ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଅପମାନ ନେଇ ମାମଲା ଦାଖଲ : ଓମଟିଭି

ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ କୋଟି ଓଡିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଏକ ପିକପ ଗାଡି ପଛରେ ବାନ୍ଧି ଯେଉଁ ଭଳି ଅମାନୁଷିକ ଭାବରେ ନିଆ ଯାଉଥିଲା ଏହି ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମାନ୍ୟବର କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନ.ଏଚ.ଆର.ସି କେଶ ନମ୍ବର ୧୫୦୬୭/ଇନ/୨୦୨୨ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଅପମାନ ନେଇ ମାମଲା ଦାଖଲ : ଓମଟିଭି

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଅପମାନ ନେଇ ମାମଲା ଦାଖଲ : ଓମଟିଭି

(ରିପୋର୍ଟ : ସୁବ୍ରତ କୁମାର ଦାଶ) : ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ କୋଟି ଓଡିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଏକ ପିକପ ଗାଡି ପଛରେ ବାନ୍ଧି ଯେଉଁ ଭଳି ଅମାନୁଷିକ ଭାବରେ ନିଆ ଯାଉଥିଲା ଏହି ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମାନ୍ୟବର କେନ୍ଦ୍ର ମାନବ ଅଧିକାର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଏନ.ଏଚ.ଆର.ସି କେଶ ନମ୍ବର ୧୫୦୬୭/ଇନ/୨୦୨୨ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ | ମହାଶୟ/ମହାଶୟା,ମୁଁ ସୁବ୍ରତ କୁମାର ଦାଶ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ମୁଁ ବିଶେଷ ସୂତ୍ରରୁ ଜାଣିବାକୁ ପାଇଲି ବାଲେଶ୍ୱର ଜିଲ୍ଲା ହଳଦୀପଦା ନିକଟରେ କୋଟି ଓଡିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଏକ ପିକପ ଗାଡି ପଛରେ ବାନ୍ଧି ଯେଉଁ ଭଳି ଅମାନୁଷିକ ଭାବରେ ନିଆ ଯାଉଥିଲା | ସୂଚନା ଅନୁସାରେ ବାଲେଶ୍ୱର ସହରରେ ଗଣେଶ ପୂଜା ପାଇଁ ଏକ ଟେଣ୍ଡ ହାଉସ ମାଲିକ ଟେଣ୍ଡ ଲଗେଇଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମୃତ୍ତି ଲଗେଇଥିଲେ ଗତ କଲି ଟେଣ୍ଡ ଖୋଲି ଆଣିବାପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଏଭଳି ଅମାନୁଷିକ ଭାବରେ ପିକପ ପଛରେ ବାନ୍ଧିକି ନବା ଘଟଣା କୋଟି କୋଟି ଓଡିଆଙ୍କ ମନରେ ଗଭୀର ଆଘାତ ଆଣିଦେଇଛି | ବାଲେଶ୍ୱର ସହର ଭିତରୁ ଜଳେଶ୍ୱର ଯାଏ ଏଭଳି ଭାବରେ ମହାପ୍ରଭୁଙ୍କ ମୃତ୍ତିକୁ ଅଣାଗଲା ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏ ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣା ସାରା ରାଜ୍ୟରୁ ବିଭିନ୍ନ ମହଲରୁ ବହୁତ ଉଦବେଗ ପ୍ରକାଶ ପାଉଛି | ମାନ୍ୟବର କମିଶନଙ୍କ ନିକଟରେ ଆମର ଦାବି କୋଟି ଓଡିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃତ୍ତିକୁ ଏକ ପିକପ ଗାଡି ପଛରେ ବାନ୍ଧି ଯେଉଁ ଭଳି ଅମାନୁଷିକ ଭାବରେ ନିଆ ଯାଉଥିଲା ଏହି ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମାନ୍ୟବର କମିଶନଙ୍କ ଟିମ ତଦନ୍ତ କରିବା ପାଇଁ ଅନୁରୋଧ |