HB+ celebrates Burpee and Breakfast Annual Festival 2023 : Ommtv

HB+ celebrates Burpee and Breakfast Annual Festival 2023

HB+ celebrates Burpee and Breakfast Annual Festival 2023 : Ommtv
ସାମଗ୍ରିକ ସ୍ବାସ୍ଥ୍ୟର ବାର୍ତ୍ତା ଦେଲା “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ
ଏଚଏବି ପ୍ଳସ ପକ୍ଷରୁ ଜନସାଧାରଣଙ୍କ ପାଇଁ “ବର୍ପି ଏବଂ ବ୍ରେକଫାଷ୍ଟ” କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସୁସ୍ଥ ଏବଂ ସ୍ଥାୟୀ ଜୀବନଶୈଳୀ ଫିଟନେସ୍ ଦେବାକୁ ଲକ୍ଷ୍ୟ ରଖିଛି । ଏହି ପରିପ୍ରେକ୍ଷୀରେ ରବିବାର ହୋଟେଲ ଲେମନ ଟ୍ରୀ ଠାରେ "ବର୍ପି ଏବଂ ବ୍ରେକଫାଷ୍ଟ ବାର୍ଷିକ ଉତ୍ସବ ୨୦୨୩ " ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡିଆଇଜି ସତ୍ୟଜିତ୍ ନାୟକ ଉପସ୍ଥିତି ରହି ଉଦଘାଟନ କରିଥିଲେ। ଅନୁଷ୍ଠାନର ସହ ପ୍ରତିଷ୍ଠାତା ଶୁଭଦୀପ ରୟ ଚୌଧୁରୀ କହିଛନ୍ତି, ଆମେ ୩ବର୍ଷରେ ପଦାର୍ପଣ କରିଛୁ,ଏହି ଇଭେଣ୍ଟ ମାଧ୍ୟମରେ ଆମେ ଜନସାଧାରଣଙ୍କୁ ପ୍ରେରଣା ଦେବା ପାଇଁ ଲକ୍ଷ୍ୟ ରଖିଛୁ । ଉନ୍ନତ କଲ୍ୟାଣ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଆଡକୁ ଏହା ଏକ ଯାତ୍ରା। ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ପ୍ରତିପୋଷଣ ପାଇଁ ପ୍ରତିବଦ୍ଧତାକୁ ପ୍ରତିଫଳିତ କରି କମିଶନରେଟ୍ ପୋଲିସ୍, କଟକ ଏବଂ ଭୁବନେଶ୍ୱର ମଧ୍ଯ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯାଇଛି। ଏହି ଅବସରରେ ପୂଲ୍ work-out, night work-out ଆଦି କାର୍ଯ୍ୟକ୍ରମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବ୍ୟବସାୟିକ ବ୍ୟକ୍ତିତ୍ୱ, ସରକାରୀ କର୍ମଚାରୀ, ସମ୍ମାନିତ ଡାକ୍ତର ଏବଂ ଫିଟନେସ୍ ଉତ୍ସାହୀଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। #Ommtv #Omtv #viral #viralpage #bhubaneswarsmartcity

HB+ celebrates "Burpee and Breakfast Annual Festival, 2023" : Ommtv

Fitness is something everyone's running for nowadays. This is to drag the attention of all towards a leading fitness organisation "HB+", that redefines fitness by making it an enjoyable and personalised experience. It addresses the fitness needs of clients worldwide. HB+ aims to inspire individuals to embrace fitness as an essential component of a wholesome and sustainable lifestyle through their flagship event, "Burpee and Breakfast ".HB+ has celebrated the "Burpee and Breakfast Annual Festival 2023" on 30th July, Sunday at Lemon Tree Premier, Bhubaneswar. The festival was inaugurated by Chief Guest DIG Satyajit Naik. The entire day extravaganza was specially curated for everyone featuring an array of engaging activities, including six invigorating workout sessions with morning sessions, pool workouts, night workouts as well as sessions for kids. The presence of many distinguished guests including top business personalities, government officials, esteemed doctors, and fitness enthusiasts made the event a great success."We are thrilled to bring to you, 'Burpee and Breakfast Annual Festival 2023', as we turn three, which showcases our vision of promoting fitness as a joyful and fulfilling experience. Through this event, we aim to inspire individuals to embark on a journey towards improved well-being and holistic health", said Subhadeep Ray Choudhury, the Cofounder of HB+. This event has also been extended to the esteemed Commissionerate of Police, Cuttack and Bhubaneswar, reflecting its commitment to foster health and fitness across diverse communities.