Block Level Awareness Camp : Ommtv

Today, a block level awareness camp was held under the chairmanship of Block Veterinary Officer Antyyami Barik in Anukully in association with Anti-Cruelty Society, Mr. Shiv Shankar Mishra of Hindoo Vidy joined as the chief guest and formally inaugurated it by lighting the lamp. Dhenkanal AD, V, and Dr. Srikanth Kumar Parida, Hindol S, D, V, and Tapan Sutar, A, P, P, Vishwajit Kumar, Ranger Lohit Kumar Rath, Fire Service Officer Jamshiv Sethi, District Environment Center Coordinator were the keynote speakers. Ecologist Ratikant Gadnaik, District Forest

Block Level Awareness Camp : Ommtv

ବ୍ଲକ୍ ସ୍ତରୀୟ ସଚେତନତା ଶିବିର  : Ommtv

ଢେଙ୍କାନାଳ ଶଶିକାନ୍ତ ଗଡନାୟକ : ଆଜି ଜିବେ ନିଷ୍ଠୁରତା ନିରୋଧ ସମିତି ଆନୁକୁଲ୍ୟରେ ଏକ ବ୍ଲକ୍ ସ୍ତରୀୟ ସଚେତନତା ଶିବିର ବ୍ଲକ୍ ଭେଟନାରୀ ଅଧିକାରୀ ଅନ୍ତର୍ଯ୍ୟାମି ବାରିକ ଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଥିଲା ମୁଖ୍ୟ ଅତିଥି ଭାବେ ହିନ୍ଦୋଳ ବିଡିଓ ଶ୍ରୀ ଶିବ ଶଙ୍କର ମିଶ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଢେଙ୍କାନାଳ ଏ,ଡି, ଭି, ଓ ଡକ୍ଟର ଶ୍ରୀକାନ୍ତ କୁମାର ପରିଡା, ହିନ୍ଦୋଳ ଏସ୍,ଡି,ଭି,ଓ ତପନ ସୂତାର, ଏ, ପି,ପି,ବିଶ୍ୱଜିତ୍ କୁମାର, ରେଞ୍ଜର ଲୋହିତ କୁମାର ରଥ, ଅଗ୍ନୀ ସେବା ଅଧିକାରୀ ସଦାଶିବ ସେଠୀ,ଜିଲ୍ଲା ପରିବେଶ କେନ୍ଦ୍ର ସଂଯୋଜକ ପରିବେଶବିତ୍ ରତିକାନ୍ତ ଗଡନାୟକ, ଜିଲ୍ଲା ବନ୍ୟଜନ୍ତୁ ସୁରକ୍ଷା ସମିତି ପକ୍ଷରୁ ଅରବିନ୍ଦ ସାମଲ ଯୋଗ ଦେଇ ଜୀବ ମାନଙ୍କ ପ୍ରତି ନିଷ୍ଠୁରତା ଭାବ ନରଖି ଦୟା ଭାବ ସହ ସେବା କରି ପାରିଲେ ଗୃହ ପାଳିତ ପଶୁ ବିଶେଷ ଭାବେ ସୁରକ୍ଷିତ ରହି ପାରିବେ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ। ଖଜୁରିଆକଟା ଭି, ଏସ୍ ପ୍ରଜ୍ଞାସ୍ମିତା ସାହୁ, ରାସୋଳ ଭି, ଏସ୍, ଅଭିଷେକ ସାହୁ,ଭି,ଟି,ପ୍ରଦୀପ କୁମାର ଦାଶ, ଏଲ୍, ଆଇ, ଦିଲ୍ଲୀପ ଧଳ ପ୍ରମୂଖ କର୍ମଶାଳା କୁ ପରିଚାଳନା କରିଥିଲେ। #Dhenkanal #Ommtv #Omtv #Kalingacinearts #NBPC