KISS Wins International Green Gown Awards 2023 : Ommtv
KISS Wins International Green Gown Awards 2023
KISS Wins International Green Gown Awards 2023 : Ommtv
Kalinga Institute of Social Sciences (KISS) has won 2023 International Green Gown Awards for Diversity, Equity, and Inclusion in Sustainability. The prestigious award was presented at a ceremony as a part of the UN High Level Political Forum on Sustainable Development on July 17, 2023. KISS stood out as the sole NGO in India to be shortlisted for this distinguished category.Among the 93 finalists representing 25 countries, KISS was recognised as one of the 12 winners for its Project Uday - creating changemakers in tribal pockets.The International Green Gown Awards, supported by esteemed organisations such as the United Nations Environment Programme, the Association of Commonwealth Universities (ACU), L’Agence universitaire de la Francophonie (AUF), International Association of Universities (IAU), and Higher Education Sustainability Initiative (HESI), celebrate and endorse the outstanding efforts of educational institutions worldwide in promoting sustainability. KISS rightly deserves the award as it has served as a shining example of impactful and innovative practices in sustainability.The organisation's honesty in sharing both successes and challenges faced along the journey demonstrates its bravery, confidence, and humility. This recognition highlights the importance of higher, technical, and vocational education institutions in addressing the pressing climate and biodiversity crises.The judges thought that Project Uday is a really inspiring and well thought through project, clearly scalable and social benefits are really clear and aligned with tackling some of the most challenging of the SDG's. The recognition will encourage KISS to contribute towards a sustainable world with renewed vigor, Prof. Achyuta Samanta, Founder of KIIT & KISS said, while congratulated students, staff and well-wishers of the institute for the achievement.
ଭୁବନେଶ୍ୱର : ସ୍ଥାୟିତ୍ୱରେ ବବି ିଧତା, ସମାନତା ଓ ଅନ୍ତର୍ଭୁକ୍ତିକରଣ ପାଇଁ କସି ୍କୁ ସ୧ାନଜନକ ଇଣ୍ଟରନ୍ୟାସ୍ନାଲ୍
ଗ୍ରୀନ୍ ଗାଉନ୍ ପୁରସ୍କାର ୨୦୨୩ ପ୍ରଦାନ କରାଯାଇଛି । ‘ଉଦୟ’ ପ୍ରକଳ୍ପ ପାଇଁ ଜଲୁ ।ଇ ୧୭ତାରଖି ରେ ଜାତସି ଂଘର ସା୍ଥୟୀ ବିକାଶ
ସମ୍ପର୍କିତ ଉଚ୍ଚସ୍ତରୀୟ ରାଜନୈତିକ ଫୋରମ୍ରେ ଏହି ସ୧ାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବର୍ଗରେ ମିଳିଥôବ ।
ପୁରସ୍କାର ନିମନ୍ତେ କସି ୍ ଭାରତର ଏକମାତ୍ର ଏନଜ୍ ିଓ ଭାବେ ମନୋନୀତ ହୋଇଛି । ଉଦୟ ପ୍ରକଳ୍ପ ପାଇଁ ୨୫ଟି ଦେଶରୁ ୯୩ଟି
ଅନଷ୍ଠୁ ।ନ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥେô ଲ । ସେମାନଙ୍କ ମଧ୍ୟରୁ ଭାରତରୁ କିସ୍ ଏକମାତ୍ର ହୋଇଥôବ । ବେଳେ ଅନ୍ୟାନ୍ୟ ଦେଶରୁ
୧୨ଟି ଅନୁଷ୍ଠାନ ପୁରସ୍କାର ପାଇଛନ୍ତି ।
ସୂଚନାଯୋଗ୍ୟ, ଜନଜାତି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ସହ ଜଡ଼ିତ କରାଇ ସେମାନଙ୍କୁ ଚେଞ୍ଜ
ଏଜେଣ୍ଟରେ ପରଣି ତ କରାଇବା ସହ ସେମାନଙ୍କୁ ସଶକ୍ତ କରାଇବା ଉଦ୍ଦେଶ୍ୟରେ ୨୦୧୮ରୁ ୨୨ ପର୍ଯ୍ୟ ନ୍ତ ଓଡଶି ଼ ।ର କୋରାପଟୁ ,
ମାଲକାନଗିରି, କନ୍ଧମାଳ ଓ ରାୟଗଡା଼ ଜିଲ୍ଲାରେ ଉଦୟ ପ୍ରକଳ୍ପ କାର୍ଯ୍ୟ କରୁଥିଲା । ଏପରିକିକୋଭିଡ୍ ସମୟରେ ମଧ୍ୟ ଏହି ପ୍ରକଳ୍ପ
ଜନଜାତି ଯୁବଗୋଷ୍ଠୀଙ୍କୁ ସଶକ୍ତ କରାଇବାରେ ସମର୍ଥ ହୋଇପାରିଥିଲା ।
ଜାତିସଂଘର ପରିବେଶ କାର୍ଯ୍ୟକ୍ରମ, ରାଜ୍ୟଗୋଷ୍ଠୀ ବଶି ୍ୱବିଦ୍ୟାଳୟ ସଂଘ (ଏସିୟୁ), ଏୟୁଏଫ୍, ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ସଂଘ
(ଆଇଏୟୁ) ଏବଂ ଉଚ୍ଚଶିକ୍ଷା ସ୍ଥାୟୀ ପ୍ରୟାସ (ଏଚ୍ଇଏସ୍ଆଇ) ସହଯୋଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏକ ସ୍ଥାୟୀ
ବଶି ୍ୱ ଗଠନ ପ୍ରୟାସକୁ ପ୍ରୋତ୍ସାହିତ କରିବା ନିମନ୍ତେ ବଶି ୍ୱର ବଭି ିନ୍ନ ଶକ୍ଷି ।ନୁଷ୍ଠାନକୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଦୀର୍ଘ
ଦନି ଧରି କିସ୍ ଏହିକ୍ଷେତ୍େର ର ପ୍ରଭାବୀଓ ସର୍ଜନାମତ୍କ ଢ଼ଙ୍ଗରେ କାର୍ଯ୍ୟ କରିଆସୁଥିବାରୁ କିସ୍କୁ ଏହି ପୁରସ୍କାକ ପ୍ରଦାନ କରାଯାଉଛି
ବୋଲି ପୁରସ୍କାର ଚୟନ କମିଟି ପକ୍ଷରୁ କହୁ ।ଯାଇଛି । କସି ୍ ନିଜ ଲକ୍ଷ୍ୟ ପଥରେ ଯାତ୍ରା ସମୟରେ ପାଇଥିବା ସଫଳତା ଓ
ଚ୍ୟାଲେଞ୍ଜଗୁଡ଼ିକୁ ସମାନ ଭାବେ ଗ୍ରହଣ କରି ଅନୁଷ୍ଠାନର ସାହସିକତା, ଆତ୍ମ ବଶି ୍ୱାସ ଓ ନମ୍ରତା ପ୍ରଦର୍ଶନ କରିଛି ବୋଲି ପୁରସ୍କାର
ଚୟନ କମିଟି ପକ୍ଷରୁ କୁହାଯାଇଛ ।ି ଏହି ସ୍ୱୀକତୃ ି ଜଳବାୟୁଓଜୈବ ବିବଧି ତା ସମସ୍ୟାର ସମାଧାନ କ୍ଷେତ୍େର ର ଉଚ୍ଚତର ବେଷୌ ୟକି
ଓ ବତ୍ତୃ ିଗତ ଶିକ୍ଷାନଷ୍ଠୁ ।ନର ମହତ୍ତ୍ୱ ଉପରେ ଗୁରତ୍ୱାରୋପ କରୁଛି ।
ଏହି ପୁରସ୍କାର ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିସ୍ର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ, କର୍ମଚାରୀ ଓ ଶୁଭେଚ୍ଛୁଙ୍କୁ
ଅଭନି ନ୍ଦନ ଜଣାଇବା ସହ ଏକ ସ୍ଥାୟୀ ବିଶ୍ୱ ଗଠନରେ କାର୍ଯ୍ୟ କରିବାକୁ ଏହି ପୁରସ୍କାର ଆହୁରି ଉତ୍ସାହିତ କରିବ ବୋଲି କହିଛନ୍ତି ।