ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର : Ommtv

ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର

ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର : Ommtv
ବାପୁଜୀ ନଗରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର
-ଗୋଟେ ଛାତ ତଳେ ଖେଳ ଓ ଜିମର ସମସ୍ତ ଉପକରଣ
ଭୁବନେଶ୍ବର: ବାପୁଜୀ ନଗର ଭୁବନେଶ୍ବରରେ ସ୍ପୋଟ୍ସ ଏମ୍ପୋରିୟମର ନୂଆ ଷ୍ଟୋର ଆରମ୍ଭ ହୋଇଛି। ଭୁବନେଶ୍ବରରେ ପୂର୍ବରୁ ଜନପଥ ଓ ଜୟଦେବ ବିହାରରେ ଷ୍ଟୋର ରହିଥିବା ବେଳେ ଏହା ତୃତୀୟ ଷ୍ଟୋର। ଏଠାରେ ଗୋଟେ ଛାତ ତଳେ ଖେଳ, ଜିମ ସହ ଅନ୍ୟାନ୍ୟ ଉପକରଣ ସୁଲଭ ମୂଲ୍ୟରେ ମିଳିପାରିବ। ଯେପରିକି କ୍ରିକେଟ୍, ଫୁଟବଲ, ହକି,ବ୍ୟାଡମିଣ୍ଟନ, ଜିମ୍ ଉପକରଣ, ଆଥଲେଟ୍ ପୋଷାକ,ସନ୍ତରଣ ପୋଷାକ,ଟ୍ରଫି ଭଳି ଅନେକ ନାମୀଦାମୀ ବ୍ରାଣ୍ଡ ଏଠାରେ ଉପଲବ୍ଧ ରହିଛି। ନୂଆ ଷ୍ଟୋର ଉଦଘାଟନ ଅବସରରେ ଏହି ୫୦ ପ୍ରତିଶତ ପ୍ରର୍ଯ୍ୟନ୍ତ ରିହାତି ମିଳିବ। ଗୋଟେ ମାସ ପର୍ଯ୍ୟନ୍ତ ଏହି ରିହାତିର ଲାଭ ଗ୍ରାହକମାନେ ଉଠାଇପାରିବେ। ସବୁଠୁ ବଡ କଥା ହେଉଛି ଯେ ଗ୍ରାହକମାନେ ଏଠାକୁ ଷ୍ଟୋର ବୁଲିକି ପସନ୍ଦ ମୁତାବକ କ୍ରୟ କରିପାରିବେ। ୧୯୭୮ ମସିହାରେ ଆରମ୍ଭ ହୋଇଥିବା ସ୍ପୋଟ୍ସ ଏମ୍ପୋରିୟମ ଆଗାମୀ ଭୁବନେଶ୍ବର ସହ ଓଡିଶାର ଅନ୍ୟ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଉଦଘାଟନ ସମୟରେ ଷ୍ଟୋରର ମାଲିକ ପ୍ରମୋଦ କୁମାର ଧୁପର, ସୁଧିର ଧୁପର, ରୌନକ ଧୁପର, ସାହିଲ ଧୁପର, ଦେଭମ ଧୁପର ଆରତି ଧୁପର ପ୍ରମୁଖ ଉପସ୍ଥିତ ଥିଲେ।

Spots Emporium's new store now at Bapuji Nagar
All sports and gym equipment under one roof
Bhubaneswar: Spots Emporium has launched a new store in Bapuji Nagar, Bhubaneswar. This is the third store in Bhubaneswar while there are already stores in Janpath and Jaydev Bihar. Here you can find games, gyms and other equipment under the roof at affordable prices. Many famous brands like Cricket, Football, Hockey, Badminton, Gym Equipment, Athlete Wear, Swimwear, Trophies are available here. This upto 50 percent discount will be available on the opening of the new store for one month. The biggest thing is that customers can visit the store and buy according to their choice. Sports emporium Started in 1978, is aiming to open stores in Bhubaneswar and other places in Odisha to uplift the sports. Pramod Kumar Dhupar, Sudhir Dhupar, Raunak Dhupar, Sahil Dhupar, Devam Dhupar, Aarti Dhupar, the owner of the store were present during the inauguration.