13 ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : Ommtv

13 ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

13 ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : Ommtv

13 ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : Ommtv

ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ମୁଖ୍ୟ ବକ୍ତା ତମଡା ଅଧକ୍ଷ ଶ୍ରୀଯୁକ୍ତ ମୀନକେତନ ଅମାନ୍ତ, ସାମାନନୀତ ଅତିଥି ଭାବେ ସମିତି ଉପାଧ୍ୟାକ୍ଷ ବରୁଣ କୁମାର ସର,ବାବନ୍ଧ ସରପଞ୍ଚ ରୁଣୁବାଳା ପରିଡା,କୁଟୁନିଆ ସମିତି ସଭ୍ୟ ହେମନ୍ତ ସାହୁ, ଗ୍ରାମ ସଭାପତି ଦୁଷ୍ମନ୍ତ ଗଡ଼ନାୟକ, ସମାଜ ସେବି ରତିକାନ୍ତ ଗଡ଼ନାୟକ,ନଟବର ସାମଲ,ରାଜେଶ ପରିଡା,ମା ଅନ୍ଧାରି କ୍ରିକେଟ କ୍ଲବ ର ମୁଖ୍ୟ ପରିଚାଳକ ସୁଶାନ୍ତ ସାମଲ. ଆଜିର ଉଦଯାପନୀ ମ୍ୟାଚ ରେ AC ACADEMY BALASORE VS RSA ROURKELA ମଧ୍ୟରେ ଅନୁଷ୍ଠିତ ହେଇଥିଲା. ପ୍ରଥମେ ଟସ ଜିତି ରାଉରକେଲା ବାଟଟିଙ୍ଗ କରି ନିର୍ଧାରିତ 20 over ରେ 6 wicket ହରାଇ 163 ରନ କରିଥିଲା. ଜବାବରେ ବାଲେଶ୍ୱର 14.1 over ରେ 6 wicket ହରାଇ ନିର୍ଧାରିତ 164 ରନ ସଂଗ୍ରହ କରିଥିଲା. ବାଲେଶ୍ୱର ପକ୍ଷର ନିତିନ କର ଜିସ୍ୱାଳ man of the match ପାଇଥିବା ବେଳେ ମୁକେଶ କୁମାର man of the series ପାଇଥିଲେ.ପୁରସ୍କାର ରାଶି ଭାବେ ଚାମ୍ପିୟନ ବାଲେଶ୍ୱର କୁ 50 ହଜାର ସହ ଟ୍ରଫି ଏବଂ runners up ରାଉରକେଲା କୁ 35 ହାଜର ସହ ଟ୍ରଫି ପ୍ରଦାନ କରାଗଲା. ଏହି ଟୁରର୍ନାମେଣ କୁ ମୁଖ୍ୟ ପରିଚାଳନା ଭାବରେ ରାଜେଶ ପରିଡା ଓ ଅଜିତ ସାମଲ ତୁଲାଇ ଥିଲେ ଏହା ସହ ସହଯୋଗି ଭାବରେ ପ୍ରବୀନ ସାମଲ, ପିଣ୍ଟୁ ଗଡ଼ନାୟକ, ରାଜେଶ ସାମଲ, ମଣ୍ଟୁ ସାମଲ, ଅବିନାଶ ସାମଲ, ପ୍ରଶ୍ୱଜିତ ସାମଲ, ବିକାଶ ସାମଲ ସହଯୋଗ କରିଥିଲେ
Actress Wanted to Kalinga Cine Arts New Music Album : Contact - 89080701 17
Join New Bhubaneswar Press Club : 9439177630