ଢେଙ୍କାନାଳ ଝିଅ ଆଫ୍ରିକା ଉଚ୍ଚତମ ପର୍ବତ ଚଢି ଇତିହାସ ରଚିଲେ : Ommtv

ଢେଙ୍କାନାଳ ଝିଅ ଆଫ୍ରିକା ଉଚ୍ଚତମ ପର୍ବତ ଚଢି ଇତିହାସ ରଚିଲେ

ଢେଙ୍କାନାଳ ଝିଅ ଆଫ୍ରିକା ଉଚ୍ଚତମ ପର୍ବତ ଚଢି ଇତିହାସ ରଚିଲେ : Ommtv
#Photonews (ବନଜା ସାହୁ): ଢେଙ୍କାନାଳ ଝିଅ ଆଫ୍ରିକା ଉଚ୍ଚତମ ପର୍ବତ ଚଢି ଇତିହାସ ରଚିଲେ : Ommtv
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମେରାମଣ୍ଡଳୀ ସ୍ଥିତ ନନ୍ଦିନୀ କଲୋନୀର ବିଷ୍ଣୁ ପ୍ରସାଦ ପାତ୍ରଙ୍କ ଝିଅ ବିଭାରାନୀ ପାତ୍ର ସାଉଥଆଫ୍ରିକାର କିଲିମଞ୍ଜରୋ ପର୍ବତ ଚଢି ସଫଳତା ହାସଲ କରିଛନ୍ତି |ତାଙ୍କର ଏହି ସଫଳତା ପାଇଁ ସାରା ରାଜ୍ୟରୁ ଏବଂ ରାଜ୍ୟ ବାହାରୁ ଅନେକ ଶୁଭେଚ୍ଛା କରିଛନ୍ତି |ସେ 19 ହଜାର 341 ଫୁଟ ଉଚ୍ଚ ଶୃଙ୍ଗାରକୁ ସଫଳତା ସହିତ ଚଢି ଏହି ଐତିହାସିକ ସଫଳତା ହାସଲ କରିଛନ୍ତି |ଓଡିଶା ଝିଆ ଏହି ଐତିହାସିକ ସଫଳତା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ ଯୋଗେ ଶୁଭେଚ୍ଛା ଜଣାଇଥିଲେ |ସାଉଥ ଆଫ୍ରିକା କିଲିମଞ୍ଜରୋ ପର୍ବତ ଆହୋରଣ ପାଇଁ ତାଙ୍କର ଅର୍ଥଅଭାବ ମଧ୍ୟ୍ୟ ଦେଖାଦେଇଥିଲା |ଜିଲ୍ଲା ପ୍ରଶାସନ ତରଫରୁ 25 ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା |ଗତ 14 ତାରିଖ ତାଙ୍କର ଏହି ଯାତ୍ର ଆରମ୍ଭ କରିଥିଲେ |