ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ମାସ ପରେ ମାସ ବିତିଗଲା କେବେ ଆଉ ସୁଧୀରିବ:Ommtv Kalingavikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ମାସ ପରେ ମାସ ବିତିଗଲା କେବେ ଆଉ ସୁଧୀରିବ:Ommtv Kalingavikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ମାସ ପରେ ମାସ ବିତିଗଲା କେବେ ଆଉ ସୁଧୀରିବ:Ommtv Kalingavikas

ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତା ମାସ ପରେ ମାସ ବିତିଗଲା କେବେ ଆଉ ସୁଧୀରିବ:Ommtv Kalingavikas

କଳାହାଣ୍ଡି ଜିଲ୍ଲା, ୦୭/୦୬ (କବି) ଜିଲ୍ଲା ପ୍ରତିନିଧି (ମହେଶ୍ୱର) ଙ୍କ ରିପୋର୍ଟ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ମୁଖ୍ୟ ନ କହିଲେ ଭଲ I ଆଜ କୁ ୦୫ ରୁ ୦୬ ମାସ ହେଲା ମୁଖ୍ୟ ରାସ୍ତାର ଦୁଇ କଡରେ ଥିବା ଡ୍ରେନରୁ ମଳିଆ ଆବର୍ଜନା ସଫା ହେଲା ଲାଞ୍ଜିଗଡ ପଞ୍ଚାୟତ ସରପଞ୍ଚ ମେଡମ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ତତ୍ୱ ଅବଧାନରେ ଲାଞ୍ଜିଗଡ ମୁଖ୍ୟ ରାସ୍ତା ସଫଇ କାମ ହେଇଥିଲା I ଆମେ ଗତ ମାସ ବା ତା ୦୫/୦୫/୨୦୨୫ ରିଖ ଦିନ ସରପଞ୍ଚ ମେଡମ ଓ ଶ୍ରୀ ମେହେରଙ୍କୁ କହିଥିଲୁ ଯେ ଏଇ ଯେଉଁ ଡ୍ରେନ ଉପରେ ସିମେଣ୍ଟ ପ୍ଲେଟ ପଡିଥିଲା ତାକୁ ପୁନଃ ଆପଣ ଯଥା ଶୀଘ୍ର କମିଟିକୁ କରେଇ ଦିଆନ୍ତୁ, କିନ୍ତୁ ଆମକୁ ସରପଞ୍ଚ ମେଡମ ଓ ଶ୍ରୀ ମେହେର ପ୍ରତିଶୃତି ଦେଇ କହିଥିଲେ ଯେ ଆମେ ଏଇ ମାସ ୧୫ ଠାରୁ ୨୦ ତାରିଖ ଭିତରେ ରାସ୍ତାର ଦୁଇ କଡରେ ଥିବା ଡ୍ରେନ ଉପରେ ସିମେଣ୍ଟ ପ୍ଲେଟ ପାକେଦେବୁ ବୋଲି ଆମ ସମ୍ମୁଖରେ ପରି ପ୍ରକାଶ କରିଥିଲେ I ଆମେ ସେହି ସମୟରେ ସରପଞ୍ଚ ମେଡମ ଓ ଶ୍ରୀ ମେହେରଙ୍କୁ ସହର ମୁଖ୍ୟ ରାସ୍ତାର ଡ୍ରେନ ମୁକୁଳା ଥିବା ହେତୁ ବୋହୁ ଦୁର୍ଘଟଣା ମାନ ଘଟୁଛି କିନ୍ତୁ ସେ ଆଜକୁ ପ୍ରତିଶୃତି ଦେଇ ଏକ ମାସ ପୂର୍ତ୍ତି ହେଲାଣି କିନ୍ତୁ କୌଣସି କାମ ଏବ ପର୍ଯ୍ୟନ୍ତ ଡ୍ରେନ ଉପରେ ସିମେଣ୍ଟ ପ୍ଲେଟ ପଡିବା କାର୍ଯ୍ୟ ଆରମ୍ଭ ହୋଇନାହିଁ I ଏବେ ବର୍ତ୍ତମାନ ଆଘକୁ ବା ଚଳିତ ମାସ ୨୭ ତାରିଖ ଦିନ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି ଯଦି ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ଦୁଇ କଡର ଡ୍ରେନ ଉପରେ ସିମେଣ୍ଟ ପ୍ଲେଟ ନ ପଡେ ତବେହେଲେ ବୋହୁ ଦୁର୍ଘଟଣା ଘଟିବା ନିଶ୍ଚତ I ଏହି ଲାଞ୍ଜିଗଡ ରଥଯାତ୍ରା ଦେଖିବା ପାଇଁ ଦୂର ଦୂରାନ୍ତରୁ ଭକ୍ତ ଜଗା କାଳିଆକୁ ଦର୍ଶନ କରିବା ଓ ରଥ ଭିଡ଼ିବା ପାଇଁ ଦୌଡ଼ି ଆସିଥାନ୍ତି I ହଜାର ହଜାର ଭକ୍ତଙ୍କ ସମାଗମ ଫଳରେ ମୁଖ୍ୟ ରାସ୍ତା ଆଜି ପର୍ଯ୍ୟନ୍ତ କାମ ସମ୍ପୂର୍ଣ ହୋଇନାହିଁ ଆଉ କେବେ ଆଉ ହେବ ? ବାରମ୍ବାର ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ନିୟୁଜକୁ ନେଇ ସବୁ ମିଡ଼ିଆ ବନ୍ଧୁ ଲେଖିଲା ପରେ ମଧ୍ୟ ଖାତିରି ନାହିଁ ସରପଞ୍ଚ ମେଡମଙ୍କର କି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ମେହେର ଙ୍କ ର,ଲାଞ୍ଜିଗଡ ପଞ୍ଚାୟତ ବାସୀ କହିବା କଥାଯେ ଯଦି ଲାଞ୍ଜିଗଡ ସହରର ମୁଖ୍ୟ ରାସ୍ତାର ଦୁଇ କଡରେ ଥିବା ଡ୍ରେନ ଉପରେ ପ୍ଲେଟ ରଥଯାତ୍ରା ପୂର୍ବରୁ ନପଡେ ତେବେହେଲେ ବୋହୁ ଦୁର୍ଘଟଣା ମାନ ଘଟିବ ଯଦି କୌଣସି ଅକସ୍ମାତ ଅଘଟଣ ଘଟେ ତେବେହେଲେ ସେଥିପାଇଁ ପଞ୍ଚାୟତହିଁ ଦାଇ ରହିବ ବୋଲି ଆମ ଆଘରେ ଲାଞ୍ଜିଗଡ କିଛି ଜ୍ଞାନୀ ମାନି ଭଦ୍ର ଲୋକ ପରି ପ୍ରକାଶ କରିଛନ୍ତି I