ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ : Ommtv

: ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳି ମଞ୍ଚେଶ୍ବର ଧିରିକୁଟି ସାହି ଖେଳପଡ଼ିଆରେ ଆଜି ଅନୁଷ୍ଠିତ ହୋଇଯାଇଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ। ଏହି ଅବସରରେ ସ୍ଥାନୀୟ ଆଖପାଖ ଅଞ୍ଚଳର ସମସ୍ତ କର୍ପୋରେଟର୍ ଓ ବିଜେଡ଼ି ଦଳ ସହିତ ଜଡ଼ିତ ସମସ୍ତ କର୍ମୀମାନେ ଏକାଠିହୋଇଥିଲେ। କାର୍ଯ୍ୟକ୍ରମରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ ମୁଖ୍ୟ ଅତିଥିଭାବରେ ଯୋଗଦେଇ ବିଜୁ ବାବୁଙ୍କୁ ଇତିହାସକୁ ଦୋହରାଇଥିଲେ। ଶତାଧିକ ଲୋକଙ୍କ ଉପସ୍ଥିତିରେ ନେତା ଓ କର୍ମୀମାନେ ବିଜୁବାବୁ ଓଡ଼ିଶାର ଗର୍ବ ଓ ଗୌରବର କଥା ଶୁଣାଇ ତାଙ୍କ ମାର୍ଗ ଦର୍ଶନ ପଥରେ ଆଗେଇ ଚାଲିବାପାଇଁ ଅନୁପ୍ରାଣିତ କରିଥିଲେ।