ରଜ ଉତ୍ସଵ:Ommtv KalingaVikas

ରଜ ଉତ୍ସଵ:Ommtv KalingaVikas

ରଜ ଉତ୍ସଵ:Ommtv KalingaVikas

ରଜ ଉତ୍ସଵ:Ommtv KalingaVikas

କଟକ ଓ ଭୁବନେଶ୍ୱର ଦୈତ୍ଵ ନଗରୀ ମଧ୍ଯ ରେ ଥିବା ଫୁଲନଖରା ନିକଟସ୍ଥ ମୁଗଭଙ୍ଗା ଗ୍ରାମ ରେ ମା ଖରଖାଇ ଙ୍କ ପାଲା ମଣ୍ଡପ ଠାରେ ଓଡିଶା ର କୃଷି ଭିତିକ ଗଣପର୍ବ ରଜ ମଉଜ ଅବସର ରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଅଛି।ଉକ୍ତ ପ୍ରତିଯୋଗିତା କୁ ଅନୁଷ୍ଠାନିକ ଭାବେ ସକାଳ ଖବର ର ସାମ୍ବାଦିକ କାନନ ବିହାରୀ ନାୟକ, ଅମୁଲ୍ୟ କୁମାର ବାରିକ, ବିଭୁତି ତରାଇ, ନରେଶ ମହାନ୍ତି, ବିଚିତ୍ରା ନନ୍ଦ ଦଳାଇ, ସଚିତା ନନ୍ଦ ଦଳାଇ, ଅଜୟ ମହାନ୍ତି, ସୁଜାତା ପ୍ରଧାନ ସ୍ଵାଗତିକା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରଜ ପର୍ବ ର ମହତ୍ଵ ମାଟି ମା ଓ ମେଘ ର ମିଳନ ପର୍ବ ରଜ ବୋଲି ନିଜର ଅଭିଭାଷଣ ମାଧ୍ୟମ ରେ ଉପସ୍ଥାପନା କରି ଥିଲେ।ଏହି କାର୍ଯ୍ୟକ୍ରମ ଟି ର ସଂଯୋଜନା ଓ ପ୍ରତ୍ୟକ୍ଷ ତତ୍ତ୍ଵୀବଧାନ ର ଭାର ହେମନ୍ତ କୁମାର ଦଳାଇ ତୁଲାଇ ଥିବା ବେଳେ ଗ୍ରାମ ର ଉତ୍ସହୀ ଯୁବକ ବଂନ୍ଧୁ ମାନେ ସହଯୋଗ ର ହାତ ବଢ଼ାଇ ଥିଲେ। ଗ୍ରାମର ବୟୋଜ୍ୟେଷ୍ଟ ବ୍ୟାକ୍ତି ଏଥିରେ ସହଯୋଗ କରିଥିଲେ।ଆଖ ପାଖ ଗ୍ରାମ ର ଅନେକ ପ୍ରତିଭା ବାନ ନୃତ୍ୟ ଶିଳ୍ପୀ ପ୍ରତିଯୋଗିତା ଭାଗ ନେଇ ଚିତାକର୍ଷକ ନୁର୍ତ୍ୟ ପରିବେଷଣ କରି ଦର୍ଶକ ମାନଙ୍କ ମନ ଜିଣି ଥିଲେ।ନୁର୍ତ୍ୟ ପ୍ରତିଯୋଗୀତା ରେ ଭାଗ ନେଇ ଥିବା ସମସ୍ତ। ପ୍ରତିଯୋଗୀ ଙ୍କୁ ଅନୁଷ୍ଠାନ ତରଫ ରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା 

କାର୍ଯ୍ୟକ୍ରମ ଟିକୁ ସଚିତ୍ର ଦଳାଇ ମୁକେଶ ସ୍ୱାଇଁ,ଅଞ୍ଜନ ଦଳାଇ ପ୍ରମୁଖ ସହଯୋଗ କରିଥିଲେ....

ଫୁଲନଖରା ରୁ ଡ଼ନ୍‌