KIIT TBI Gets Successful Incubator of the Year 2023 Award : Ommtv

KIITTBI Gets Successful Incubator of the Year 2023 Award

KIIT TBI Gets Successful Incubator of the Year 2023 Award : Ommtv
KIIT-TBI Gets Successful Incubator of the Year 2023 Award : Ommtv
KIIT-TBI has been awarded the Successful Incubator of the Year 2023 by the Startup Odisha, MSME Department, Govt of Odisha. Shri Pratap Keshari Deb, Hon’ble Minister of MSME, Govt of Odisha presented the award to Dr Mrutyunjay Suar, CEO, KIIT-TBI. KIIT TBI has done exemplary work in technology incubation sector and has set a high benchmark. Earlier, KIIT-TBI adjudged the best TBI of India by the Department of Science and Technology, Govt of India and Best TBI of Asia by Asian Association of Business Incubation (AABI). Expressing happiness over the success, Dr. Achyuta Samanta, Founder, KIIT & KISS congratulated Dr. Suar and his team.

କିଟ୍ ଟିବିଆଇକୁ ସଫଳ ଇନକ୍ୟୁବେଟର ୨୦୨୩ ପୁରସ୍କାର
ଭୁବନେଶ୍ୱର,୧ ।୨: କିଟ୍ ଟିବିଆଇ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବେ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା କିଟ୍ ଟିବିଆଇକୁ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବରେ ପୁରସ୍କୃତ କରାଯାଇଛି । ବୁଧବାର ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କଠାରୁ କିଟ୍ ଟିବିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ । କିଟ୍ ଟିବିଆଇ ଟେକ୍ନୋଲୋଜି ଇନକ୍ୟୁବେସନ କ୍ଷେତ୍ରରେ ସମଗ୍ର ଦେଶରେ ଉଦାହାରଣ କରିବା ସହ ମାପଦଣ୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ କିଟ୍ ଟିବିଆଇ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଏସିଆନ ଆସୋସିଏସନ୍ ଅଫ୍ ବିଜିନେଶ ଇନକ୍ୟୁବେସନ (ଏଏବିଆଇ) ଦ୍ୱାରା ଭାରତର ସର୍ବୋତ୍ତମ ଟିବିଆଇ ଭାବେ ପୁରସ୍କୃତ ହୋଇଛି । ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ, ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ସୁଆର ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

Join New Bhubaneswar Press Club : 8908070117

ଓମଟିଭି ପାଇଁ ବ୍ଲକ ପ୍ରତିନିଧି ଆବଶ୍ୟକ : ୮୯୦୮୦୭୦୧୧୭