ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ମେରା ମଣ୍ଡଳୀ ରେ ପଥୋଲୋଜି ଷ୍ଟାପ,ପ୍ରସୂତି ବିଭାଗ ରଖିଛି ବନ୍ଦ,ରୋଗୀ ଅତ୍ୟଧିକ ଖର୍ଚ୍ଚାନ୍ତ ଭୋଗୁଛନ୍ତି ଓ ହନ୍ତସନ୍ତ ହେଉଛନ୍ତି:Ommtv kalinga vikas

.. .. ଢେଙ୍କାନାଳ ଜିଲ୍ଲାର ମୋଟଂଗା ଥାନା ଅଧୀନରେ ଥିବା ମେରା ମଣ୍ଡଳୀ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏ ଭଳୀ ଘଟଣା ଘଟିଛି।ଏହି ମେଡ଼ିକାଲ ଉପରେ ୫ଖଣ୍ଡ ଗ୍ରାମର ଲୋକେ ନିର୍ଭର ଶିଲ। ପ୍ରତ୍ୟେକ ଦିନ ଅନେକ ଅନେକ ରୋଗୀ ଚିକିତ୍ସା ହେବାକୁ ଆସନ୍ତି ଏଠାକୁ।କିନ୍ତୁ ଏହି ସ୍ବାସ୍ଥ୍ୟ କେନ୍ଦ୍ର ର ଚତୁର୍ପାସ୍ୱରେ ,ବହୁତ୍ କମ୍ପାନୀ ଗଢି ଉଠିଛି।ତେଣୁ ପ୍ରତ୍ୟେକ ଦିନ ବହୁ ପରିମାଣ ର ରୋଗୀ ଆସନ୍ତି ଏଠାକୁ ଚିକିତ୍ସା ହେବାକୁ। ଷ୍ଟାପ ଅଭାବ ହୋଇ ଛି ଏହି ମେଡ଼ିକାଲ ରେ।ଗୋଟିଏ ରୋଗ କୁ ଚିକିତ୍ସା କରିବାକୁ ଡକ୍ତର ,ପରୀକ୍ଷା କରିବାକୁ ଲେଖିଦେଉ ଛନ୍ତି।କିନ୍ତୁ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ପା ଥିଲୋଜିଷ୍ଟ ନଥିବାରୁ ଗରିବ ରୋଗୀ ମାନେ ବହୁ ଟଙ୍କା ଦେଇ ନିକଟସ୍ଥ ପ୍ରାଇଭେଟ୍ ପାଥିଲୋଜିଷ୍ଟ ବିଭାଗରେ ବହୁ ପରି,ମାଣ ର ଟଙ୍କା ଦେଇ ରକ୍ତ, ମଳ,ମୂତ୍ର ପରୀକ୍ଷା କରୁଛନ୍ତି।ତେଣୁ ବହୁତ୍ ଖର୍ଚ୍ଚାନ୍ତ ହେଉଛନ୍ତି ଗରିବ ଧରଣର ରୋଗୀ ଟିଏ।ଆହୁରି ମଧ୍ୟ ପ୍ରସୂତୀ ବିଭାଗ ଟିରେ ମଧ୍ୟ ବନ୍ଦ ରହିଛି।ଦୂର,ଦୁରାନ୍ତରୁ ଆସୁଥିବା ଗର୍ଭ ବତି ମହିଳା ମାନେ ,ପ୍ରସବ ପିଡାରେ ଏଠାକୁ ଆସିଲେ , ପ୍ରସୂତି ବିଭାଗ ରେ ପ୍ରସବ, ନ ହେବାରୁ ଫେରି ଯାଉଛନ୍ତି।ଫଳରେ ଗର୍ଭବତୀ ମହିଳା ମାନେ ବାଟରେ ଯାଉ ଯାଉ ମୃତୁ ବରଣ କରୁଛନ୍ତି।ଏହି ବାବଦରେ ମୁ ଡକ୍ତର ପରାମର୍ଶ ନେବାରୁ କହିଥିଲେ,ମେଡ଼ିକାଲ ରେ ଷ୍ଟାପ ଅଭାବ ଥିବାରୁ ରୋଗୀ ଚିକିତ୍ସା ଅସୁବିଧା ହେଉଛି। ଯଦି ଆଉ ଜଣେ ଡାକ୍ତର ପୋଷ୍ଟିଂ ହୁଅନ୍ତେ,ତେବେ ପ୍ରସୂତି ଭିବାଗ ଟି କାର୍ଯ୍ୟ କାରୀ ହୁଅନ୍ତା।ମେଡ଼ିକାଲ ଭିତରେ ଷ୍ଠାପ ରହିବାକୁ କ୍ୱାଟର ନାହିଁ।ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି ମେଡ଼ିକାଲ କ୍ୱାଟ ର ଗୁଡ଼ିକ?ଆହୁରି ମଧ୍ୟ, ୨ବର୍ଷ ହେବ ବହୁ ମୂଲ୍ୟରେ ପୂର୍ବତନ ନବୀନ ସରକାର ଙ୍କ ସମୟରେ,ନୂଆ ଘର୍ ଟିଏ ତିଆରି ହୋଇଛି।କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କଟ୍ରା କ୍ତର ଅଧୀନରେ ରହିଛି।ଆଜି ପର୍ଯ୍ୟନ୍ତ ଡକ୍ଟର ଅଧିକାର ରହିନାହିଁ। ଫଳ ରେ ଘ ର ଟି ବହୁତ୍ ବର୍ଷ ଧରି ପଡ଼ିରହିଛି।ତେଣୁ ଦେଖିବାକୁ ବାକି ରହିଲା କେବେ ମେରା ମଣ୍ଡଳୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସମସ୍ତ ସୁବିଧା ଗର୍ଭବତୀ ମହିଳାଙ୍କୁ ମିଳିବ?
ଓଡା ପଡ଼ା ରୁ ବନଜା କୁମାରୀ ସାହୁ,ଓମ ଟିଭି