ଉତ୍ତର ବିଜେପିର ବୁଦ୍ଧ ପାର୍କରେ ଜନସମ୍ପର୍କ ଅଭିଯାନ : Ommtv Round The Clock

ଉତ୍ତର ବିଜେପିର ବୁଦ୍ଧ ପାର୍କରେ ଜନସମ୍ପର୍କ ଅଭିଯାନ : Ommtv Round The Clock

ଉତ୍ତର ବିଜେପିର ବୁଦ୍ଧ ପାର୍କରେ ଜନସମ୍ପର୍କ ଅଭିଯାନ : Ommtv Round The Clock

ଉତ୍ତର ବିଜେପିର ବୁଦ୍ଧ ପାର୍କରେ ଜନସମ୍ପର୍କ ଅଭିଯାନ : Ommtv Round The Clock
ଭୁବନେଶ୍ୱର,୮ା୪ ନିର୍ବାଚନ ଯେତିକି ପାଖେଇ ଆସୁଛିି ନିର୍ବାଚନୀ
ପ୍ରଚାର ଉଷ୍ମତା ସେତିକି ବଢି ବଢି ଚାଲିଛି । ଉତ୍ତର ବିଜେପି ପକ୍ଷରୁ ଅଜି
ନୀଳାଦ୍ରି ବହାର ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ
ହୋଇଯାଇଛି । ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଜି ସକାଳୁ
ବିଜେପି କର୍ପୋରେଟର ଓ କର୍ମକର୍ତ୍ତା ମାନଙ୍କ ସହିତ ପହଞ୍ଚି ଯଶସ୍ୱୀ ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ଭାରତ ବିକାଶ ଧାରାକୁ ଲୋକମାନଙ୍କୁ ବୁଝାଇବା ସହିତ ଭୋଟ
ମାଗି ଆଶୀର୍ବାଦ ଗ୍ରହଣ କରିଥିଲେ । ବିଜେପି ନେତ୍ରୀ ରୋଜି ଜେନାଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ଚାହା ଖଟି ସଭାରେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମିଶ୍ର
କହିଥିଲେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀ ଆଗାମୀ ଦଶବର୍ଷ ଭିତରେ ଭାରତକୁ
ଏକ ବିକଶିତ ଦେଶରେ ପରିଣତ କରିବାକୁ ଯେଉଁ ସଂକଳ୍ପ ନେଇଛନ୍ତି ତାହା
ନିଶ୍ଚୟ ପୂରଣ ହେବ । ଭାରତୀୟ ଜନତା ପାର୍ଟି କେନ୍ଦ୍ରରେ ବିପୁଳ ସଂଖ୍ୟାରେ
ବିଜୟ ଲାଭ କରିବା ସହିତ ସରକାର ଗଠନ କରିବ । ଓଡିଶାର ଜନସାଧାରଣ ୨୫
ବର୍ଷର କଳଙ୍କିତ ସରକାରକୁ କବର ଦେଇ ବିଜେପି ସାଂସଦ ଓ ବିଧାୟକ ପ୍ରର୍ଥୀଙ୍କୁ ବହୁ
ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରାଇବେ । ଓଡିଶାର ବିକାଶ ଘଟିବା ସହିତ
ନୂତନ ପ୍ରଗତିଶୀଳ ଓଡିଶା ଗଠନ ହେବ । ଆଜିର ଏହି କାର୍ଯ୍ୟକ୍ରମରେ ୭ ନମ୍ବର
ୱାର୍ଡର କର୍ପୋରେଟରଙ୍କ ସମେତ ସ୍ଥାନୀୟ ଅଂଚଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ
ଥିଲେ ।

Elections are approaching
The heat of the campaign is increasing । Aji from North BJP
A public relations campaign was held at Buddha Jayanti Park in Niladri Bahar
Done । BJP candidate Priyadarshi Mishra this morning
Yashaswi Prime Minister arrived with BJP corporators and workers
Vote to explain Narendra Modi's India development trend to people
Magi received the blessing । BJP leader Rosie Jena
MLA candidate Mr. Mishra in the tea meeting held under the chairmanship
Hon'ble Prime Minister Modiji said that in the next ten years, India
The decision taken to become a developed country
must be fulfilled । Bharatiya Janata Party in large numbers at the Centre
Will win and form the government । People of Odisha 25
Many BJP MPs and MLA candidates buried the tainted government of the year
Will vote by force । With the development of Odisha
New progressive Odisha will be formed । Today's program is number 7
All the workers of the local area including the corporator of the ward are present
Was ।