Dhenkanal News

Top News

Dhenkanal News

#Photonews (ଢେଙ୍କାନାଳ ଶଶିକାନ୍ତ ଗଡନାୟକ)ଏବେ ବି ମାନବିକତା ବଞ୍ଚି ରହିଛି ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ରେ ସ୍ଥାପିତ ଏମ୍ ଜି ଏମ୍ ଷ୍ଟିଲ୍ ରେ କାର୍ଯ୍ୟରତ କର୍ମଚାରୀ ସଂଘର ସଭାପତି ବିଜୟ କୁମାର ବିଶ୍ଵାଳ।ଗତକାଲି ୫୫ ନମ୍ବର ଜାତୀୟ ରାଜପଥ ରୁ ତାଙ୍କ ଗ୍ରାମ ହଳଦିଆବାହାଳ ଗ୍ରାମରୁ କାରଖାନା କାର୍ଯ୍ୟାଳୟ କୁ ଆସୁଥିବା ସମୟରେ ଗୋଟିଏ ମନିପର୍ସ ପାଇ ସେଥିରେ ଥିବା ଏଟିଏମ କାର୍ଡ ଆଧାର କାର୍ଡ ସହ ନଗଦ ୩୦ ହଜାର ଟଙ୍କା ଦେଖି ସେଥିରୁ ଠିକଣା ଓ ମୋବାଇଲ ନମ୍ବର ପାଇ ଯୋଗାଯୋଗ କରିବାରେ ଗଞ୍ଜାମ ଜିଲ୍ଲା କୁଲାଡ଼ ଥାନା ଗୁମା ଗ୍ରାମ ନିବାସୀ ସିଦ୍ଧେଶ୍ଵର ପ୍ରଧାନ ବୋଲି ଜାଣି ପାରିଥିଲେ। ସେ କଟକ ରୁ ଅନଗୁଳ ଆସୁଥିବା ସମୟରେ ବାଟରେ ପର୍ସ ହରାଇଥିଲେ। ଆଜି ଡକାଇ ଆଜି ତାଙ୍କର ପର୍ସ ଏମ୍ ଜିଏମ୍ ୟୁନିଅନ କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲେ। ଏତାଦୃଶ ସାହାଯ୍ୟ ମନୋବୃତ୍ତି ପାଇଁ ଅଞ୍ଚଳରେ ଶ୍ରୀ ବିଶ୍ଵାଳ ପ୍ରଶଂସିତ ହୋଇଛନ୍ତି।#Ommtv #Omtv #Kalingacinearts #NBPC #virals #viralvideo #viralpost #viralpage #viralreel #viralvideoreels #viralposts #viralreels #trend #trendingnow #trendingreels #trendingvideoreels