ନିର୍ବାଚନ ପ୍ରସ୍ତୁତି ସମିକ୍ଷା ଓ ଆଲୋଚନା : Ommtv Round The Clock

ନିର୍ବାଚନ ପ୍ରସ୍ତୁତି ସମିକ୍ଷା ଓ ଆଲୋଚନା : Ommtv Round The Clock

ନିର୍ବାଚନ ପ୍ରସ୍ତୁତି ସମିକ୍ଷା ଓ ଆଲୋଚନା : Ommtv Round The Clock

ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର‌୍ୟ୍ୟାୟରେ ସାଧାରଣ
ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକସ୍ଥିତ ରାଜ୍ୟ
ପୋଲିସ ମୁଖ୍ୟାଳୟଠାରେ ଆଭାସି ଜରିଆରେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟର ବରିଷ୍ଠ ପୋଲିସ
ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି
ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଶ୍ରୀ ଆର. କେ. ଶର୍ମା, (ଗୁଇନ୍ଦା)
ନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ
ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ.
ଦେବଦତ୍ତ ସିଂ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ଶ୍ରୀ ଦୟାଲ
ଗଙ୍ଗୱାର, ଆଇ.ଜି.ପି (ପ୍ରୋଭିଜନିଙ୍ଗ) ଶ୍ରୀ ୟତିନ୍ଦ୍ର କୋୟଲ, ଆଇ.ଜି.ପି (କାର୍ମିକ)
ଶ୍ରୀ ଏସ. ପ୍ରବୀଣ କୁମାର, ଆଇ.ଜି.ପି (ଗୁଇନ୍ଦା) ଶ୍ରୀ ଅନୁପ ସାହୁଙ୍କ ସମେତ ଉତ୍ତରାଞ୍ଚଳ
ରେଞ୍ଜର ଆଇ.ଜି ଶ୍ରୀ ଦିପକ କୁମାର ଏବଂ ସୀମାନ୍ତ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର
ଏସ.ପି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ସେହିପରି ପଶ୍ଚିମବଙ୍ଗ ଡିଜିପି ଶ୍ରୀ ସଞ୍ଜୟ
ମୁଖୋପାଧ୍ୟାୟଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପି
ମାନେ ବୈଠକରେ ଉପସ୍ଥିତ ଥିଲେ।
ରାଜ୍ୟର ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ
ସହିତ ଲାଗି ରହିଥିବାରୁ ଏହି ଦୁଇ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧମୁକ୍ତ ଏବଂ
ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀ
ମାନେ ମତବ୍ୟକ୍ତ କରିଥିଲେ । ବିଶେଷକରି ବ୍ରାଉନ୍ସୁଗର ଭଳି ମାରାତ୍ମକ ନିଶାଦ୍ରବ୍ୟ

ଙଊଓଝଐଇ ଚଙଖଓଉଋ
ଝଞଇଞଋ ଐଋଇଊଛଟଇଜଞଋଜଝ
ଉଟଞଞଇଉକ.

ପଶ୍ଚିମବଙ୍ଗର ଲାଲଗୋଲା, ମୁର୍ଶିଦାବାଦ ଓ ବର୍ଦ୍ଧମାନ ଭଳି ସ୍ଥାନରୁ ବ୍ରାଉନସୁଗର
ଆସୁଥିବା ବେଳେ ଏହା ଉପରେ ରୋକ ଲଗାଇବା ଉପରେ ଡିଜିପି ଶ୍ରୀ ଷଡଙ୍ଗୀ ଗୁରୁତ୍ଵାରୋପ
କରିଥିଲେ । ଏହି ନିଶା କାରବାରର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତଦନ୍ତ ପ୍ରକ୍ରିୟାକୁ
ବ୍ୟାପକ କରାଯିବା ଉପରେ ସେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହମତି ଲୋଡିଥିଲେ ।
ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ,
ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ
ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର
ଉପରେ ରୋକ ଲଗାଯିବା ଉପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ
ଭାବେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଉଭୟ ରାଜ୍ୟର ଆନ୍ତଃରାଜ୍ୟ ଅପରାଧୀଙ୍କୁ
ଗିରଫ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ମାଦକ ଦ୍ରବ୍ୟ ଚୋରା ଚାଲାଣର
ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ ଓ ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର
ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହା ବ୍ୟତୀତ ଉଭୟ
ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସମାଜିକ
ଗଣ ମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ଆନ୍ତଃରାଜ୍ୟ ତନଖୀ ଫାଟକରେ ମିଳିତ ଯାଞ୍ଚ,
ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା କାରବାର, ଗଂଜେଇ ଚୋରା ଚାଲାଣ, ସାପ୍ତାହିକ ବୈଠକ,
ସାଇବର ଅପରାଧ ରୋକିବାକୁ ସ୍ଵତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ ପୋଲିଂ
ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ
ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

In the coming months of May and June, there are four phases of normalization in the state
Elections –2024 are going to be held। In this context, the state in Cuttack today
Senior police of neighboring West Bengal state through Avasi at police headquarters
An inter-state coordination meeting has been held with the officials । This
In the meeting, including Director General of State Security Mr. Arun Kumar Shadangi
Additional Director General of Police (Headquarters) Shri R. K.  Sharma, (Guinda)
Director Mr. Saumendra Priyadarshi, Director General of Additional Security (Law O
Chain) Shri Sanjay Kumar, Additional Director General of Police (Operations) S.
Devadatta Singh, Additional Director General of Police (Modernization) Shri Mayil
Gangwar, I.G. G. K. K. Kaczyn (born 1952) is an American academic and professor of medicine at the University of New York, who is a professor of medicine at the University of New York, where he is a professor of medicine.P (Provisioning) Mr. Yatindra Koyal, I.G. G. K. K. Kaczyn (born 1952) is an American academic and professor of medicine at the University of New York, who is a professor of medicine at the University of New York, where he is a professor of medicine.P (Carmic)
Mr. S. Praveen Kumar, I.G. G. K. K. Kaczyn (born 1952) is an American academic and professor of medicine at the University of New York, who is a professor of medicine at the University of New York, where he is a professor of medicine.Uttar Pradesh including P (Guinda) Mr. Anup Sahu
Ranger I.G. Sri Deepak Kumar and Samantha Balswar and Mayurbhanj districts
S.P was present in the major meeting । Similarly, West Bengal DGP Shri Sanjay
Senior police officers including Mukhopadhyay and S. of the border districts.Pt
They were present in the meeting।
The border of Balswar and Mayurbhanj districts of the state is neighboring West Bengal
Being attached to these two districts is peaceful, free, crime free and
Senior police officers regarding conducting elections impartially
Mane expressed his opinion । Especially deadly drugs like brown sugar

Ng Uozhei Chankhowuru
Jhanchinkru Erui Uchteijanjujj
Utnica.

Brown sugar from places like Lalgola, Murshidabad and Bardhaman in West Bengal
DGP Shri Shadangi emphasized on banning it while it is coming
Did । The main accused in this drug trade has been arrested and the investigation is underway
He sought the consent of senior officials of both the states on widening ।
Strict checks at border check gates in the above border districts,
Vehicle inspection in sensitive areas, unemployment in Dharpagarh, illegal
Weapons, illegal liquor trade, illegal drug trade, illegal money transactions
Special plan to be prepared in the meeting to ban it
discussed as । Apart from this, the inter-state criminals of both the states
Arrests were discussed in the meeting। Drug smuggling
Sensitive places are special to prevent violence related to polls and elections
It was expressed in the meeting that a plan has been prepared । Besides, both
Exchange of information between senior police officers of the state, social
Filing of fake news through mass, joint inspection at Inter-State Tankhi Gate,
Money transactions through UPI ID, rust smuggling, weekly meetings,
Special schemes, sensitive areas and polling to prevent cyber crime
Identification of booths, for the arrest of criminals with warrants and habitual criminals
It was expressed in the meeting that special measures are being taken ।