Dhenkanal Spo.. News

Dhenkanal Spo.. News

OMM TV ଢେଙ୍କାନାଳ ଶଶିକାନ୍ତ ଗଡନାୟକ) ଢେଙ୍କାନାଳ ଜିଲ୍ଲା ର କନିଷ୍ଠ ବର୍ଗର ଭଲିବଲ କ୍ରୀଡାବିତ୍ ହିନ୍ଦୋଳ ବ୍ଲକ୍ କଣ୍ଟାବଣିଆ ଥାନା ଅନ୍ତର୍ଗତ ପାଇକ ପୁରୁଣାକୋଟ୍ ଗ୍ରାମର ଛବି ପ୍ରଧାନ ଙ୍କ ପୁତ୍ର ମୁକେଶ ପ୍ରଧାନ ଟାଟା ଷ୍ଟିଲ୍ ପକ୍ଷରୁ ପଶ୍ଚିମବଙ୍ଗ ହୁଗୁଳି ଠାରେ ଆୟୋଜିତ 45 ତମ ଜାତୀୟ ସବ୍ ଜୁନିୟର୍ ଭଲି ବଲ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଉତ୍କୃଷ୍ଠତା ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସ ରେ କୋଚ୍ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ସଫଳତା ପାଇଁ କୋଚ୍ ଆଶୁତୋଷ ପାତ୍ର ଓ ଦିୟା ମାଜିମାଦାଇନ୍ ଙ୍କ ପ୍ରଶିକ୍ଷଣ ପ୍ରଦାନ ପାଇଁ ଅଞ୍ଚଳବାସୀ ଦୁଇ ପ୍ରଶିକ୍ଷକ ଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ମଧ୍ୟରୁ ଏଭଳି କ୍ରୀଡା ପ୍ରତିଭା ମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉ ଥିବାରୁ ଟାଟା ଷ୍ଟିଲ୍ କର୍ତ୍ତୃପକ୍ଷଙ୍କୁ କ୍ରୀଡାପ୍ରେମୀ ତଥା ଜନସାଧାରଣ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। #Dhenkanal #Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideos