ରାସୋଳ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା : Ommtv

ରାସୋଳ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା

ରାସୋଳ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା : Ommtv

ରାସୋଳ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ) : ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ହାଇସ୍କୁଲ ପରିସରରେ ଆଜି ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରେ ଦୁଦୁରକୋଟ ଜନତା ରାଜ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ରାଜ୍ୟ ସରକାର ଙ୍କ ଦ୍ଵାରା ପୁରସ୍କୃତ ବିଜ୍ଞାନ ଶିକ୍ଷକ ରାମ ଚନ୍ଦ୍ର ସାହୁ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ଉକ୍ତ ସେମିନାର ରେ ଜନତା ରାଜ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ହରିହର ନାଥ ଗାଇଡ୍ ଭାବେ ଯୋଗ ଦେଇଥିଲେ। ପ୍ରଥମ ପୁରସ୍କାର ପାଇ ସ୍କୁଲକୁ ଗୌରବାନ୍ୱିତ କରିଥିବାରୁ ସୁଶ୍ରୀ ଲୁସି ସାହୁଙ୍କୁ ମୋ ସ୍କୁଲ୍ ଅଭିଯାନ ପକ୍ଷରୁ ସମସ୍ତ ସଭ୍ଯସଭ୍ୟା ଓ ଷ୍ଟାଫ୍ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି।