ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଦାମବାଡ଼ି ଶଙ୍କରପୁର ମେଧାବି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା : ଓମଟିଭି

କଟକ ଆଜି ଦେଖିବାକୁ ମିଳିଛି ବାଦାମବାଡ଼ି ଶଙ୍କର ପୁର ପରିଡାସାହିରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରେ ପାଠ ପଢ଼ୁଥିବା 22 ଜଣ ଛାତ୍ର ଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ପରୀକ୍ଷା ଫଳା

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଦାମବାଡ଼ି ଶଙ୍କରପୁର ମେଧାବି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା : ଓମଟିଭି

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାଦାମବାଡ଼ି ଶଙ୍କରପୁର ମେଧାବି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଧନା : ଓମଟିଭି

କଟକ, ୨୮.୭.୨୨(ଓମ): କଟକ ଆଜି ଦେଖିବାକୁ ମିଳିଛି ବାଦାମବାଡ଼ି ଶଙ୍କର ପୁର ପରିଡାସାହିରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରେ ପାଠ ପଢ଼ୁଥିବା 22 ଜଣ ଛାତ୍ର ଛାତ୍ରୀ ମାନେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ପରୀକ୍ଷା ଫଳା ଫଳ ବାହାରିଲା ବେଳେ ହସ ଖୁସିର ଲହରୀ ଚୁଟିଛି, ଗତ ଦଶମ ଶ୍ରେଣୀରେ ପରୀକ୍ଷା ଦେଇଥିବା ଛାତ୍ର ଛାତ୍ରୀ  22 ଜଣ ମଧ୍ୟ ରୁ 8 ଜଣ  ଭଲ ମାର୍କ ପାଇଛନ୍ତି  ସେହି ଛାତ୍ର ଛାତ୍ରୀ ମାନେ  ହେଲେ  ରାକେଶ ବାରିକି i    92%  ରଖିଛନ୍ତି,, ସୃତି ଶ୍ରାବଣୀ ସାହାଣୀ  ,91% ରଖିଛନ୍ତି, ,ସିଦ୍ଧାର୍ଥ ସଂକଳ୍ପ ଚାନ୍ଦ, 90.5% ରଖିଛନ୍ତି  , ବିଜିତା ମିଶ୍ର  90%  ରଖିଛନ୍ତି,, ରୂପଶ୍ରୀ ପ୍ରିୟଦର୍ଶିନୀ 83% ରଖିଛନ୍ତି, ଶେତାସି ଦାସ  ,89% ରଖିଛନ୍ତି, ମୌସମୀ ଚନ୍ଦନ ସାହୁ,  86% ରଖିଛନ୍ତି, ନଦିନୀ ବେହେରା 81% ରଖିଛନ୍ତି   ଆଉ ସବୁ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ରେ ଉର୍ତିର୍ଣ ହୋଇଛନ୍ତି, ଆଜି ଯେଉଁ ପିଲା ମାନେ ଭଲ ମାର୍କ ରଖି  ଛନ୍ତି  ସ୍କୁଲ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଯୁକ୍ତ  ଧରଣୀ ଧର  ବେହେରା କହିବା ଅନୁ ଯାଇ ସବୁ ଛାତ୍ର ଛାତ୍ରୀ ମାନେ ହେଲେ ମୋର ପିଲା ମାନେ ଆମର  ଯେମିତି ପାଠ ପଢ଼ାରେ  କୌଣସି  ଆମର ତ୍ରୁଟି ହୁଏନି ସବୁ ପିଲା ପ୍ରତି ମୋର ଭଲ ପାଇବା ଅଛି  ସବୁ ପିଲା ମାନଙ୍କୁ  କହନ୍ତି  ମନ ଦେଇକି ପିଲା ମାନେ ପାଠ ପଢ  ଭଲ ମଣିଷ ହୋଇ ଦେଶର  ନା ରଖିବ,ସେଥି ପ୍ରତି ଗୁରୁମା ଓ ଗୁରୁଜୀ ମାନଙ୍କୁ ମଧ୍ୟ  ଠିକି  ଟାଇମରେ ପିଲା ମାନଙ୍କୁ ପାଠ ପଢ଼େଇ ବା ପାଇଁ  ନେର୍ଦେଶ ଦେଇଥାନ୍ତି, ଯଦି କୌଣସି ପିଲା ପାଠ ନ କରିଥାନ୍ତି  ତାଙ୍କର  ପିତା ମାତାଙ୍କୁ  ଜଣେଇଥାନ୍ତି  ସବୁ  ପିଲା ମାନଙ୍କର ଅଭିଵାବକ  ମାନେ ପିଲା ମାନଙ୍କ ପ୍ରତି ପାଠ ପଢ଼ାରେ ଦୃଷ୍ଟି ଦେଇଥାନ୍ତି  ଏହି ସ୍କୂଲ ରେ ମୋଟ 16 ଜଣ  ଗୁରୁଜୀ ଓ ଗୁରୁମା ମାନେ ପାଠ ପଢ଼ାନ୍ତି,ଆସନ୍ତୁ ଶୁଣିବା (କଟକ ସିଟି ରୁ ନିରାକାର ଦାସ ଙ୍କ ସହିତ  ତୋଫାନ ଦାସ ଓମ୍ ଟିଭମି)