Another Milestone by Filmmaker Ramesh Barik:Ommtv Kalingavikas

Another Milestone by Filmmaker Ramesh Barik:Ommtv Kalingavikas

Another Milestone by Filmmaker Ramesh Barik:Ommtv Kalingavikas

Another Milestone by Filmmaker Ramesh Barik:Ommtv Kalingavikas

After the successful production of 26 films, renowned filmmaker Ramesh Barik embarks on a new cinematic journey by announcing a movie based on the life of Utkal Gourab Madhusudan Das . 

Madhusudan Das was an Indian lawyer and social reformer, who founded Utkal Sammilani in 1903 to campaign for the unification of Odisha along with its social and industrial development. 

He was one of the prominent figure, helping in the creation of Orissa Province (present-day Odisha, India), which was established on 1 April 1936. 

He was also the first graduate and advocate of Odisha. He is also known as Kulabruddha (Grand Old Man), Madhu Babu, and Utkal Gouraba (Pride of Utkal). In Odisha,

His unforgettable contributions towards the formation of a separate Odisha and his towering legacy as a lawyer, freedom fighter, and social reformer make this film a much-needed tribute.

We wholeheartedly thank this young, daring, and passionate producer Ramesh Barik who consistently takes bold steps to make films on diverse and meaningful subjects. 

The upcoming film, "Madhu Barister", is written by Priyabrata Panda and directed by Mrutyunjay Sahu.

On behalf of Odia film lovers, we extend our full support to Sri Ramesh Barik and the entire team behind this important project. We look forward to witnessing the inspiring story of Madhusudan Das come alive on screen.

 ଓଡ଼ିଆ ସିନେମା ନିର୍ମାଣ କ୍ଷେତ୍ରରେ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ରମେଶ ବାରିକଙ୍କ ଆଉ ଗୋଟିଏ ଦାନ

ଆର ଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରଡ଼କ୍ସନ ଅନୁକୂଲ୍ୟ ରେ ୨୬ଟି ସଫଳ ଚଳଚ୍ଚିତ୍ର ପ୍ରସ୍ତୁତି ପରେ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ରମେଶ ବାରିକ 

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ପ୍ରସ୍ତୁତ କରିବାକୁ ଘୋଷଣା କରିବା ନିଶ୍ଚିତ ଭାବରେ ଏକ ବଡ଼ ଉଦ୍ୟମ.

ସ୍ୱାଧୀନ ଓଡ଼ିଶା ପାଇଁ ମଧୁ ବାରିଷ୍ଟର ଙ୍କ ଅବିସ୍ମରଣୀୟ ଅବଦାନକୁ ଓଡ଼ିଶା ଜନମାନସ କେବେ ଭୁଲିପାରିବ ନାହିଁ। ଏହି ଚଳଚ୍ଚିତ୍ର ମଧୁ ବାବୁ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ଉତ୍ସର୍ଗ ଅତୁଟ ସ୍ମୃତି ଭାବେ ରହିଯିବ।

ନୂତନ ଧାରାରେ ଚଳଚ୍ଚିତ୍ର ତିଆରି କରିବା ପ୍ରତି ରମେଶ ବାରିକଙ୍କ ଅଦମ୍ୟ ଉତ୍ସାହ ଓ ସାହସ ପାଇଁ ଆମେ ତାଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ।

ଏହି ଚଳଚ୍ଚିତ୍ର "ମଧୁ ବାରିଷ୍ଟର୍" ଚଳଚ୍ଚିତ୍ର ଟିକୁ ଲେଖିଛନ୍ତି, ପ୍ରିୟବ୍ରତ ପଣ୍ଡା ଓ ନିର୍ଦେଶନା ଦେବେ ମୃତ୍ୟୁଞ୍ଜୟ ସାହୁ . ମୁଖ୍ୟ ଚରିତ୍ର ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ.

ଓଡ଼ିଶାର ସମସ୍ତ ସିନେମା ପ୍ରେମୀଙ୍କ ପକ୍ଷରୁ ଶ୍ରୀ ରମେଶ ବାରିକ ଓ ତାଙ୍କର ସମ୍ପୂର୍ଣ୍ଣ ଟିମକୁ ଆମେ ଶୁଭେଚ୍ଛା ଜଣାଉଛୁ। 

ମଧୁସୂଦନ ଦାସଙ୍କ ଜୀବନ ଏବଂ ତାଙ୍କର ଅନୁପ୍ରେରଣାଦାୟକ କାହାଣୀ ସିନେମା ପରଦାରେ ଦେଖିବାକୁ ଅତ୍ୟନ୍ତ ଉତ୍ସୁକତାର ସହିତ ଅପେକ୍ଷା କରୁଛୁ।