ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ : ଓମଟିଭି

ପଟିଆ ସ୍ଥିତ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ  ଅରୁଣ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ  ମାନଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଜାଇଛି । ଏଥି ରେ ମୋଟ ୨୧୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଅବସରରେ ମୁଖ୍ୟ ଅତିଥି ଭାବେ  ଶିକ୍ଷା ନିର୍ଦ୍ଦେଶାଳୟର ଅବସରପ୍ରାପ୍ତ  ସଂସ୍ଥାପନ ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ ପଟ୍ଟନାୟକ, ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ଶିଶୁ ଭାଇଭଉଣୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ |

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ : ଓମଟିଭି

ପଟିଆ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ : ଓମଟିଭି

: ପଟିଆ ସ୍ଥିତ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ  ଅରୁଣ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ  ମାନଙ୍କ ଦ୍ୱାରା ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଜାଇଛି । ଏଥି ରେ ମୋଟ ୨୧୩ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଅବସରରେ ମୁଖ୍ୟ ଅତିଥି ଭାବେ  ଶିକ୍ଷା ନିର୍ଦ୍ଦେଶାଳୟର ଅବସରପ୍ରାପ୍ତ  ସଂସ୍ଥାପନ ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ ପଟ୍ଟନାୟକ, ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ସହିତ ଶିଶୁ ଭାଇଭଉଣୀ ମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ |ସମ୍ମାନୀୟ ଅତିଥି ରୂପେ  କିସ୍ ବିଦ୍ୟାଳୟର ବିଜ୍ଞାନ ଭିତ୍ତିକ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଏଲିନା ମିଶ୍ର ଓ ଶ୍ରୀଯୁକ୍ତ ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ବିଚାରକ ଭାବେ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ  ବିଭିନ୍ନ ପ୍ରକଳ୍ପର  ମୂଲ୍ୟାଙ୍କନ କରିଥିଲେ। ଏଥିସହ 
 ଶିଶୁ ମାନଙ୍କ ମନରେ ବୈଜ୍ଞାନିକ ମନୋବୃତି ଆଣିବା କ୍ଷେତ୍ରରେ ଏହିଭଳି ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ କରାଯିବା ନେଇ ଗୁରୁତ୍ୱାରୋପ  କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରାଜେଶ କୁମାର ପାଣିଙ୍କ ତତ୍ୱାବଧାନରେ ବିଜ୍ଞାନମେଳା ଆଗେଇଥିଲା । ଏଥିରେ ବିଦ୍ୟାଳୟ ର ବିଜ୍ଞାନ ପାଠ୍ୟକ୍ରମ ପ୍ରମୂଖ ସନ୍ତୋଷ କୁମାର ତ୍ରିପାଠୀ ଓ   ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା  ଙ୍କ ସହଯୋଗ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।