ଟାଟା ପାଇଁ ଜୀବନ ବିପଦରେ ଶ୍ରମିକଙ୍କର : Ommtv

ଟାଟା ପାଇଁ ଜୀବନ ବିପଦରେ ଶ୍ରମିକଙ୍କର

ଟାଟା ପାଇଁ ଜୀବନ ବିପଦରେ ଶ୍ରମିକଙ୍କର : Ommtv

ଟାଟା ପାଇଁ ଜୀବନ ବିପଦରେ ଶ୍ରମିକଙ୍କର : Ommtv

(ହିନ୍ଦୋଳ ରତିକାନ୍ତ ଗଡନାୟକ)ଢେଙ୍କାନାଳ ମେରାମଣ୍ଡଳୀ କଣ୍ଟାବଣିଆ ଥାନା ଅନ୍ତର୍ଗତ ଭୂଷଣ ଟାଟା ଷ୍ଟିଲ କମ୍ପାନୀ ଭିତରେ ଗ୍ଯାସ ପାଇପ୍ ଫାଟି ଅନେକ ଲୋକ ଗୁରୁତର ଆହତ ହୋଇଥିବାର ଖବର ମିଳିଛି। ମୃତାହତ ସଂଖ୍ୟା ଜଣା ନ ପଡିଥିଲେ ବି ଆମ୍ବୁଲାନ୍ସ ଦ୍ଵାରା ଆହତ ବ୍ୟକ୍ତି ମାନଙ୍କୁ କଟକ ଅଶ୍ଵିନି,ଅନଗୁଳ ଢେଙ୍କାନାଳ ଆଦି ହସ୍ପିଟାଲ କୁ ଆହତ ବ୍ୟକ୍ତି ମାନଙ୍କୁ କଢ଼ା ଚାଲିଛି। ଖବର ପାଇ ଓଡାପଡା ତହସିଲଦାର ଓ କଣ୍ଟାବଣିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।ନିରାପତ୍ତା ଦୃଷ୍ଟିରୁ ଗେଟ୍ କୁ ସିଲ କରି ଦିଆ ଯାଇଛି। ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ମଧ୍ଯ ବାରଣ କରାଯାଇଅଛି। ଖବର ପାଇ ଏବେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ ସେଠି ଓ ଜିଲ୍ଲା ଏସ୍, ପି, ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। #Crimenews #Dhenkanal #Tata #Ommtv #Omtv #Kalingacinearts #NBPC