ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ : Ommtv Round The Clcok

ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ : Ommtv Round The Clcok

ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ : Ommtv Round The Clcok

ବରିଷ୍ଠ ନାଗରିକ ସଂଘର ସପ୍ତମ ବାର୍ଷିକ ଉତ୍ସବ : Ommtv Round The Clcok

ଭୁବନେଶ୍ୱର,୧ା୪ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ବରିଷ୍ଠ ନାଗରିକ
ସଂଘର ସପ୍ତମ ବାର୍ଷିକ ଉତ୍ସବ ଚନ୍ଦ୍ରଶେଖରପୁର ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ
ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି କୃଷ୍ଣ ଚନ୍ଦ୍ର ସୂଆରଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ
ସୁଶାନ୍ତ କୁମାର ରାଉତ ଯୋଗଦେଇ ବରିଷ୍ଠ ମାଗରିକ ମାନଙ୍କ ପାଇଁ ମାନ୍ୟବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ କହିଥିଲେ ।
ମୁଖ୍ୟବକ୍ତା ଭାବେ ଯୁଗଳ କିଶୋର ସାହୁ, ସମ୍ମାନୀତ ଅତିଥି ଭାବେ
କର୍ପୋରେଟର ଲାଲ ମୋହନ ଟୁଡୁ, ମୋନାଲିସା ସାହୁ, ଯୁବନେତା ମନୋଜ
କୁମାର ସାହୁ, ରାଜ୍ୟ ବରିଷ୍ଠ ନାଗରିକ ମହାସଂଘ ସଭାପତି ଡ. ମଧୂମାଧବ ଜେନା
ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ମାନଙ୍କର ବିଭିନ୍ନ ସମସ୍ୟା ଓ ଏହାର
ପ୍ରତିକାର ଉପରେ ଆଲୋକପାତ କରିଥିଲେ । ସଂଘର ସମ୍ପାଦକ ରବିନ୍ଦ୍ର ନାଥ
ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ଯୁଗ୍ମ ସମ୍ପାଦକ କ୍ଷୀରୋଦ
ଚନ୍ଦ୍ର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ୬ ଜଣ ଅତି
ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଉପସଭାପତି ପବିତ୍ର
ମୋହନ ପରିଚ୍ଛା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ
କୋଷାଧ୍ୟକ୍ଷ ବଂଶୀଧର ନାୟକଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା, ସଦସ୍ୟ ଓ ସ୍ଥାନୀୟ ବରିଷ୍ଠ
ନାଗରିକ ମାନେ ଉପସ୍ଥିତ ଥିଲେ ।

7th Anniversary of Senior Citizens Association

Bhubaneswar, 14 Chandrashekharpur Housing Board Colony Senior Citizens
The seventh anniversary of the association is held at the Gayatri Temple premises in Chandrashekharpur
It has been held in a grand ceremony । Union President Krishna Chandra Suar
North MLA as the chief guest in this event held under the chairmanship
Sushant Kumar Raut joined Hon'ble for Senior Magicians
Chief Minister Naveen Patnaik spoke about the various schemes ।
Jodi Kishore Sahu as the keynote speaker, as the guest of honour
Corporator Lal Mohan Tudu, Monalisa Sahu, Youth Manoj
Kumar Sahu, State Senior Citizens Association President Dr. Dhumadhav Jena
Various problems of senior citizens attended by the chief and its
He highlighted the remedy । Union Editor Rabindra Nath
Patnaik read out the annual report while Joint Editor Kshirod
Chandra Mallik introduced the guest । On this occasion, 6 people are very
Senior citizens were promoted । Finally, the Vice President is holy
Mohan Parichha thanked everyone । In this program
All the workers, members and local seniors of the association including Treasurer Fulidhar Naik
Citizens were present ।