ମୁଦିତା ପକ୍ଷରୁ ୱାର୍ଡ଼ ଷ୍ଟୋକ୍ ଡ଼େ ସଚେତନତା ଦିବସ ପାଳନ : Ommtv

ମୁଦିତା ପକ୍ଷରୁ ୱାର୍ଡ଼ ଷ୍ଟୋକ୍ ଡ଼େ ସଚେତନତା ଦିବସ ପାଳନ : Ommtv

ମୁଦିତା ପକ୍ଷରୁ ୱାର୍ଡ଼ ଷ୍ଟୋକ୍ ଡ଼େ ସଚେତନତା ଦିବସ ପାଳନ : Ommtv

ମୁଦିତା ପକ୍ଷରୁ ୱାର୍ଡ଼ ଷ୍ଟୋକ୍ ଡ଼େ ସଚେତନତା ଦିବସ ପାଳନ : Ommtv

ଚନ୍ଦ୍ରଶେଖରପୁର, ୩୦/୧୦ (Ommtv): ଆଜି ଏକ ତାରକା ହୋଟେଲରେ ମୁଦିତା ‌ସୁପର ସ୍ପେସାଲିଷ୍ଟ କେୟାର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ୱାର୍ଡ଼ ଷ୍ଟୋକ୍ ଡ଼େ ସଚେତନତା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପ୍ରଫେସର ଡ଼ାକ୍ତର ମନୋଜ ସାହୁ ଏବଂ ମୁଖ୍ୟ ବକ୍ତା ଭାବେ ଡ଼ାକ୍ତର ପ୍ରଦ୍ୟୁତ ରଞ୍ଜନ ଭୁଇଁଆ ଅତିଥିଭାବେ ଯୋଗଦେଇ ଲୋକମାନଙ୍କୁ ସଚେତନତା କରିଥିଲେ। ‌ଷ୍ଟୋକ୍ ଆସିବା ପୂର୍ବରୁ କିପରି ସଚେତନ ହେବ ଓ ଲକ୍ଷଣ ଦେଖାଯିବାର ୪ଘଣ୍ଟା ମଧ୍ୟରେ କିପରି ଉପଚାରକରି ଡ଼ାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ହେବ ତାହାନେଇ ଉପସ୍ଥିତ ଦର୍ଶକମାନଙ୍କୁ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜଧାନୀର ବହୁ ପ୍ରତିଷ୍ଠିତ ଡ଼ାକ୍ତରଖାନାର ଡ଼ାକ୍ତରମାନେ ଓ ସେମାନଙ୍କନିକଟରେ ଚିକିତ୍ସା ହେଉଥିବା ରୋଗୀମାନେ ଉପସ୍ଥିତରହି ବିଭିନ୍ନ ପ୍ରକାର ସଚେତନାତ୍ମକ ଉପଦେଶ ନେଇଥିଲେ।