ୍ଧା ମା କୁ ବାଙ୍କୀ ଥାନା ରେ କାଯ୍ୟରତ୍ତ ଅଧିକାରିଣୀ ମଧୁସ୍ମିତା ବେହେରା ନିଜେ ଖୁଆଇ ଦେଉଛନ୍ତି ନିଜ ହାତରେ ନିଜ ଝିଅ ଭଳି ତାହାକୁ କ୍ୟାମେରା ରେ କଏଦ କରି ସାରିବା ପରେ ଘଟଣା କଣ ପୁଣୀ ଜଣେ ବୁଦ୍ଧ ମହିଳା ଙ୍କୁ ନିଜ ହାତରୁ ଖାଇବା ମଗେଇ ନିଜ ହାତରେ ଖୁଆଇ ଦେଉଛନ୍ତି। ମନରେ ପ୍ରଶ୍ନ ଉଠିବା ସାଭାବିକ୍। ପୁଣି ପୋଲିସ୍ ଅଧିକାରିଣୀ। ପୁଣି ଆଖିରେ ମଝିରେ ମଝିରେ ଲୁହ ଆସିଯାଉଛି  ଯାହାକୁ ନେଇ ମନରେ କୌତୁହଳ ସୃଷ୍ଟି ହୋଇଥିଲା।  ଆଶ୍ଚଯ୍ୟ ବି ଲାଗିଥିଲା ତାଙ୍କ ରିଲେଟିଭ ନା ତାଙ୍କ ଜଣାଶୁଣା କିଏ କି । କିଛି ଅସୁବିଧା ରେ ସମ୍ମୁଖୀନ ହୋଇଛନ୍ତି। କିନ୍ତୁ ବୁଝିବା ବେଳକୁ ସେଠୀ ଆଉ ଜଣେ ଯୁବକ ଥିଲେ ସେ ଘଟଣା ବିଷୟ ରେ ବଖାନିଲେ। ଯୁବକ ଜଣଙ୍କ ଜାତ ମୁଣ୍ଡିଆ ରୁ ଜାତ ମୁଣ୍ଡିଆ ରୁ ବାଙ୍କୀ ଆସୁଥିବା ବେଳେ ବୁଢ଼ୀ ମାଉସୀ ଜଣକ ଲିଫ୍ଟ ମାଗିଲେ ତାପରେ ମାଉସି ଜଣକ କହିବା ଆରମ୍ଭ କରିଥିଲେ ତାଙ୍କ ଦୁଃଖ କଥା। ମାଉସି ଜଣକ ଢେଙ୍କାନାଳ ଅଞ୍ଚଳ ର ପୁଅ ପରଲୋକ ଗତ ହୋଇ ଯାଇଥିବା ବେଳେ ମାଉସୀ ର ବୋହୂ ଖାଇବାକୁ ନଦେଇ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ। ଯାହା କୁ ମାଉସୀ ସହି ନପାରି ଘର ଛାଡ଼ି ପଳେଇ ଆସିଛନ୍ତି। ମାଉସୀ ସେ ଯୁବକ ଙ୍କୁ କୌଣସି ଏକ ବୃଦ୍ଧାଶ୍ରମ ଛାଡ଼ିବାକୁ ନିବେଦନ କରିଥିଲ। କିନ୍ତୁ ମାଉସୀ ପାଖ ରେ କୌଣସି କାଗଜ ପତ୍ର ନଥିବାରୁ ଯୁବକ ଜଣକ ବୃଦ୍ଧାଶ୍ରମ ଛାଡି ନପାରି ମାଉସି ଜଣକୁ ନେଇ ବାଙ୍କୀ ଥାନାରେ ପହଞ୍ଚି ଥିଲେ। ଆଇ ଆଇ ସି କାଯ୍ୟରେ କୁଆଡେ ଯାଇଥିବା ବେଳେ  ଏସାଇ ମଧୁସ୍ମିତା ବେହେରା ମାଉସୀ ଠାରୁ ସଂପୂଣ୍ଣ ଘଟଣାକୁ ବୁଝିବାପରେ ମାଉସୀ କିଛି ଦିନ ହେଲା ଉପାସ କଥା ଜାଣିବା ପରେ ଖାଇବା ମଗାଇ ନିଜ ମା ଙ୍କ ଭଳି ଯତନ ସହକାରେ ଖୁଆଇ ଦେଉଥିଲେ। ଯାହାର ଚିତ୍ର ସଂପୂଣ୍ଣ ଆମ କ୍ୟାମେରା ରେ କଏଦ ହୋଇଥଲା।

ମଧୁସ୍ମିତା ମାଡମ କୌଣସି ପତିକିୟା ପ୍ରକାଶ କରିବାକୁ ମନା କରିବା ସହ । ଥାନା କୁ ଯିଏ ଆସୁଛନ୍ତି। ମୋର ଯେତିକି ସହଯୋଗ କରିବା କଥା ମୁଁ କରୁଛି। ମୁଁ କିଛି ପ୍ରତିକୀୟା ରଖିବାକୁ ଚାହୁଁନି । ପୋଲିସ୍ ବିଭାଗ ରେ ଏଭଳି ମାନବିକତା ଥିବା ଅଧିକାରୀ ବି ଅଛନ୍ତି। ଯାହାକୁ ନେଇ ଯେତେ ସାଧୁବାଦ୍ ଦେଲେ ବି କମ୍ ହେବ ଏଭଳି ଅଧିକାରିଣୀ ଙ୍କୁ।