ଭୁବନେଶ୍ୱର ସ୍ଥିତ ବରିଷ୍ଠ ନାଗରିକ ପରିଷଦ, ସର୍ବେଶ୍ୱର ବିହାର, ଚକେଇସିଆଣି ର ନୂତନ କର୍ମକର୍ତା ନିର୍ବାଚନ : Ommtv

ଭୁବନେଶ୍ୱର : ବରିଷ୍ଠ ନାଗରିକ ପରିଷଦ, ସର୍ବେଶ୍ୱରବିହାର, ଚକେଇସିଆଣି ର ୯ମ ବାର୍ଷିକ ସମ୍ମିଳନୀ ସଭାପତି ଇଂ. କୃଷ୍ଣଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ମଞ୍ଚେଶ୍ୱର ସ୍ଥିତ ଲାଫିଏସଟା ମଣ୍ଡପରେ ୧୯.୩.୨୩ ତାରିଖ ୧୦ ଟା ସମୟରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ସମ୍ମିଳନୀରେ ଶତାଧିକ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ଉକ୍ତ ସମ୍ମିଳନୀରେ ବରିଷ୍ଠ ଚିତବିନୋଦନ
କେନ୍ଦ୍ର, ଭୁବନେଶ୍ୱର ର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ କୃପାସିନ୍ଧୁ ସାହୁ ମୁଖ୍ୟ ଅତିଥି ଥିଲେ। ୫ ନମ୍ବର ୱାର୍ଡର କର୍ପୋରେଟର ଶ୍ରମତୀ ମିନୁଶ୍ରୀ ଖୁଣ୍ଟିଆ ଏବଂ ୧୦ ନମ୍ବର ୱାର୍ଡର କର୍ପୋରେଟର ଶେଖ ନୁର ହାସନ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୨୨
ମସିହା ର ନାଗରିକ ପରିଷଦ ର କର୍ମକର୍ତ୍ତା ଙ୍କ ଅବଧି ପୁର୍ଣ ହେଉଥିବାରୁ ସାମ୍ବିଧାନିକ ନିୟମାନୁସାରେ ନୂତନ କର୍ମକର୍ତ୍ତା ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହୋଇ ଥିଲା। ଉକ୍ତ ନିର୍ବାଚନରେ ନିମ୍ନଲିଖିତ ବ୍ୟକ୍ତି ମାନେ ନିର୍ବାଚିତ ହୋଇ ଥିଲେ।
ଉପଦେଷ୍ଟା - ଇଂ.କୃଷ୍ଣଚନ୍ଦ୍ର ସାହୁ
ସଭାପତି - ଇଂ ପ୍ରମୋଦ କୁମାର
ସାମନ୍ତରାୟ
ଉପସଭାପତି- କୃଷ୍ଣ ପ୍ରସାଦ ମହାନ୍ତି
ସାଧାରଣ ସମ୍ପାଦକ - ସୀତାନାଥ
ସାହୁ
ଯୁଗ୍ମସମ୍ପାଦକ - ନନ୍ଦ କିଶୋର ଜେନା
କୋଷାଧ୍ୟକ - ରାଧାକୃଷ୍ଣ ଘଡେଇ
ଅଡିଟର - ବାସୁଦେବ ବିଶ୍ବାଳ
ପରିଚାଳନା କମିଟିର ସଭ୍ୟ -
ଶରତ ଚନ୍ଦ୍ର ମହାନ୍ତି
ସତ୍ୟାନନ୍ଦ ମହାପାତ୍ର
କଲ୍ୟାଣ କୁମାର ପତି
ଶରତ ଚନ୍ଦ୍ର ଦାଶ
ଗୋପବନ୍ଧୁ ବାଇ
ପ୍ରମୋଦ କୁମାର ରାଉତ
ପୁର୍ଣ ଚନ୍ଦ୍ର ପଣ୍ଡା
ଅଭିମନ୍ୟୁ ସାହୁ
ଉକ୍ତ ସମିଳନୀ ରେ ୭୬ ବୟସ ର ୫ ଜଣ ବରିଷ୍ଠ ନାଗରିକ ମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା।
ନନ୍ଦ କିଶୋର ଜେନା
ଯୁଗ୍ମ ସମ୍ପାଦକ
ବରିଷ୍ଠ ନାଗରିକ ପରିଷଦ