ଡିଏଭି କଳିଙ୍ଗନଗରରେ କୁନି କୁନି  ପିଲାମାନଙ୍କ ବାର୍ଷିକ : ଓମଟିଭି

the Annual Project Exhibition by the students of LKG- Std II with an endeavor to promote scientific temperament and attitude of living in harmony with nature among the budding learners. The program was inaugurated by the Chairman Sj Madan Mohan Panda. Appreciating the

ଡିଏଭି କଳିଙ୍ଗନଗରରେ କୁନି କୁନି  ପିଲାମାନଙ୍କ ବାର୍ଷିକ : ଓମଟିଭି

ଡିଏଭି କଳିଙ୍ଗନଗରରେ କୁନି କୁନି  ପିଲାମାନଙ୍କ ବାର୍ଷିକ : ଓମଟିଭି

ପ୍ରକଳ୍ପ ‘ଇକୋ ଏମ୍ପାୟର’ ପ୍ରଦର୍ଶିତ

 ଭୁବନେଶ୍ୱର ତା ୨୮.୦୯.୨୨– ଶିଶୁମାନଙ୍କ ଲୁକ୍‌କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ଏଲ.କେ.ଜି ଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ କୁନିକୁନି ପିଲାମାନଙ୍କ ଦ୍ୱାରା ବାର୍ଷିକ ପ୍ରକଳ୍ପ  ‘ଇକୋ ଏମ୍ପାୟର’  ପ୍ରଦର୍ଶିତ ହୋଇଯାଇଛି । ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ୧୯୮ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୬୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହେବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବା ଲକ୍ଷ୍ୟରେ ସର୍ବଦା ଚେଷ୍ଟିତ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ  ନିର୍ଦ୍ଦେଶରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଅଭିଭାବକମାନେ ବିପୁଳ ସଂଖ୍ୟାରେ ପରିଦର୍ଶନ କରିବା ସହ କୁନିକଳିକା ମାନଙ୍କ ପ୍ରଚେଷ୍ଟାକୁ ଭୁରିଭୁରି ପ୍ରଶଂସା କରିଥିଲେ । ପ୍ରକାଶଥାଉକି ଶିକ୍ଷାବର୍ଷର ବିଭିନ୍ନ ସମୟରେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସମୟ ଉପୋଯୋଗୀ ପ୍ରକଳ୍ପ ପ୍ରଦର୍ଶନ କରାଯାଇ ପିଲାମାନଙ୍କୁ ସୃଜନାତ୍ମକ ଗଠନରେ ସହଯୋଗ କରାଯାଇଥାଏ । ପରିବେଶ ସଚେତନତାର ଗୁରୁତ୍ୱକୁ ଉପଲବ୍‌ଧି କରି ବରିଷ୍ଠ ପର୍ଯ୍ୟବେକ୍ଷିକା ଦୀପାଞ୍ଜଳୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀ କୋମଳମତି ଶିଶୁମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲା । ବିଦ୍ୟାଳୟର ଏହି କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଂଶସା କରାଯାଇଛି ।

ANNUAL PROJECT EXHIBITION “ECHO EMPIRE” ORGANISED AT DAV, KALINGA NAGAR : Ommtv

Bhubaneswar 28.09- DAV Public School Kalinga Nagar organised                           

“ECO EMPIRE” - the Annual Project Exhibition by the students of LKG- Std II with an endeavor to promote scientific temperament and attitude of living in harmony with nature among the budding learners. The program was inaugurated by the Chairman Sj Madan Mohan Panda. Appreciating the innovative projects displayed by the students, he encouraged the students to develop the spirit of scientific enquiry and logical approach for a better tomorrow. More than 198 students of LKG- Std-II demonstrated their inventive exhibits of around 60 types on the theme ‘Save Environment’. The projects that aimed at spreading awareness among the masses about different environmental issues were an eye opener for all. The tender kids put up a splendid effort in arousing consciousness among the visitors of the urgent need to restrain our reckless activities that cause irreparable loss to the environment and in giving the clarion call of our duty and responsibility in handing over a better world to the next generation. Principal Sri Bipin Kumar Sahoo encouraged the young eco vanguards and congratulated them for their noble efforts. The entire programme was smoothly conducted under the supervision of the academic Co-Ordinator and the whole-hearted support of all the teachers and staff.