ଢେଙ୍କାନାଳ ଜିଲାର ଅନୁଗୁଳ ଓ ଢେଙ୍କାନାଳ ପର୍ଯ୍ୟନ୍ତ ଜମଯନ୍ତା : ଓମଟିଭି

ଜାତୀୟ ରାଜପଥ 55 ବର୍ତ୍ତମାନ ମରଣ ଯନ୍ତା ସାଜିଛି।ସରକାର,ଜିଲା ପ୍ରଶାସନ ଓ ଲୋକପ୍ରତିନିଧି ମାନେ ବର୍ତ୍ତମାନ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଛନ୍ତି।ଏହି

ଢେଙ୍କାନାଳ ଜିଲାର ଅନୁଗୁଳ ଓ ଢେଙ୍କାନାଳ ପର୍ଯ୍ୟନ୍ତ ଜମଯନ୍ତା : ଓମଟିଭି

ଢେଙ୍କାନାଳ ଜିଲାର ଅନୁଗୁଳ ଓ ଢେଙ୍କାନାଳ ପର୍ଯ୍ୟନ୍ତ ବ୍ୟାପିଥିବାରାସ୍ତା ଏବେ ଜମଯନ୍ତା : ଓମଟିଭି

ଢେଙ୍କାନାଳ, (ଓମ ): ଜାତୀୟ ରାଜପଥ 55 ବର୍ତ୍ତମାନ ମରଣ ଯନ୍ତା ସାଜିଛି।ସରକାର,ଜିଲା ପ୍ରଶାସନ ଓ ଲୋକପ୍ରତିନିଧି ମାନେ ବର୍ତ୍ତମାନ କୁମ୍ଭକର୍ଣ୍ଣ ନିଦ୍ରା ରେ ସୋଇଛନ୍ତି।ଏହି ରାସ୍ତାର ଚତୃ ପାର୍ଶ୍ୱରେ ଅନେକ କମ୍ପାନୀ ଗଢି ଉଠିଛି।ଟାଟା ଷ୍ଟିଲ ମେରାମଣ୍ଡଳୀ,ନବ ଭାରତ ଭେଞ୍ଚର ଲିମିଟେଡ଼ କମ୍ପାନୀ,BRG , ଅନେକ କମ୍ପାନୀକୁ ଏହି ରାସ୍ତା ଦେଇ ପ୍ରତେକ ଦିନ ବହୁ ଗାଡି ଚଳା ଚଳ ହେଉଛି।କିନ୍ତୁ ଏହି କମ୍ପାନୀର କର୍ତ୍ତୃପକ୍ଷ ଙ୍କର ମଧ୍ୟ ଏହି ରାସ୍ତା ଉପରେ ନଜର ପଢୁ ନାହିଁ।କାହିଁକି ପ୍ରଶାସନିକ ଅଧିକାର ନିରବ ଦ୍ରଷ୍ଟା ସାଜିଛନ୍ତି?ସରକାର କାହିଁକି ଏହି ପୂର୍ବ ଓଡିଶା ଉପରେ ନଜର ନାହିଁ?କେତେ ଯେ ଆଉ ମୁଣ୍ଡ ନେବ ଜାତୀୟ ରାଜପଥ 55?ପ୍ରତି ସୃତି ଉପରେ ପ୍ରତିଶୃତି ?ତାହା କେବଳ କାଗଜ ପତ୍ର ର ପ୍ରତିଶୃତି?କିନ୍ତୁ ଦୟନୀୟ ,ଅଵସ୍ଥାରେ ପଡିରହିଛି ଜାତୀୟ ରାଜପଥ।ଶେଷରେ କମ୍ପାନୀ ର ରାସ୍ତା କଡରେ ପକାଇଥିବା ଦଷ୍ଟଅ ଗୁଣ୍ଟ ଆହୁରି ବିପଦ ପୂର୍ଣ୍ଣ ହୋଇ ପଡିଛି ଜଣ ସାଧାରଣ ଙ୍କ ପାଇଁ।କମ୍ପାନୀ ଗୁଡିକ ରାସ୍ତା କଡରେ ଗଦାଇ ଥିବା ପାଉଁଶ ବର୍ତ୍ତମାନ ବର୍ଷା ଜଳରେ ତରଳି ରାସ୍ତା ଉପରେ କାଦୁଅ ପଛ ପଛ ସୃଷ୍ଟି କରିଛି,ଦେଖନ୍ତୁ ବାଇକ ଆରୋହି କିପରି ଜାତା ୟତ କରୁଛନ୍ତି।ଟିକିଏ ଆସାବ ଧାନତା ରେ , ଯଦି ସ୍ଲିପ କରେ ଚକା, ପ୍ରାଣବାୟୁ ଉଡିଯିବ ଟ୍ରକ ଚକା ତଳେ।ଛି ଛି ଏ ସରକାର।ସରକାରଙ୍କର ମନ ମୁଖୀ ଶାସନ ଜୋଙ୍ଗୁ ଅକାଳରେ ଅନେକ ଜୀବନ ଚାଲି ଯାଉଛି ଏହି ରାସ୍ତାରେ।ଦେଖିବାକୁ ବାକି ରହିଲା, କେବେ ଏହି ସରକାରଙ୍କର ନିଦ ଭାଙ୍ଗୁଛି ରାସ୍ତା ପୂର୍ଣ୍ଣ କରିବାକୁ?କେଉଁ ମସିହାରେ ଶେଷ ହେବ ରାସ୍ତାର ପୂର୍ଣ୍ଣ କାର୍ଯ୍ୟ?ନା ସରକାର ଖାଲି ମିଛ ପ୍ରତିଶୃତି ଦେଇ ଚାଲିବେ? ରିପୋର୍ଟ : ବନଜା କୁମାରୀ ସାହୁ, ମେରାମଣ୍ଡଳୀ(ଓମଟିଭି )