Kalinga Tv foundation day : Ommtv

Kalinga Tv foundation day

Kalinga Tv foundation day : Ommtv

Kalinga Tv foundation day : Ommtv

Step after step, now it has reached 9 years. Today, Qing TV is celebrating its ninth foundation day. On this occasion, the founder of Qing TV, Dr. Achuyat Samantha, Ministers of various departments, many MLAs and MPs joined in praising the status of the institution which has created a unique identity among the audience based on the three gurumantras of the founder and built on positive, constructive and realistic mantras. The first favorite is King TV. Appreciated the neutrality of the news broadcast. Kling TV has maintained its popularity in Goa due to its unique format of news delivery. Kinging TV has expressed the opinion that it is an example for others in terms of broadcasting truth and fearless news. In the program, the founder Dr. Dr. Achuyat Samantha said, "King TV has never been behind TRP and King TV emphasizes on broadcasting correct news." Achuyut Samantha, who is a true story, serves him and says that he watches TV and sleeps peacefully at night.

ପାହାଚ ପରେ ପାହାଚ ଅତିକ୍ରମ କରି ଅାଜି ୯ ବର୍ଷରେ ପହଞ୍ଚିଛି କଳିଙ୍ଗ ଟିଭି ା ଅାଜି କଳିଙ୍ଗ ଟିଭି ପାଳନ କରୁଛି ନବମ ପ୍ରତିଷ୍ଠା ଦିବସ ା ଏହି ଅବସରରେ କଳିଙ୍ଗ ଟିଭିର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ, ବିଭିନ୍ନ ବିଭାଗର ମନ୍ତ୍ରୀ, ବହୁ ବିଧାୟକ ଓ ସାଂସଦ ଯୋଗଦେଇ ଅନୁଷ୍ଠାନର ଭୂୟସୀ ପ୍ରଶଂସା କରିଛନ୍ତି ା ପ୍ରତିଷ୍ଠାତାଙ୍କ ତିନି ଗୁରୁମନ୍ତ୍ରକୁ ନେଇ ଦର୍ଶକଙ୍କ ପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା ସକାରାତ୍ମକ, ଗଠନମୂଳକ, ବାସ୍ତବବାଦୀ ମନ୍ତ୍ର ଉପରେ ଠିଅା ହୋଇଛି କଳିଙ୍ଗ ଟିଭି ା ନିରପେକ୍ଷ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ସ୍ୱର ଭାବେ ଖୁବ କମ ଦିନରେ ପ୍ରଥମ ପ୍ରସନ୍ଦ ପାଲଟିଛି କଳିଙ୍ଗ ଟିଭି ା ଅତିରଞ୍ଜିତ ଖବର ଠାରୁ ବହୁ ଦୂରରେ କଳିଙ୍ଗ ଟିଭି ବୋଲି କହିଥିଲେ ଅାମନ୍ତ୍ରିତ ଅତିଥି ା ନୀଭକତାର ସହ ଖବର ପ୍ରସାରଣ କରି ଲୋକଙ୍କ ସ୍ୱର ହୋଇପାରିଛି କଳିଙ୍ଗ ଟିଭି । ନିରପେକ୍ଷତାର ସହ ଖବର ପ୍ରସାରଣକୁ ପ୍ରଶଂସା କରିଛନ୍ତି ଅତିଥ । ସ୍ୱତନ୍ତ୍ର ଶୈଳୀରେ ଖବର ପରିବେଷଣ ଯୋଗୁ କଳିଙ୍ଗ ଟିଭି ଗଁା ଗଁାରେ ଲୋକପ୍ରିୟତା ବଜାୟ ରଖପାରିଛି । ସତ୍ୟ ଓ ନିର୍ଭୀକ ଖବର ପ୍ରସାରଣ ଦିଗରେ କଳିଙ୍ଗ ଟିଭି ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ମତବ୍ୟକ୍ତ କରିଥଲେ ଅତିଥ । କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ କହିଥିଲେ, ଟିଅାରପି ପଛରେ କଳିଙ୍ଗ ଟିଭି କେବେ ନାହିଁ ା ସଠିକ ଖବର ପ୍ରସାରଣ ଉପରେ କଳିଙ୍ଗ ଟିଭି ଗୁରୁତ୍ୱ ଦିଏ ବୋଲି କହିଥିଲେ ଡ. ଅଚୁ୍ୟତ ସାମନ୍ତ ା ଯାହା ବାସ୍ତବ ଘଟଣା, ତାକୁ ପରିବେଷଣ କରେ ା କଳିଙ୍ଗ ଟିଭିକୁ ଦେଖି ରାତିରେ ଶାନ୍ତିରେ ଶୋଇଥାଉ ବୋଲି କହିଛନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଅତିଥି ା ଏହି ଅବସରରେ ସଠିକ୍‌ ଖବର କଳିଙ୍ଗ ଟିଭି ଦେଖାଇଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ କଳିଙ୍ଗ ଟିଭିର ଉପଦେଷ୍ଟା ତଥା SRFTI ନିଦେ୍ର୍ଦଶକ ହିମାଂଶୁ ଶେଖର ଖଟୁଅା ା କଳିଙ୍ଗ ଟିଭିର ୯ ବର୍ଷ ଯାତ୍ରା ଉପରେ ଅାଲୋକପାତ କରିଥିଲେ ମୁଖ୍ୟ ସମ୍ପାଦକ ସୌମ୍ୟଜିତ୍‌ ପଟ୍ଟନାୟକ ା ଦାୟିତ୍ୱ ସମ୍ପନ୍ନ ଗଣମାଧ୍ୟମ ହିସାବରେ ଅାମେ କେବେବି ଲକ୍ଷ୍ୟଚୁ୍ୟତ ହୋଇନାହୁଁ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି. #Ommtv #Omtv #Kalingacinearts #NBPC #Kalingatv #Bhubaneswar #vairalvideo #Photonews #trend