୪ ବର୍ଷ live in relationship ରେ ରହି ଛୁଆ ଜନ୍ମ ଘଟଣା - orissa High Court ଙ୍କ ଗୁରୁସ୍ଵପୁର୍ଣ ରାୟ : ଓମଟିଭି

High court ଙ୍କ ଆଦେଶର ଏକକିତା ନକଲ ପାଇବାର ୧୦ ଦିନ ମଧ୍ୟରେ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଖଣ୍ଡପୀଠ ଙ୍କ ନିର୍ଦେଶ |  ଘଟଣା - ପୁଅ ଝିଅ ଦୁଇଜଣ live in relationship ରେ

୪ ବର୍ଷ live in relationship ରେ ରହି ଛୁଆ ଜନ୍ମ ଘଟଣା - orissa High Court ଙ୍କ ଗୁରୁସ୍ଵପୁର୍ଣ ରାୟ : ଓମଟିଭି

୪ ବର୍ଷ live in relationship ରେ ରହି ଛୁଆ ଜନ୍ମ ଘଟଣା - orissa High Court ଙ୍କ ଗୁରୁସ୍ଵପୁର୍ଣ ରାୟ : ଓମଟିଭି
 High court ଙ୍କ ଆଦେଶର ଏକକିତା ନକଲ ପାଇବାର ୧୦ ଦିନ ମଧ୍ୟରେ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ଖଣ୍ଡପୀଠ ଙ୍କ ନିର୍ଦେଶ |
 ଘଟଣା - ପୁଅ ଝିଅ ଦୁଇଜଣ live in relationship ରେ ରହୁଥିଲେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହେଲା , ସେମାନେ ଓଡିଶା ଫେରିବା ପରେ ଝିଅ ଆଉ ପୁଅ ପାଖକୁ ଫେରିଲା ନାହିଁ ଅନ୍ୟତ୍ର ବିବାହ ପାଇଁ ଯୋଜନା କଲା , ଛୋଟ ଝିଅଟି ବାପା ପାଖରେ  ଥିଲା , ଘଟଣା ମହିଳା ଥାନା ଭୁବନେଶ୍ୱର ରେ ପହଁଚିଲା ଥାନାରେ ପୁଅ ନାମରେ ଏକ ମିଥ୍ୟା ମାମଲା ହେଲା , ପୁଅ କଥା କେହି ଶୁଣିଲେ ନାହିଁ, ପୁଅ ଟି ବିକଳ ହୋଇ ଗଣମାଧ୍ୟମ ଆଗରେ ଆମୁଳ ଚୁଳ କହିଥିଲା ଘଟଣା ଟି ଲୋକ ଲୋଚନ କୁ ଆସି ଯିବାରୁ ପିଲାଟି ସିନା ସାମୟିକ ଭାବରେ ଜେଲ ଯିବାରୁ ବଂଚିଗଲା   ହେଲେ ତାର କୁନି ଝିଅ ଟି ତା ପଖଜରୁ ଛଡାଇ ନେଇଗଲେ, ପୁଅ ଟି ସବୁଆଡୁ ନିରାଶ ହୋଇ ଶେଷରେ ପୁରୁଷ କମିଶନ ର ଆବାହକ ଆଇନୀଜୀବୀ ବ୍ୟୋମକେଶ ତ୍ରିପାଠୀ  ଙ୍କ ପାଖରେ ପହଁଚିଲା , ଏହି ସମ୍ପର୍କିତ ଏକ ମାମଲା Orissa High Court ହୋଇଥିଲା , no - CRLMP -1299 /2022 ,ଏହି ମାମଲା ର ଶୁଣାଣି ଆଜି !3 .07 .2022 ତାରିଖ ଦିନ ଥିଲା |ଘଟଣା ର ଗୁରୁତ୍ବ କୁ ଉପଲବ୍ଧି କରି ସନମାନିୟ ଖଣ୍ଡପୀଠ ଆଜି DCP ଭୁବନେଶ୍ୱର ଙ୍କୁ ୧୦ ଦିନ ମଧ୍ୟରେ ଆଇନି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି |  ପ୍ରକାଶ ଥାଉକି ୨ ବର୍ଷର ଛୁଆଟି ଏବେ କେଉଁଠି ଅଛି ତାର କିଛି ଖବର ନାହିଁ | (ରିପୋର୍ଟ: ବ୍ୟମକେସ୍)